ଆସୁଛି ଭୟଙ୍କର ଝାଡ଼ାବାତ୍ୟା । ଏହି ଜିଲ୍ଲା କୁ ରେଡ ଆଲର୍ଟ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଭୟଙ୍କର ଝାଡ଼ାବାତ୍ୟା ବିଷୟରେ ଆପଣ ମାନେ ଏହି ଖବର ଟି କୁ ମୂଳରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ।

ଅଗଷ୍ଟ ମାସରେ ଖୁବ କମ ବର୍ଷା ହୋଇଥିଲା । ଓଡିଶା ରେ ଖୁବ କମ ବର୍ଷା ହୋଇଥିଲା ବହୁତ କମ ବର୍ଷା ଯୋଗୁଁ ଚାଷୀ ମାନେ ନିରାଶ ହୋଇଥିଲେ ଫଳରେ ରାଜ୍ୟ ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହା ଫଳରେ ରାଜ୍ୟ ରେ ହାହାକାର ପଡିଯାଇଥିଲା ଚାଷୀ ମାନଙ୍କର । ଏବେ ଚାଷୀ ମାନଙ୍କ ପାଇଁ ଆସିଛି ଖୁସି ଖବର ।

ବଙ୍ଗୋପ ସାଗର ରେ ଭୟଙ୍କର ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ କଲିକତା ଉପରେ ପଡିବ । ଓଡିଶା ରେ ମଧ୍ୟ ଏହାର ପ୍ରଭାବ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଓ ପବନ ହେବ ବୋଲି ଭାରତୀୟ ପାଣି ପାଗ ସୂଚନା ଦେଇଛି । ଏହାର ପ୍ରଭାବ ବିଶେଷ କରି କେନ୍ଦ୍ରାପଡା, ଜଗସିଂପୁର, ପୁରୀ,ଖୋର୍ଦ୍ଧା, ଯାଜପୁର ରେ ଅଧିକ ପଡିବ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *