ଜାଣନ୍ତୁ ଆପଣ କେମିତି ପାଇବେ କାଳିଆ ଯୋଜନା ରେ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଭାଇରଲ ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା କେମିତି ପାଇବେ କାଳିଆ ର 35000 ଟଙ୍କା ଖବର ଟି କୁ ମୂଳରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ସମ୍ପୂର୍ଣ ଘଟଣା ।

କାଳିଆ ଯୋଜନା କରି ଚାଷୀ ମାନଙ୍କୁ ସହାୟତା ର ହାତ ବଢ଼େଇ ଦେଇଛନ୍ତି ନବୀନ ସରକାର । ଚାଷୀ ମାନେ ଏହି ମାଧ୍ୟମ ରେ ବହୁତ ଉପକୃତ ମଧ୍ୟ ହୋଇଛନ୍ତି । ଏବେ ନିକଟରେ ପଂଚାୟତ ନିର୍ବାଚନ ଆସୁଥିବାରୁ ସରକାର କାଳିଆ ଯୋଜନା ରେ ପ୍ରତେକ ଚାଷୀ ମାନଙ୍କୁ 35000 ଲେଖା ଟଙ୍କା ଦେବେ ।

ଆପଣମାନେ ଭାବୁଛନ୍ତି ଏହା ସରକାର ଆପଣଙ୍କୁ ମାଗଣା ରେ ଦେବେ ନା ଏହା ଆପଣଙ୍କୁ ଲୋନ ଭାବରେ ମିଳିବ ବିନା ସୁଧରେ ଆପଣ ଏହାକୁ ମାସକୁ ମାସ ସୁଜିବେ ଯଦି କୌଣସି ପ୍ରକୁତିକ ଅସୁବିଧା ହେଲେ ତେବେ ସବୁ ଟଙ୍କା ଆପଣଙ୍କୁ ମାଗଣା ରେ ମିଳିବ । ଏହି ଲୋନ ନେବା ପାଇଁ ଆପଣଙ୍କ ପଂଚାୟତ ସରପଞ୍ଚ କ ସହିତ ଯୋଗାଯୋଗ କରନ୍ତୁ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *