ଏବେ ବିନା ଇଣ୍ଟରନେଟ ରେ Phone Pe, G Pay ପେମେଣ୍ଟ । ଜାଣନ୍ତୁ କେମିତି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଦିନ କୁ ଦିନ ସହଜ ହେବାକୁ ଲାଗୁଛି UPI ପେମେଣ୍ଟ ର କାରବାର । ଆସନ୍ତୁ ଜାଣିବା ଏହା କିପରି  କରାଯାଇ ପାରିବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜି ର ଏହି ଆଧୁନିକ ଦୁନିଆରେ ସବୁ  କିଛି ସମୟ ଜିନିଷ ଆଧୁନିକ ହେଇଗଲାଣି  । ମଣିଷ ଆଉ କିଛି ଜିନିଷ ତ ନିଜ ହାତ ରେ କରିବାକୁ ଚନୁନାହି । ସେହିପରି ପେମେନ୍ତ୍ କରିବା ପାଇଁ ଲୋକେ ଆଉ ସେହି ଲୋକ ପାଖକୁ ନ ଯାଇ ଅନଲାଇନ  ମାଧ୍ୟମ ରେ   ଯେମିତି କିି ଫୋନ୍ ପେ , ଗୁଗୋଲ ପେ , ପଟ୍ଟିଆମ୍ ଆଉ UPI ମାଧ୍ୟମରେ ପେମେଣ୍ଟ ଦେବାର ମାଧ୍ୟମ  ମଧ୍ୟ ବହୁତ ବୃଦ୍ଧି ପାଇଛି । ବେଳେବେଳେ ଆମେ ଇଣ୍ଟରନେଟ   ସ୍ଲୋ କିମ୍ବା ଅନ୍ୟ କୌଣସି ସଂଯୋଗର ଅଭାବ ହେତୁ UPI ଦେୟ କରାଯାଇପାରେ ନାହିଁ । ଯାହା ପାଈ ବେଳେବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ  ଏବେ ଆପଣ ମାନକ ପାଈ ଆସିଲା ଖୁସି ଖବର । ଏବେ ବିନା ଇଣ୍ଟରନେଟରେ ଆପଣ UPI ପେମେଣ୍ଟ କରିପାରିବେ । 

 

ଏବେ  ଅଫଲାଇନ୍ ପେମେଣ୍ଟ କରିବା ପାଇଁ ଏକ USSD କୋଡ୍ ର ବ୍ୟବହାର କରିବାକୁ ପଢୁଛି । ଏହାକୁ ଆପଣ ଅତି ସହଜରେ ଫୋନ୍ ଡାଏଲରରୁ ଆକସେସ୍ କରିପାରିବେ । ଏହି ସେବା ସମସ୍ତ ସ୍ମାଟ୍ ମୋବାଇଲ୍ ବ୍ୟବହାରକାରୀ ଙ୍କ ପାଇଁ ଉପଲବ୍ଧ ଅଟେ। ଏହି ସେବା ପାଇଁ ଆପଣଙ୍କ ମୋବାଇଲରେ ନେଟ୍ ସଂଯାଗ  ରହିବା ନିୟାନ୍ତ ଆବଶ୍ୟକ ନୁହେଁ । ଆମେ ମାନେ ଏବେ ଯେଉଁ USSD ବିଷୟରେ କହୁଛୁ ତାହା ହେଉଛି * 99 #।  ଯଦି ଆପଣ ନେଟ୍ ସଂଯୋଗ ବିନା UPI ପେମେଣ୍ଟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଫୋନକୁ ଯାଇ * 99 # ଡାଏଲ କରିବାକୁ ପଡିବ । ଏହା ପରେ ଆପଣଙ୍କ ସାମ୍ନାରେ ଏକ ମେନୁ ଆସିବ । ଏହାପରେ ଆପଣ ଟଙ୍କା ପଠାଇବା ପାଈ ଏକ ଅପସନ୍ ଆସିବ  ସେଣ୍ଡ୍ ମନିର ଅପସନ୍ ୧ ନମ୍ବରରେ ରହିଥାଏ । ଏଥି ପାଇଁ ଆପଣଙ୍କୁ ୧ ଟାଇପ୍ କରି USSD ରେ ଉତ୍ତର ଦେବାକୁ ପଡିବ ।  ଆପଣଙ୍କୁ ୧ ଲେଖିବାକୁ ଏବଂ ସେଣ୍ଡ୍ ମନି ଉପରେ କ୍ଲିକ୍ କରିବାକୁ ପଡିବ ।

 

ଏହାପରେ ପୁଣିଥରେ ଆପଣଙ୍କ ର ସାମ୍ନା ରେ ଅନେକ ଅପସନ୍ ଆସିପାରେ  ।  ମୋବାଇଲ୍ ନମ୍ବର,  ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା , ୟୁପିଆଇ ପାଇଁ ଏକ ଅପସନ୍ ର ମଧ୍ୟ ସୁବିଧା ରହିବ । ଯେଉଁ ଅପସନ୍ ରୁ ଆପଣ ଟଙ୍କା ପ୍ୟେମେନ୍ତ୍ କରିବାକୁ ଚାହୁଁଛନ୍ତି  ସେହି ଅପସନ୍ ଟି କୁ ସେଲେକ୍ଟ କରିବେ । ଏହାର ପରବର୍ତ୍ତୀ ସମୟ ରେ ଆପଣ ନିଜେ ବାଛି ଥିବା ଅପସନ୍ ଅନୁଯାୟୀ ପେମେଣ୍ଟ କରୁଥିବା କହିଛନ୍ତି ଏଠାରେ ଲୋକ ଙ୍କ ବ୍ୟାଙ୍କ ଆକାଉଣ୍ଟକୁ UPI ID କିମ୍ବା ମୋବାଇଲ୍ ନମ୍ବର ଦେଇପାରିବେ । ଏହା ପରେ ଆପଣଙ୍କୁ ପେମେଣ୍ଟ ବିଷୟରେ ଲେଖିବାକୁ  ପଡିବ । ଟଙ୍କା ପଠାଇବା ପାଈ ହେଉ କି ଆଣିବା ପାଈ ହେଉ ଆପଣ କୁ  ସଂପୂର୍ଣ୍ଣ କରିବାକୁ ଆପଣ କେଉଁ UPI PIN ଦେବା କୁ ପଡିବ । ଏହି UPI ପିନ ଦେବା ଦ୍ୱାରା ବିନା ଇଣ୍ଟରନେଟ ର ସଂଯାଗ୍ ରେ ଟଙ୍କା ଦେବା ଆଉ ନେବା ର ଅଧ୍ୟତି ସମାପ୍ତ ହେବା । ଏହି ପରି ଭାବରେ ଅତି ସହଜରେ ଆପଣ ବିନା ଇଣ୍ଟରନେଟ ସେବା ଦ୍ବାରା UPI ପେମେଣ୍ଟ କରିପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *