ଶନିଦେବ ଙ୍କ ଶୁଭ ସଂଯୋଗ କରିଦେବ ୪ ଗୋଟି ରାଶିକୁ କୋଟିପତି । ଦାରିଦ୍ର୍ୟତା ଦୂର କରିଦେବେ ଶନିଦେବ । ତେବେ ଚାଲନ୍ତୁ ଜାଣିବା କଣ କଣ ରହିଛି ସେ ସବୁ ରାଶି । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଶନିଦେବ ଙ୍କ ଶୁଭ ସଂଯୋଗ କରିଦେବ ୪ ଗୋଟି ରାଶିକୁ କୋଟିପତି । ଦାରିଦ୍ର୍ୟତା ଦୂର କରିଦେବେ ଶନିଦେବ । ତେବେ ଚାଲନ୍ତୁ ଜାଣିବା କଣ କଣ ରହିଛି ସେ ସବୁ ରାଶି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଦେବତା ମାନଙ୍କ ମଧ୍ୟରେ ଶନିଦେବ ସବୁଠୁ କ୍ରୋଧିତ ଦେବତା ଅଟନ୍ତି । ସେଥିପାଇଁ ତ ଯେତେବଳେ ସୂର୍ୟପୁତ୍ର ଶନିଦେବଙ୍କର ନାମ ଆସିଥାଏ ସେତେବେଳେ ସମସ୍ତଙ୍କ ମନରେ ଗୋଟେ ଡର ଆସିଯାଏ । ତାହାକୁ ଶନି ଯଶା କୁହାଯାଏ । ଶନିଦେବଙ୍କ ବାର ହେଉଛି ଶନିବାର । ଏହିଦିନ ଲୋକମାନେ ତାଙ୍କର ପୂଜା ଅର୍ଚନା କରନ୍ତି । ଯାହାକୁ ଶନିଶ୍ଚର ପୂଜା କୁହାଯାଏ । ଶନି ଦେବ ହେଉଛନ୍ତି ନ୍ୟାୟର ପ୍ରତୀକ । ଯାହା ଫଳରେ ସମସ୍ତେ ଚେଷ୍ଟା କରିଥାନ୍ତିକି କିପରି  ଶନିଦେବ ତାଙ୍କ ଉପରେ ପ୍ରସନ୍ନ ରହିଥାନ୍ତୁ ଆଉ କିଛି ଅନିଷ୍ଠ ନ ହେଉ । ସେହିପରି ବନ୍ଧୁଗଣ ଆଜିର ଦିନରେ ବନୁଛି ଶନିଙ୍କ ଶୁଭ ସଂଯୋଗ । ଯାହା ଫଳରେ କିଛି ରାଶିର ଲୋକ ମାନଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଲାଗି ରହିବ । ଯାହା ଫଳରେ ଏମାନଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇ ଧନର ବର୍ଷା ହେବ । ଏମାନଙ୍କର ଭାଗ୍ୟ ସମ୍ପୂର୍ଣ ରୂପେ ଚମକିବାକୁ ଲାଗିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ରାଶି ମାନଙ୍କର ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗୋଚର କାରଣ ପାଇଁ ବ୍ୟକ୍ତିଙ୍କ ଉପରେ ଗ୍ରହ ମାନଙ୍କର ବିଶେଷ ପ୍ରଭାବ ପଡିଥାଏ । ତେବେ ନିମ୍ନଲିଖିତ ୪ ଗୋଟି ରାଶିର ଦାରିଦ୍ର୍ୟତା ଦୂର କରିବେ ଶନିଦେବ । 

 

୧: ମକର ରାଶି – ମକର ରାଶିର ବ୍ୟକ୍ତବିଶେଷଙ୍କୁ ମା ଲକ୍ଷ୍ମଙ୍କ ଆଶୀର୍ବାଦ ବିଶେଷ ଭାବରେ ପ୍ରାପ୍ତ ହେବ । ଏହା ସହିତ ଯୋଜନା ଅନୁଯାୟୀ ମଧ୍ୟ ବହୁତ ମାତ୍ରାରେ ଫଳପ୍ରାପ୍ତି ହେବ । ବ୍ୟବସାୟ ରେ ଲାଭ ମିଳିବ ।  ଆମଦାନୀ ମଧ୍ୟ ଏହି ସମୟରେ ଦ୍ଵିଗୁଣ ହୋଇଯିବ । ପ୍ରେମ ସମ୍ବନ୍ଧ ପାଇଁ ମଧ୍ୟ ଏହି ସମୟଟି ଭଲ ରହିବ । ଅଚାନକ ଗୁପ୍ତ ଧନ ପ୍ରାପ୍ତ ହେବାର ସମ୍ଭାବନା ରହିଛି । ସରକାରୀ ଚାକିରୀ କ୍ଷେତ୍ରରେ ଉପଲବ୍ଧି ମିଳିବ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ । 

 

୨: ସିଂହ ରାଶି – ଏହି ରାଶିର ବ୍ୟକ୍ତବିଶେଷଙ୍କ ଉପରେ ଶନିଦେବଙ୍କ ମଧ୍ୟ ହାତ ରହିବ । ବ୍ୟବସାୟରେ ବିଶେଷ ଲାଭ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ନିଜ ଲକ୍ଷ ପୂରଣରେ ବନ୍ଧୁ ସହଯୋଗ ତଥା ଗୁରୁଜନ ଆଶିର୍ବାଦ ପ୍ରାପ୍ତ ହେବ । ଏହି ସମୟରେ ଯାହା ଚାହିଁବ ସେସବୁ ମଧ୍ୟ ପ୍ରାପ୍ତ ହେବ । ଭାଗ୍ୟର ପୂର୍ଣ୍ଣ ସହଯୋଗ ରହିବ ପ୍ରେମ ତଥା ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ ।

 

୩: ଧନୁ ରାଶି – ଏହି ରାଶିର ଲୋକମାନେ ଶନିଙ୍କ ଦୃଷ୍ଟି ଯୋଗୁଁ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟରେ ମଧ୍ୟ ଚାରି ଗୁଣା ଲାଭ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ପଢ଼ାରେ ଧ୍ୟାନ ଦେବେ । ଯାହା ଚାହିଁବେ ସେସବୁ ଆପଣଙ୍କୁ ପ୍ରାପ୍ତି ହେବ । ଯୋଜନା ଅନୁଯାୟୀ ସେସବୁର ଫଳ ମିଳିବ । ପାରିବାରିକ ଜୀବନରେ ମଧ୍ୟ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ମନରେ ସକାରାତ୍ମକ ଚିନ୍ତାଧାରା ଉତ୍ପନ ହେବ । 

 

୪: ମିଥୁନ ରାଶି – ଏହି ରାଶିର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶନିଙ୍କ ବିଶେଷ କୃପା ପ୍ରାପ୍ତି ହେବାକୁ ଯାଉଛି । ସେଥିପାଇଁ ପୂର୍ବରୁ ଲାଗି ରହିଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ଏହା ସହିତ ଆର୍ଥିକ କ୍ଷେତ୍ରରେ ଭି ଲାଭବାନ ହେବେ । ସନ୍ତାନ ସୁଖ ମଧ୍ୟ ମିଳିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *