ଆପଣମାନଙ୍କୁ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଅଭିଷେଖ ଙ୍କ ସ୍ତ୍ରୀ କଣ କହିଛନ୍ତି ଓଡିଶା ବାସୀ ଙ୍କୁ ଖବର ଟି କୁ ଆରମ୍ଭରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ସମ୍ପୂର୍ଣ ତଥ୍ୟ ।
ଅଭସେଖ ଙ୍କ ପାଇଁ ସାରା ଓଡିଶା ଆଜି ଦୁଃଖିତ ସେ ଜୀବନ ଯୁଧ୍ୟ ହାରିଯାଇ ସାରା ଓଡିଶା କୁ ଦୁଃଖର ପାହାଡ଼ ରେ ହଜେଇ ଦେଇଛନ୍ତି । ତାଙ୍କ ପାଇଁ ସାରା ଓଡିଶା ଆଜି କାନ୍ଦୁଛି ନିରବ ପାର୍ଥନା କରୁଛି । ଆସନ୍ତୁ ଜାଣିବା ଅଭିଷେଖ ଙ୍କ ସ୍ତ୍ରୀ କଣ କହିଲେ ଓଡିଶା ବାସୀ ଙ୍କୁ ଆଗକୁ ପଢନ୍ତୁ ।
ଅଭିଷେକ ମେଡିକାଲ ରେ ଥିବା ବେଳେ ତାଙ୍କ ସ୍ତ୍ରୀ ଆକୁଳ ନିବେଦେନ କରିଥିଲା ସ୍ୱାମୀ ଙ୍କ ଚିକତ୍ସା ପାଇଁ ଟଙ୍କା ଦରକାର ପ୍ରଚୁର ପରିମାଣ ଏହି ନିବେଦେନ ଶୁଣିଲା ପରେ ଓଡିଶା ର ଅଗଣିତ ଲୋକ ଅଭି ଙ୍କୁ ସାହାଯ୍ୟ କରିଥିଲେ ଯାହା ପାଇଁ ଅଭିଷେଖ ୟାର ଲିଫ୍ଟ ହେଇ କଲିକତା ରେ ଇକମୋ ଚିକିତ୍ସା ହେଉଥିଲେ ହେଲେ ପହରଦିନ ରାତିରେ ସେ ଏ ଦୁନିଆ ଛାଡି ଚାଲିଯାଇଛନ୍ତି । ଅଭିଷେଖ ଙ୍କ ସ୍ତ୍ରୀ ସାରା ଓଡିଶା ଲୋକଙ୍କୁ କହିଛନ୍ତି ଆମକୁ ଏତେ ପରିମାଣରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ । ଦୁଃଖ ରେ ସେ ଏବେ ଭାଙ୍ଗିପଡିଛନ୍ତି ।
ଯଦି ଆମର ଏହି ଖବର ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରିବାକୁ ଅନୁରୋଧ । ଜଗନ୍ନାଥ ଆପଣଙ୍କୁ ସବୁ ବେଳେ ଖୁସିରେ ରଖନ୍ତୁ । ଜୟ ଜଗନ୍ନାଥ ।