DFO ଙ୍କ ENJOY ଭିଡ଼ିଓ ହେଇଗଲା ଭାଇରଲ । ଦେଖ ଏହି ଭାଇରଲ ଭିଡ଼ିଓ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆସନ୍ତୁ ଆଜି ଦେଖିବା DFO ENJOY କରୁଥିବା ଭାଇରଲ ଭିଡ଼ିଓ । ଏହି ଖବର ଟିକୁ ଆରମ୍ଭ ରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ।

ସୌମ୍ୟଙ୍କ ଯିବାର ଏତେ ଦିନ ପରେ ବି ଆଜି ପର୍ଯନ୍ତ କିଏ ପ୍ରକୁତ ଦୋଷୀ ଧରା ହୋଇନି । ଏହା ଏକ ଷଡ଼ଯନ୍ତ୍ର ବୋଲି ସୌମ୍ୟଙ୍କ ପରିବାର କହୁଛନ୍ତି । ଘଟଣା ସେହିଭଳି କେନ୍ଦ୍ରିତ ହେଉଥିବା ବେଳେ ବିଦ୍ୟା ଓ DFO ଙ୍କ ସମ୍ପର୍କ ଥିବାର ଆଗରୁ ମଧ୍ୟ ପ୍ରମାଣ ମିଳି ସାରିଛି ।

ଗତ କାଲି ଯେତେବେଳେ DFO ଙ୍କୁ ବାଇଟ ମାଗିଥିଲେ ଅର୍ଗସ ଖବର ପ୍ରତିନିଧି DFO ସିଧା ସିଧା କହିଥିଲେ ମୁ ଏବେ ସରକାରୀ କାମରେ ବେସ୍ତ ଅଛି ଦୟାକରି ମୋ କାମ କରିବାକୁ ଦିଅ । ମୁ ଏବେ କୌଣସି ସାକ୍ଷାତ କାର ଦେବାକୁ ଚାହେଁନାହିଁ ଦୟାକରି ଆପଣ ଯାଆନ୍ତୁ ମତେ ମୋ କାମ କରିବାକୁ ଦିଅନ୍ତୁ । କିନ୍ତୁ ଆଜି ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ DFO ନିଜ ପରିବାର ସହିତ ୩ ତାରିଖ ଦିନ ପିକନିକ ଉପଭୋଗ କରୁଥିବାର । ବେକରେ ରେ DSLR ପକେଇ ଫଟୋ ଉଠାଇ ବାର । ଦେଖ ଏହି DFO ENJOY କରୁଥିବା ଭିଡ଼ିଓ ।

ଯଦି ଆପଣଙ୍କୁ ଏହି ଖବର ଟି ଭଲ ଲାଗିଛି ତାହେଲେ ତଳେ ଗୋଟିଏ LIKE କରନ୍ତୁ । ଆପଣଙ୍କ ଦିନଟି ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *