ବିଦ୍ୟାଭାରତୀ ଙ୍କ ଲୁଚିବା ଭିଡ଼ିଓ ହେଇଗଲା ଭାଇରଲ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କ୍ରାଇମ୍ ବ୍ରାଞ୍ଚ ଜେରା ଭୟ ରେ ବିଦ୍ୟା ଭାରତୀ ଜେଜେ ଙ୍କ ପାଖକୁ ଯାଇ ଆତ୍ମସମର୍ପଣ କରି କଣ କହିଥିଲେ ଚାଲନ୍ତୁ ଦେଖିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିଦ୍ୟା ଭାରତୀ ଙ୍କୁ ନେଇ ଏବେ ବହୁତ୍ ଟିଭି ଚ୍ୟାନେଲ ମାନେ ବହୁତ୍ କିଛି ଭିଡିଓ ମାନ ବନାଇଛନ୍ତି । ଏବେ ଜେଜେ ଓ ନାତୁଣୀ ବୋହୂ ଙ୍କୁ ନେଇ ବହୁତ୍ କିଛି କମେଡି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ସେହି ନାଟକ ଟି କଣ ଥିଲା ଚାଲନ୍ତୁ ଜାଣିବା । ଜେଜେ ଜେଜେ ମତେ ଟିକେ ରକ୍ଷା କର । ମତେ ଟିକେ ତମ ଘରେ କେଇ ଦିନ ପାଇଁ ଲୁଚେଇ ଦିଅ । କିଲୋ ତୁ କିଏ କଣ ଏମିତି କହୁଛୁ ଲୁଚେଇ ଦିଅ । କିଲୋ ତତେ ଲୁଚେଇବି କଣ ପାଇଁ?ଜେଜେ ମତେ ଜାଣିପାରୁନ ମୁଁ ପା ସେଇ ଦିବ୍ୟ ସୁନ୍ଦରୀ ଦିବ୍ୟା ଭାରତୀ । ଦିନେ ମୁଁ ମୋ ବାପାଙ୍କ ସହ ତୁମ ଘରକୁ ଆସିନଥିଲି । ମୋ ବାପା ତମ ନାତି ସହ ମୋ ବାହାଘର ପ୍ରସ୍ତାବ ପକେଇନଥିଲେ ।

 

କିନ୍ତୁ ଆମ ସର୍ତ୍ତ ଶୁଣି ଆମକୁ ଯେଉଁ ଗୋଡେଇଲ ତମେ ମୁଁ ସେଇ ଦିବ୍ୟା ଭାରତୀ । ଯିଏ କହିଥିଲା କି ମୁଁ ଯଦି ତମ ନାତିକୁ ବାହା ହେବି ତାହେଲେ ମୁଁ ମଥାରେ ସିନ୍ଦୂର ଓ ହାତରେ ଚୁଡ଼ି ପିନ୍ଧିବି ନାହିଁ । ଦେହରେ ଶାଢ଼ୀ ପିନ୍ଧିବି ନାହିଁ । କଣ ଗୋଟେ ଜିନ ଟପ ପିନ୍ଧିବି । ତମ ନାତି ସହ ମୋର ବର୍ଷେ ପର୍ଯ୍ୟନ୍ତ କିଛି ସମ୍ପର୍କ ରହିବ ନାହିଁ । ସେଦିନ ତ ଯାହା ହେଲା ତୁ ଆଜି ପୁଣି କଣ ପାଇଁ ଆସିଛୁ ? ପୁଣି କଣ ଜିନ ପ୍ୟାଣ୍ଟ ଛାଡ଼ି ଶାଢ଼ୀ ପିନ୍ଧିକି ଆସିଛୁ । ମୁଁ ପା ଏବେ ବାହା ହେଇଯାଇଛି । ଆଲୋ କୋଉଠି ବାହା ହେଲୁ ଆଉ କାହାକୁ । ଗୋଟେ ସରକାରୀ ଅଫିସରକୁ ବାହାହେଲି ।ଆଉ ସେ ମରିଗଲେ । ଆଲୋ ସେ କେମିତି ମରି ଗଲେ । ମୋରି ଗୁଣ ପାଇଁ ପା । ମୁଁ ତ ବହୁତ ସୁନ୍ଦରି କିନ୍ତୁ ସେ ସୁନ୍ଦର ନଥିଲେ ନା ହ୍ୟାଣ୍ଡସମ ନଥିଲେ । ମୁ ତାଙ୍କୁ ଜମା ପସନ୍ଦ କରୁନଥିଲି କି ଲାଇକ ବି କରୁନଥିଲି ।

 

କିନ୍ତୁ ସେ ସବୁବେଳେ କହୁଥିଲେ କି ମୁଁ ପଛେ ସବୁବେଳେ ତମ କାମ କରିବି ତମେ ତମ ପାଦ ତଳେ ମତେ ଟିକେ ଯାଗା ଦିଅ । ମୁଁ କିନ୍ତୁ ତାଙ୍କୁ ପାଖେ ପୁରାଏ ନାହିଁ । ସେ ଦୁଃଖ ସହି ପାରିଲେନି । ତାଙ୍କର ଆଖି ସାମ୍ନାରେ ମୁଁ ତାଙ୍କ ଉପର ଅଫିସର ସହ ମିଳା ମିଶା କଲି ତାକୁ ସେ ଦେଖି ପାରିଲେ ନାହିଁ । ସେଥି ପାଇଁ ନିଆଁରେ ପୋଡି ହୋଇ ଆତ୍ମହତ୍ୟା କଲେ । କିନ୍ତୁ ଲୋକ କହୁଛନ୍ତି ମୁଁ କୁଆଡ଼େ ତାଙ୍କ ସହିତ ମିଶି ତାଙ୍କୁ ପୋଡ଼ିକି ମାରି ଦେଇଛି । ମତେ ପୋଲିସ ଜେରା କରିବାକୁ ଆସିଛି।ସେଥି ପାଇଁ ମୁଁ ଏଇଠି ଲୁଚିବାକୁ ଆସିଛି । ମତେ ଜେରା କରିଥିଲା ତାଙ୍କୁ ମଧ୍ୟ ଜେରା କରିଥିଲା । କିନ୍ତୁ ସେ ଜଣେ ବଡ଼ ଅଫିସର ତାଙ୍କର ଉପରେ ହାତ ଅଛି ତେଣୁ ସେ କେସଟିକୁ ଓଲଟାଇ ଦେଇଥିଲେ । ପୋଲିସ ଆମକୁ କ୍ଲିନ ଚିଟ ଦେଇ ଦେଇଥିଲା । କିନ୍ତୁ ଏବେ କ୍ରାଇମ ବ୍ରାଞ୍ଚ ଆସି ଆମକୁ ଜେରା କରୁଛି । ମୁଁ ତତେ କାହିଁକି ମୋ ଘରେ ଲୁଚେଇବି । ଯେହେତୁ ତମ ନାତି ସହ ମୋ ବାହାଘର ଲାଗିଥିଲା ମୁଁ ତମ ନାତୁଣୀ ବୋହୂ ଭଳିଆ ।ତେଣୁ ମତେ ଯଦି ତମ ନାତୁଣୀ ବୋହୂ ଭାବି କାଳେ ତମଘରେ ଲୁଚେଇ ଦବ ସେଥି ପାଇଁ ଆସିଥିଲି । ତା ପରେ ଜେଜେ ତାଙ୍କୁ ନାନା କଥା କହି ଗୋଡେଇବାର ଅଭିନୟ କରିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *