ଶୁଣ ଭାଇରଲ କଲ ରେକର୍ଡ । ଭାଇରଲ ହେଲା ଭିଡ଼ିଓ…

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ଦେହାନ୍ତ ମାମଲାରେ ସାମ୍ନାକୁ ଆସିଲା ଏକ ନୂଆ ଘଟଣା, ଡିଏଫଓ ମାନିଲେ ସତ। ଦେଖନ୍ତୁ କେଉଁ ସତକୁ ମାନିଲେ ଡିଏଫଓ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ଦେହାନ୍ତ ମାମଲାରେ ସାମ୍ନାକୁ ଆସିଲା ଏକ ନୂଆ ଘଟଣା, ଡିଏଫଓ ମାନିଲେ ସତ। ଦେଖନ୍ତୁ କେଉଁ ସତକୁ ମାନିଲେ ଡିଏଫଓ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୋସିଆଲ ସାଇଟରେ  ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ, ଏବେ ମଧ୍ୟ ଆମ ଓଡ଼ିଶାର ଏକ ହତ୍ୟା ଘଟଣା ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି, ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କର ମରିବା ଘଟଣା।ତେବେ ସୌମ୍ୟରଂଜନ ନୂଆ କରୀ ବିବାହ କରିଥିଲେ, ଏବଂ ସେମାନଙ୍କର ପ୍ରେମ ବିବାହ ହୋଇଥିଲା, ବିବାହର କିଛି ଦିନ ପରେ ହିଁ ସୌମ୍ୟ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ସୌମ୍ୟଙ୍କ ଏହି ମୃତ୍ୟୁ କୁ ଏକ ଦୁର୍ଘଟଣାର ରୂପ ଦିଆଯାଉଥିଲେ ବି ତାଙ୍କ ପରିବାର ଦାବି କରିଛନ୍ତି କି ଏହା ଏକ ତିଆରି ହୋଇଥିବା ପ୍ଲାନ୍ ଯାହା ଦ୍ୱାରା କି ଆମ ପୁଅ କୁ ହତ୍ୟା କରାଯାଇଛି, ସେମାନେ ସିଧାସଳଖ ଭାବେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଙ୍କୁ ଦୋଷ ଦେଉଛନ୍ତି, ଆଉ ସିଏ ମଧ୍ୟ ଏବେ ପୋଲିସର ସନ୍ଦେହ ଘରକୁ ଆସିଲେଣି। ତେବେ ସେହି ଖବର ଉପରେ ଏବେ ଏକ ଭିଡିଓ ପୁଣି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି, ତେବେ ଦେଖିବା ଆସନ୍ତୁ ଏହି ଖବର ସମ୍ପର୍କରେ। ତେବେ 

 

ଏହି କିଛି ଦିନ ହେବ ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କ ମୃତ୍ୟୁ ଘଟଣା ପୁରା ଓଡିଶା ସାରା ଏକ ବଡ ଖବର ହୋଇଯାଇଛି। କାହିଁକି ନା ସୌମ୍ୟ ଏବଂ ବିଦ୍ୟାଭାରତୀ ଙ୍କର ନୂତନ କରି ବିବାହ ହୋଇଥିଲା, ଏବଂ ବିବାହର କିଛି ଦିନ ପରେ ହିଁ ନିଆଁରେ ପୋଡି ହୋଇ ସୌମ୍ୟ ଙ୍କର ଦେହାନ୍ତ ହୋଇଯାଇଥିଲା, ଏହି ନିଆଁରେ ସୌମ୍ୟଙ୍କର ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିଲା ଯାହାପରେ କି ତାଙ୍କର ଦେହାନ୍ତ ହୋଇଯାଇଥିଲା। ଏହି ମରିବା ଘଟଣା କୁ ଅନେକ କଥା ସାମ୍ନା କୁ ଆସିଲା, ଅନେକ ଲୋକ ମାନେ ମଧ୍ୟ ସନ୍ଦେହ ଘେରକୁ ଆସିଲେ, ସନ୍ଦେହ ଘେରର ପ୍ରଥମେ ଥିଲେ ତାଙ୍କର ନୂତନ ବିବାହିତା ସ୍ତ୍ରୀ ବିଦ୍ୟାଭାରତୀ। ସୌମ୍ୟ ଙ୍କ ପରିବାରଙ୍କର କହିବା କଥା କି ବିଦ୍ୟାଭାରତୀ ହିଁ ଯୋଜନାବଦ୍ଧ ଭାବେ ସୌମ୍ୟ ଙ୍କୁ ମାରିଛନ୍ତି, ଏବଂ ପରେ ଏହାକୁ ଏକ ଦୁର୍ଘଟଣାର ରୂପ ଦେଉଛନ୍ତି। ଏହାସହ ବିଦ୍ୟାଭାରତୀଙ୍କର ଅନ୍ୟ କେଉଁ ପର ପୁରୁଷଙ୍କ ସହ ସମ୍ପର୍କ ଥିବା କଥା ମଧ୍ୟ ସେମାନେ ପୋଲିସ ପାଖରେ ଅଭିଯୋଗ କରିଛନ୍ତି। 

 

ତେବେ ସୋସିଆଲ୍ ମିଡିଆରେ ଏବେ ଏକ କଲ୍ ରେକର୍ଡ ଭାଇରାଲ୍ ହେଉଛି ସୌମ୍ୟଙ୍କ ମୃତ୍ୟୁକୁ ନେଇ, ଏହି କଲ ରେକର୍ଡ ଟି ହେଉଛି କ୍ରାଇମବ୍ରାଞ୍ଚ ଅଧିକାରୀ ଜ୍ଞାନ ମିଶ୍ର ଙ୍କର। ଏହି କଲ ରେ DFO ସୌମ୍ୟଙ୍କ ଜମାନବନ୍ଦୀ ଥିବାର ଜ୍ଞାନ ମିଶ୍ର କହିଛନ୍ତି । ଅନ୍ୟ ଜଣେ କଲ ରେ ଥିବା ବ୍ୟକ୍ତି ପଚାରି ଥିଲେ   ଯେ DFO ମାନିଲେ ଜମାନ ବନ୍ଦୀ ବେଳେ DFO ଥିଲେ ଜ୍ଞାନ ମିଶ୍ର ଜବାବ ରେ କହିଥିଲେ କି ହଁ DFO ମାନିଲେ ସେ ଥିଲେ ବୋଲି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *