ଶେଷରେ ଯାହା ଭାବୁଥିଲେ ସେଇଟା ହିଁ ହେଲା । ସମ୍ପୂର୍ଣ ଖବର ଜାଣନ୍ତୁ….

ଯଦି ଆପଣ ସୌମ୍ୟଙ୍କ ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁଣି ଥରେ ଭିତରକୁ ଯାଇ ତଦନ୍ତ  କରିବେ କ୍ରାଇମ ବ୍ରାଞ୍ଚ ଅଫିସର । ତେବେ କଣ ରହିଛି ପ୍ରକୃତ ଘଟଣା ଚାଲନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଡି.ଏଫ୍.ଓ ସୌମ୍ୟ ରଞ୍ଜନ ଙ୍କ ମରଣ ଘଟଣା ଧୀରେ ଧୀରେ ବହୁତ୍ ଗଭୀର କୁ ଯାଉଛି ଓ ବହୁତ୍  ରୋମାଞ୍ଚକ ହୋଇ ଯାଉଛି । ଏହି କଥା ଟି କୁ ଯେତିକି ଯାଞ୍ଚ କରା ଯାଉଛି ସେତିକି ସେତିକି ଗୁମର ଫିଟି ଚାଲିଛି । ହେଲେ ବିବାହର ବର୍ଷେ ବିତିଛି କି ନାହିଁ ସୌମ୍ୟ ରଞ୍ଜନଙ୍କ ଦେହାନ୍ତ ଘଟିଛି । ଯେମିତି ଲାଗିଛି କି ତାଙ୍କ ମରିବା ଖବର  ଟି ଖୁବ୍ ରହସ୍ୟ ମୟ । ତାଙ୍କ ମରିବା ଘଟଣା ଟି ଦିନକୁ ଦିନ ବହୁ ଭିତରକୁ ଟାଣି ନେଉଛି । ସେ ପାରଳାଖେମୁଣ୍ଡି ବନ ବିଭାଗୀୟ ଥିଲେ ହେଲେ ଆରକ୍ଷୀ ଅଧିକାରୀ ତଦନ୍ତ ଅନୁସାରେ ଯାହା ଜଣାପଡ଼ିଛି ସୌମ୍ୟ ରଞ୍ଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟାଭାରତି ଙ୍କ ସମ୍ପର୍କ ଭଲ ନଥିବା ଖବର ଆସିଛି । 

ସୌମ୍ୟ ଙ୍କ ବାପା ,ମାଆ ଓ ବଡ଼ ଭାଇ ଆରକ୍ଷୀ ଅଧିକାରୀ ତଦନ୍ତ କୁ ନେଇ କୌଣସି ପରିମାଣ ରେ ସନ୍ତୁଷ୍ଟ ନ ଥିଲେ । ତାଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ କଣ ପାଇଁ ଡି. ଏଫ୍. ଓ ଙ୍କ ବଦଳି ହୋଇ ନାହିଁ । ରୋଷେଇଆ ଙ୍କୁ କଣ ପାଇଁ ଭଲ ଭାବରେ ଜେରା ହୋଇ ନାହିଁ । କଣ ପାଇଁ ବିଦ୍ୟା ଭାରତୀ ଏ ପର୍ଯ୍ୟନ୍ତ ଜେଲ କୁ ଯାଇ ନାହାନ୍ତି । ଏହି ସବୁ ସାଧାରଣ ଆରକ୍ଷୀ ଅଧିକାରୀ ଯଦି ତଦନ୍ତ କରି ପାରୁନାହାନ୍ତି ତେବେ କ୍ରାଇମ ବ୍ରାଞ୍ଚ ଅଫିସର ତଦନ୍ତ କରିବା ଉଚିତ୍ ଓ ତାଙ୍କ କହିବା ଭଳି ମଧ୍ୟ ସେମାନେ ତଦନ୍ତ କରିବା ଆରମ୍ଭ କରି ସାରିଛନ୍ତି । ସୌମ୍ୟ ଙ୍କ ବାପା ,ମାଆ ଓ ବଡ଼ ଭାଇ ମଧ୍ୟ ମୁଖ୍ୟ ମନ୍ତ୍ରୀ ଙ୍କୁ ଦେଖା କରିବା ପାଇଁ ଚିଠି ଦେବା ସହିତ ବହୁତ୍ ବଡ଼ ବଡ ବ୍ୟକ୍ତି ଓ ରାଜନେତା ମାନଙ୍କୁ ତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ଏହି ସବୁ କଥା ଆଜି ହାଇକୋର୍ଟ ରେ ବିଚାର ହୋଇଛି ।

ଏବେ କିନ୍ତୁ ପ୍ରକୃତ ଘଟଣା ହେଉଛି କି  ଡି.ଏଫ୍.ଓ ବହୁତ୍ ହିଁ ଅବହେଳିତ ଲୋକ ବୋଲି ବିବେଚିତ ହୋଇ ଯାଇଛନ୍ତି । ସେ ବହୁତ୍ ଆରାମରେ ଜୀବନଜାପନ କରୁଛନ୍ତି । ତାଙ୍କୁ ନେଇ ମଧ୍ୟ ବହୁତ୍ ଲୋକ ତାଙ୍କ ବିଷୟରେ ଗୋଟେ ଗୋଟେ ଗୁମର ଫିଟାଉଛନ୍ତି ହେଲେ ଏ ପର୍ଯ୍ୟନ୍ତ କିଛି ହୋଇ ପାରୁ ନାହିଁ ସେଥି ପାଇଁ ସୌମ୍ୟ ରଞ୍ଜନ ଙ୍କ ଆତ୍ମା ର ସଦ୍ଗତି ଓ ତାଙ୍କ ବାପା ,ମାଆ ଓ ବଡ଼ ଭାଇ ଙ୍କୁ ନ୍ୟାୟ ଦେବା ପାଇଁ ଖଇରା ବ୍ଲକ ଆସନ୍ତା କାଲି ବନ୍ଦ ରହିବାକୁ ଯାଉଛି । ଯାହା ପାଇଁ ସକାଳ ୬ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦ ଡାକରା ପାଇଁ ସମସ୍ତେ ଯୋଗ ଦେଇଥିଲେ ଓ ସରକାର ଙ୍କୁ ଚେତିବା ପାଇଁ କହିଥିଲେ । ଏଥିପାଇଁ ପୁଣି ଥରେ କ୍ରାଇମ ବ୍ରାଞ୍ଚ ପଛକୁ ଯାଇ ତଦନ୍ତ କରିବ ବୋଲି କହିଛି । ଲୋକ ମାନଙ୍କ ପାଇଁ ଏବେ ପ୍ରକୃତ ଚିନ୍ତା ର କାରଣ ସାଜିଛି ପୁଣି ଥରେ ପୂର୍ବକୁ ଯାଇ ତନା ଘନା କରି ମୁଖ୍ୟ ଘଟଣା ପାଇ ପାରିବେ ତ ।

ଶେଷରେ ଆପଣ ମାନେ ଯାହା ଭାବୁଥିଲେ ସେଇଟା ହିଁ ହେଲା କ୍ରାଇମ ବ୍ରାଞ୍ଚ ଜାଣି ଶୁଣି ଆଉ ଥରେ ତଦନ୍ତ କରିବାର କାରଣ ଯେତେ ସମୟ ଡେରି ଲୋକ ଆସ୍ତେ ଆସ୍ତେ ଭୁଲିବାକୁ ଲାଗିବେ ତଦନ୍ତ ରେ ବିଳମ୍ବ କରି କେସ ଚାପିଦବାକୁ ଷଡ଼ଯନ୍ତ୍ର ଚାଲିଛି ବୋଲି ଶୁଣାହେଉଛି । ଯେମିତି ପରି,ବେବିନା, ଇତିଶ୍ରୀ,କୁନ୍ଦୁଲି ଭଳି ଏ କେସ ବି ଚାପିଦବାକୁ ଉଦ୍ୟମ ଚାଲିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *