DFO ଙ୍କୁ ଏମିତି ଫସେଇଦେଲେ ଗଙ୍ଗାଧର…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଗଙ୍ଗା ପ୍ରଧାନ ଙ୍କର ବୟାନ ଗୁମର ଖୋଲିଦେବ କି DFO ବାବୁ ଙ୍କର । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ACF  ସୌମ୍ୟରଞ୍ଜନଙ୍କର ମୃତ୍ୟୁ ମାମଲା କୁ ମାସେ ବିତିଗଲା ପରେ ମଧ୍ୟ ଏହି ଘଟଣାର କୌଣସି ଅନ୍ତ ଘଟିଲା ନାହିଁ। ଯାହା କୁ ନେଇ ବର୍ତ୍ତମାନ ଅନେକ  ଖବର ଏବେ ସାମ୍ନା କୁ ଆସିବାରେ ଲାଗିଛି।ସୌମ୍ୟରଞ୍ଜନଙ୍କ ର ପରିବାର ଲୋକ ଙ୍କ ଦାବି ଅନୁସାରେ ଏହି  ଘଟଣା କୁ କ୍ରାଇମବ୍ରାଞ୍ଚ୍ ହାତ କୁ ଦିଆ ଯାଇଥିଲା । କ୍ରାଇମବ୍ରାଞ୍ଚ୍ ର ତନାଘନା ପରେ ଏବେ କିଛି କିଛି ଜିନିଷ ସାମ୍ନା କୁ ଆସୁଛି ।

     

 

ସୌମ୍ୟ ଙ୍କ ର ପରିବାର ଲୋକ ତ ସୌମ୍ୟ ଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ସେମାନେ ହିଁ କହିପାରିବେ ବୋଲି ତାଙ୍କ ବୟାନ ନିଆ ଯାଇଥିଲା । ସୌମ୍ୟ ଙ୍କ ମା ସୌମ୍ୟ କୁ ହରାଇ ବହୁତ ଦୁଃଖ ରେ ଅଛନ୍ତି । ଏହା ପରେ ଏହି ଘଟଣାର ତଦନ୍ତ କରିବା ପାଇଁ ଡିଜି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କ୍ରାଇମବ୍ରାଞ୍ଚ୍ ତାର ଖୋଳତାଡ ଆରମ୍ଭ ହୋଇଥିଲା ।ସବୁ ତଦାରଖ ପରେ ସାମ୍ନା କୁ ଆସିଥିଲେ DFO ଙ୍କ ଅଫିସ୍ ରେ କାର୍ଯ୍ୟରତ ଥିବା ପୁରାତନ ଜଗୁଆଳି । କ୍ରାଇମବ୍ରାଞ୍ଚ ସତ କୁ ସାମ୍ନା କୁ ଆଣିବା କୁ ଚାହୁଁଥିବା ବେଳେ ଏହି ଜଗୁଆଳି ଦେଇଛନ୍ତି ବଡ଼ ପ୍ରମାଣ। ଜଗୁଆଳି ଗଙ୍ଗା ପ୍ରଧାନ ମିଡ଼ିଆ ସାମ୍ନା ରେ ଖୋଲିଚନ୍ତି ମୁହାଁ। ସେ ଦେଖିଛନ୍ତି DFO କୁ ରାତି ରେ ଯାଉଥିବାର ସୌମ୍ୟ ଙ୍କ ଘରକୁ। ଯେତେବେଳେ ଗଙ୍ଗା ପ୍ରଧାନ ରାତିରେ ଡ଼ିଉଟି କରିଥିଲେ ସେତେବେଳେ ସେ DFO ଙ୍କୁ ରାତିରେ ସୌମ୍ୟ ଙ୍କ ଘର କୁ ଯିବାର ଦେଖିଛନ୍ତି ଆଉ ସେ ଏହା ମଧ୍ୟ ଦେଖିଛନ୍ତି କୁ ବିଦ୍ୟଭାରତି ମୋର୍ଣିଗ୍ ୱାର୍କ ରେ ଗୋଲା ବେଳେ DFO ତାଙ୍କୁ ନଜର ରଖନ୍ତୁ। ସେ ଏହି ସବୁ ଦେଖିଥିବା କଥା ଯେତେବେଳେ DFO ଜାଣିଥିଲେ ଗଙ୍ଗା ପ୍ରଧାନ କୁ ଚାରିକି ରୁ ବିନା କାରଣରେ କଢ଼ିଦେଇଥିଲେ। ଆଉ ସେ ତାଙ୍କୁ ସେହିମାସ ର ଦରମା ମଧ୍ୟ  ଦେଇ ନ ଥିଲେ। 

     

 

 କଣ ଏହା ପଛରେ ସତରେ ଲୁଚିକି ରହିଛି ସତ। ଆଉ ଏବେ ପାରଳାଖେମୁଣ୍ଡି DFO କୁ  ବଞ୍ଚାଇବା ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ପୁରାତନ ଜଗୁଆଳି ଗଙ୍ଗା ପ୍ରଧାନ ଙ୍କ ଏହିପରି ବୟାନ କୁ ମିଛ ପ୍ରମାଣିତ କରିବାପାଇଁ ଚଳିଚିକି ଷଡ଼ଯନ୍ତ୍ର ।  ଏହି ବୟାନ ପାରେ ସାମ୍ନା କୁ ଆସିଚି ବନବିଭାଗ ରୁ ଚିଠି ଏହା ଏବେ ସବୁଠୁ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୨୧ମସିହା ଫେବୃଆରୀ ୧ତାରିଖ ରେ ମହେନ୍ଦ୍ର ବନ୍ୟାଚଳ ଜ୍ୟୋତି ସିକୁରିଟି ସର୍ଭିସ ନାମକ ଏକ ଚିଠି ଏବେ ସାମ୍ନା କୁ ଆସିଛି। ସମୟର ବ୍ୟବଧାନ ରେ  କାହିଁକି ଚିଠି ଲେଖିଥିଲେ DFO।  ଦୀର୍ଘ ୨ ବର୍ଷ ପରେ ଜଣେ ଅଫିସର୍ କାହିଁକି ଲେଖିଥିଲେ ଚିଠି । DFO ଙ୍କ ଉପରେ ବଢ଼ିଚାଳିଛି ସନ୍ଦେହ ।ଏବେ ଖୋଲି ଯିବକି DFO ଙ୍କ ର ସବୁ ଗୁମର ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *