ଦେଖନ୍ତୁ DIVORCE ପାଇଁ କେମିତି କୌର୍ଟ ରେ ଗଡାପଡ଼ା ହେଲେ ସ୍ୱାମୀ ସ୍ତ୍ରୀ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବାଲେଶ୍ୱର କୋର୍ଟ ପାଖରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ହେଉଥିବା ଝଗଡ଼ା ଦେଖି ଆପଣ ଭି ଆଶ୍ଚର୍ୟ୍ଯ ହୋଇଯିବେ । ତେବେ ଏହା ପଛରେ କଣ ରହସ୍ୟ ରହିଛି ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ । ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ । ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ । ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ ।ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି । ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼  ଶକ୍ତି ନାହିଁ।ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି । ଉଭୟ ପ୍ରେମ ନିଶା ରେ ପୁରା ମଜଦୂର ହୋଇ ଥାଆନ୍ତି । ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ । ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ।

 

ପ୍ରେମ ପାଇଁ ପ୍ରେମିକ ପ୍ରେମିକା ମଧ୍ୟରେ ବହୁତ୍ ଦେଖା କରିବା ର ଇଚ୍ଛା ଶକ୍ତି ରହିଥାଏ । ପ୍ରେମ ପାଇଁ ଏମିତି ବହୁତ କିଛି ସମୟ ରହିଛି ଯେଉଁଠି ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକା ଉଭୟ ବହୁତ୍ ପରିମାଣ ରେ ଜୀବନ ଦିଆ ନିଆ ହୋଇ ଥାଆନ୍ତି । ହେଲେ ବେଳେ ବେଳେ ଏମିତି କିଛି ହୋଇଥାଏ ଯେଉଁଠି ପ୍ରେମ ହୋଇଥାଏ ହେଲେ ତ ପରେ ପରେ ଧୋକା ଖାଇବାର ମଧ୍ୟ ବହୁତ୍ ଜଣ ପଡିଛନ୍ତି । ଧୋକା ଖାଇବା ପରେ ବହୁତ୍ ଲୋକ ଜୀବନ ଦେଇ ଦେଇଥାନ୍ତି ବହୁତ୍ ଲୋକ କିଛି ନ ଭାବି ପାରି ବହୁତ୍ ବଡ଼ ବଡ ଘଟଣା ମାନ ଘଟାଇ ଦେଇଥାନ୍ତି ଯାହା କେହି ଘର ଲୋକେ ଭି ଭାବି ନ ଥାଆନ୍ତି ।

 

ସେହି ଭଳି ଭାବେ ସ୍ବାମୀ ସ୍ତ୍ରୀ ସମ୍ପର୍କ ଯୁଗ ଯୁଗ ପାଇଁ ଓ ସାତ ଜନ୍ମ ପାଇଁ ହୋଇଥାଏ । ଆହୁରି ମଧ୍ୟ ସ୍ବାମୀ ସ୍ତ୍ରୀ ପାଇଁ ସବୁ କିଛି କରିବ ବୋଲି କହୁଥାଏ ହେଲେ ଏବେ କା ସମୟରେ ଏମିତି କଣ ପାଇଁ ହେଉଛି । ବିବାହ ର ଅଳ୍ପ ଦିନ ଭିତରେ ପତି ପତ୍ନୀ ଛାଡପତ୍ର ଦେବା ପାଇଁ ଚାହୁଁଛନ୍ତି । ଆଜି ସେମିତି ଏକ ଘଟଣା ବାଲେଶ୍ୱର କଲେକ୍ଟର ଅଫିସ ପାଖରେ ଘଟିଛି । ବିବାହ ପରେ ନିର୍ଯାତନା ଆଉ ତା ପରେ ପିଲା ହେବା ପରେ ସ୍ତ୍ରୀ କୁ ବହୁତ୍ ଅତ୍ୟାଚାର କରିଛନ୍ତି ଓ ସ୍ତ୍ରୀ ଜଣକ ଛାଡପତ୍ର ଦେବା ପାଇଁ ଚାହୁଁ ନାହାନ୍ତି ନିଜ ପିଲା କୁ ତା ବାପା ଙ୍କ ପରିଚୟ ଦେବା ପାଇଁ ଚାହୁଁଥିଲେ ଓ କହିଛନ୍ତି ମଧ୍ୟ ସେ କଣ ଖେଳନା ଯେତେବେଳେ ଖେଲିଦେବ ସେତେବେଳେ ଚାଲିଯିବ । ପୋଲିସ ପାଖରେ ମଧ୍ୟ ସେ ଏହା ପ୍ରାର୍ଥନା କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *