ଆସିଲା DFO ଙ୍କ ବିରୋଧରେ ଚାଞ୍ଚଲ୍ୟ କର ଅଭିଯୋଗ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସାମ୍ନା କୁ ଆସୁଛି ସରକାରୀ ବାବୁ ଙ୍କ ର ଗୁମର । ଧୀରେ ଧୀରେ ସାମ୍ନା କୁ ଆସୁଛି ସତ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କ୍ରାଇମବ୍ରାଞ୍ଚ୍ ର ତଦନ୍ତ ପରେ ଏବେ ସାମ୍ନା କୁ ଧିରେ ଧିରେ ସାମ୍ନା କୁ ଆସୁଛି। ଖୋଲୁଛି ଗୁମର DFO ବାବୁ ଙ୍କ ର । ଖବର ଅନୁସାରେ  ନିଜ ମିଛର ଜାଲରେ ଫସୁଛନ୍ତି ନିଜେ DFO। ଦିନ କୁ ଦିନ ଫିଟିବ କୁ ଲାଗୁଚି   ଗୋଟେ ପରେ ଗୋଟିଏ ଗୁମର । ଆଉ ଏବେ ସାମ୍ନା କୁ ଆସିଛି DFO ବାବୁ ଙ୍କ ର କଳାକାରନାମାରେ । ଖବର ରୁ ଜଣ ପଢ଼ିଛି କି କୋଟି କୋଟି ଟଙ୍କାର ଚନ୍ଦନ ଗଛକୁ କାଟି ଜଙ୍ଗଲ ମାଫିଆଙ୍କୁ ବିକ୍ରି କରିଦେଇଛନ୍ତି DFO ବାବୁ । ପୂର୍ବତନ DFO ଙ୍କ ର ପୂର୍ବତନ  ଜଗୁଆଳୀ ଗଙ୍ଗା ପ୍ରଧାନ DFO ଙ୍କ ଖୁଲସା କରିବା ପରେ । ଏବେ ସତ ସାମ୍ନା କୁ ଆସିବାକୁ ଲାଗିଛି ।ଗଙ୍ଗା ପ୍ରଧାନ  ବିଦ୍ୟା ଏବଂ DFOଙ୍କ ସମ୍ପର୍କର ଖୁଲାସା କରିବା ପରେ ବନ ବିଭାଗ ଏକ ଚିଠି ମାଧ୍ୟମ ରେ ଷ୍ଟେଟମେଣ୍ଟ ଜାରି କରି ଛି ଆଉ ସେହି ଷ୍ଟେଟମେଣ୍ଟରେ ସମ୍ପୂର୍ଣ୍ଣ ରୂପେ ଜଣାପଡିଛି କି ଜଗୁଆଳି ଗଙ୍ଗା ପ୍ରଧାନଙ୍କୁ ୨୦୨୦  ମସିହାରୁ ଚାକିରୀ ରୁ ଜବରଦସ୍ତି ବାହାର କରି ଦିଆଯାଇଥିଲା । ଯେଉଁଥିରେ କୁ DFO ଙ୍କ ର ସମ୍ପୂର୍ଣ୍ଣ ହାତ ରହିଛି ।

  

 

ଆଉ ଏବେ ନିଜର କାରନାମା କୁ ଲୁଚେବା ପାଈ  ଜଗୁଆଳି ଗଙ୍ଗା  ପ୍ରଧାନ ଙ୍କ ବିରୁଦ୍ଧ ରେ ଛିଡ଼ା ହେଉଛନ୍ତି DFO । ଗଙ୍ଗା ପ୍ରଧାନ ଦେଇଥିବା ବୟାନ କୁ ଭୂଲ ଏବଂ ମିଛ ପ୍ରମାଣିତ କରିବାରେ ଲାଗିପଡିଛନ୍ତି DFO ବାବୁ । ଯାହାକୁ ସନ୍ଧୟା କୁ ଆହୁରି ମଜବୁତ୍ କରୁଛି। ଆଉ ଏବେ ହଠାତ୍ କାହିଁକି ବଞ୍ଚାଇବା ରେ ଲଗିପଢିଚି ବନ ବିଭାଗ  DFO ଙ୍କୁ । ସୌମ୍ୟଙ୍କ ଦେହାନ୍ତ ଦିନ ଠାରୁ ଚୁପ ବସିଥିବା ବନ ବିଭାଗର ଏଇ DFO ପ୍ରୀତି କେବେଠୁ ଆସିଲା ? କାହିଁକି DFOଙ୍କୁ ବଞ୍ଚାଇବାକୁ ଚାହୁଁଛି ବନ ବିଭାଗ  । ଅପର ପଷ୍ୟରେ  କୋଟି କୋଟି ଟଙ୍କାର ଦାମୀ ରକ୍ତ ଚନ୍ଦନ କାଠ ଜଙ୍ଗଲରୁ କାଟି ମାଫିଆଙ୍କୁ ବିକ୍ରି କରି ଦେଇଛନ୍ତି DFO ।  

 

ଯାହା ଏକ କନୁନିଗତ ଅପରାଧ ।ନିଜେ ବନ ବିଭାଗ ର କର୍ମଚାରୀ ହେଇ ମଧ୍ୟ କିପରି କରିପାରିଲେ ଆପାରି ଭୁଲ୍ । କଣ ଏହା ଏକ ବଡ଼ ଦୁର୍ନୀତିର ପର୍ଦାଫାସ ନୁହେଁ କି ? ସୌମ୍ୟ ଙ୍କ ବାପା ଙ୍କ ର ବୟନ ଦେଇଥିବା ସମୟ ରେ ଆପଣ ମାନେ ସୁଣିଥିବେ କି ସୌମ୍ୟ କାର୍ଯ୍ୟରତ ଥିବା ବେଳେ ଦୁଇଟି କାଠ ଟ୍ରକ କୁ ACF ସୌମ୍ୟ ଧରିଥିଲେ ।  ସୌମ୍ୟ ଙ୍କ ଉପରେ ଏହି ରାଗ ସୂଜାଇ ନାହାଁନ୍ତି ତା DFO ବାବୁ ।ସୌମ୍ୟଙ୍କ ବାପା  ପାଖ କର୍ମଚାରୀ ମଧ୍ୟଏହି ଖୁଲାସା କରିଛନ୍ତି ଯେ ସୌମ୍ୟଙ୍କୁ ଅଧିକ ଚାପ ଦେଉଥିଲେ DFO । ସୌମ୍ୟ ଙ୍କୁ  ଗୋଟେ କାମ ର 10 କୋଟି ଟଙ୍କାର  ବିଲ୍ କୁ 20 କୋଟି ଟଙ୍କା ବିଲ କରିବାକୁ ବାଧ୍ୟ କରୁଥିଲେ ଯେତେବେଳେ ଏହା କରିବାକୁ ସୌମ୍ୟ  ରୋକ ଠୋକ ଭାବରେ  ମନା କରିଦେଇଥିଲେ  ସେତେବେଳେ ତାଙ୍କ ମୋଣ ରେ ସୌମ୍ୟ ଙ୍କ ପ୍ରତି ଆସିଥିଲା ରାଗ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *