ଓଡିଶା ବସି ଙ୍କୁ ଏମିତି କହିଲେ ଅଭିଷେଖ ଙ୍କ ସ୍ତ୍ରୀ….କହିଛନ୍ତି….

ଆପଣମାନଙ୍କୁ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଅଭିଷେଖ ଙ୍କ ସ୍ତ୍ରୀ କଣ କହିଛନ୍ତି ଓଡିଶା ବାସୀ ଙ୍କୁ ଖବର ଟି କୁ ଆରମ୍ଭରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ସମ୍ପୂର୍ଣ ତଥ୍ୟ ।

ଅଭସେଖ ଙ୍କ ପାଇଁ ସାରା ଓଡିଶା ଆଜି ଦୁଃଖିତ ସେ ଜୀବନ ଯୁଧ୍ୟ ହାରିଯାଇ ସାରା ଓଡିଶା କୁ ଦୁଃଖର ପାହାଡ଼ ରେ ହଜେଇ ଦେଇଛନ୍ତି । ତାଙ୍କ ପାଇଁ ସାରା ଓଡିଶା ଆଜି କାନ୍ଦୁଛି ନିରବ ପାର୍ଥନା କରୁଛି । ଆସନ୍ତୁ ଜାଣିବା ଅଭିଷେଖ ଙ୍କ ସ୍ତ୍ରୀ କଣ କହିଲେ ଓଡିଶା ବାସୀ ଙ୍କୁ ଆଗକୁ ପଢନ୍ତୁ ।

ଅଭିଷେକ ମେଡିକାଲ ରେ ଥିବା ବେଳେ ତାଙ୍କ ସ୍ତ୍ରୀ ଆକୁଳ ନିବେଦେନ କରିଥିଲା ସ୍ୱାମୀ ଙ୍କ ଚିକତ୍ସା ପାଇଁ ଟଙ୍କା ଦରକାର ପ୍ରଚୁର ପରିମାଣ ଏହି ନିବେଦେନ ଶୁଣିଲା ପରେ ଓଡିଶା ର ଅଗଣିତ ଲୋକ ଅଭି ଙ୍କୁ ସାହାଯ୍ୟ କରିଥିଲେ ଯାହା ପାଇଁ ଅଭିଷେଖ ୟାର ଲିଫ୍ଟ ହେଇ କଲିକତା ରେ ଇକମୋ ଚିକିତ୍ସା ହେଉଥିଲେ ହେଲେ ପହରଦିନ ରାତିରେ ସେ ଏ ଦୁନିଆ ଛାଡି ଚାଲିଯାଇଛନ୍ତି । ଅଭିଷେଖ ଙ୍କ ସ୍ତ୍ରୀ ସାରା ଓଡିଶା ଲୋକଙ୍କୁ କହିଛନ୍ତି ଆମକୁ ଏତେ ପରିମାଣରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ । ଦୁଃଖ ରେ ସେ ଏବେ ଭାଙ୍ଗିପଡିଛନ୍ତି ।

ଯଦି ଆମର ଏହି ଖବର ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରିବାକୁ ଅନୁରୋଧ । ଜଗନ୍ନାଥ ଆପଣଙ୍କୁ ସବୁ ବେଳେ ଖୁସିରେ ରଖନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *