ଜରିହେଲା ଆଲର୍ଟ ଏହି ସବୁ ଜିଲ୍ଲା କୁ । ଭୟଙ୍କର ଝଡ ବାତ୍ୟା….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆଗାମୀ ୪୮ ଘଣ୍ଟାରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା,ପାଣିପାଗ ବିଭାଗ ପକ୍ଷରୁ ସୂଚନା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୃଷ୍ଟି ନିୟମ ଅନୁସାରେ ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଯାଇଥାଏ । ବନ୍ୟା,ବାତ୍ୟା,ଝଡ଼,ଭୂମିକମ୍ପ ଏସବୁ କୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଏ । ଏସବୁ କୁ ପ୍ରକୃତିର କରାଳ ରୂପ ବୋଲି ମାନଜାଇଥାଏ । ପୃଥିବୀ ପୃଷ୍ଠରେ ଯେତେବେଳେ ଅଧର୍ମ ଅତ୍ୟାଚାର ବଢିଯାଏ ସେତେବେଳେ ଭଗବାନ ଏମିତି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିଥାନ୍ତି । ଭାରତରେ ସମସ୍ତ ରାଜ୍ୟ ମଧ୍ୟରୁ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ର ନିବାସ ସ୍ଥଳୀ ସଦୃଶ ମନେ ହୁଏ । ପ୍ରତିବର୍ଷ ମେ ମାସ ଆରମ୍ଭରୁ ଏହି ସବୁ ଦେଖିବାକୁ ମିଳିଥାଏ । ତେବେ ଓଡ଼ିଶା ଏକ ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଓଡ଼ିଶାବାସୀ ଏସବୁ ଘଟଣାରେ ଶିକାର ହୋଇଥାନ୍ତି । ଏହା ବ୍ୟତୀତ ପ୍ରତିବର୍ଷ ଅକ୍ଟବର ନଭେମ୍ବର ମାସ ଆସିଲେ ଓଡ଼ିଶା ବାସୀ ଙ୍କ ମନରେ ବାତ୍ୟାର ଏକ ଭୟ ସୃଷ୍ଟି ହୋଇଥାଏ । ତେବେ ଚଳିତ ବର୍ଷ କାଳ ବୈଶାଖୀ ସହ କିଛି ବାତ୍ୟାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇସାରିଲାଣି । ବର୍ତ୍ତମାନ ଆଉ ଏକ ଲଘୁଚାପ ହେବାକୁ ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ତେବେ ଉତ୍ତର ପୂର୍ବ ବଙ୍ଗୋପସାଗର ରେ ଏକ ସାମୁଦ୍ରିକ ଝଡ଼ ଦାନ ବାନ୍ଧୁଛି । ଏହା ଦ୍ଵାରା ଭାରତର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଏକ ଲଘୁଚାପ ର ରୂପ ଧାରଣ କରିବ ।  ଆସନ୍ତା ୬ ୭ ତାରିଖରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

 

ପ୍ରକୃତି ଦାଉ ସାଧିଲା ଭଳି ପୃଥିବୀ ପୃଷ୍ଠରେ ଏପରି ଝଡ଼ ବାତ୍ୟା ଦେଖାଯାଇଥାଏ । କାଳର ଏ କରାଳ ଗତିରେ ଗ୍ରାମାଞ୍ଚଳ ଲୋକ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାଆନ୍ତି । ତେବେ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବଶତଃ ହେବାକୁ ଥିବା ଏହି ଲଘୁଚାପ ରୂପ ଭୟଙ୍କର ଅଟେ । ଯାହାର ଅତ୍ୟଧିକ ପ୍ରଭାବ ଓଡ଼ିଶା ପ୍ରତି ରହିଛି । ଓଡ଼ିଶାର ସମସ୍ତ ରାଜ୍ୟ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ଘଡଘଡି ବଜ୍ରପାତ ହେବାର ସମ୍ଭାବନା ରହିଛି । ସାରା ରାଜ୍ୟରେ ବର୍ଷାର ବିସ୍ତୃତି ପରିମାଣ ଅଧିକ ରହିବ । ଅନ୍ୟପଟେ ରବିବାର ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମଗ୍ର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ହେବା କଥା ଜଣାପଡିଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୬ ତାରିଖରେ ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଜାରି ରହିବ । ଅନ୍ୟପକ୍ଷେ ରାଜ୍ୟର ମୌସୁମୀ ସ୍ଥିତିକୁ ପରଖିଲେ ଏବେ ବି ରାଜ୍ୟରେ ୩୦% ବର୍ଷାର ଅଭାବ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୭୭.୨ ମିମି ବର୍ଷା ହୋଇଛି । ଏବେବି ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରିରହିଛି । ଏହାପରେ ଆଉ ୫ ଦିନ ବ୍ୟବଧାନରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦ୍ଦ୍ଵାର ରାଜ୍ୟରେ ଭଳବର୍ଷା ର ସମ୍ଭାବନା ରହିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *