ସରିଗଲା ଆଜି DFO ଙ୍କ ଖେଳ । ଜେଲ ଯିବାକୁ ରେଡି ହେଲେ DFO !

କଣ କହିଲେ ଡି.ଏଫ୍.ଓ  ଙ୍କ ଅଫିସ ଜଗୁଆଳି ଗଙ୍ଗା ବିଦ୍ୟାଭାରତି ଓ ଡି.ଏଫ୍.ଓ ଙ୍କ ମଧ୍ୟରେ ଥିବା ଚୋରା ପ୍ରୀତି ବିଷୟରେ ଆସନ୍ତୁ ଜାଣିବା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କଣ କହିଲେ ଡି.ଏଫ୍.ଓ  ଙ୍କ ଅଫିସ ଜଗୁଆଳି ଗଙ୍ଗା ବିଦ୍ୟାଭାରତି ଓ ଡି.ଏଫ୍.ଓ ଙ୍କ ମଧ୍ୟରେ ଥିବା ଚୋରା ପ୍ରୀତି ବିଷୟରେ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୌମ୍ୟ ଙ୍କ ମରଣ ପରେ ପରେ ତଦନ୍ତ ଖୁବ୍ ଜୋର୍ ଧରିଥିଲା । ତାଙ୍କ ମରଣ ସମୟରେ ତାଙ୍କ ଶରୀର ର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା । ଡି.ଏଫ୍.ଓ ଙ୍କ ବିଷୟରେ ମୁହଁ ଖୋଲିଲେ ତାଙ୍କ ଜଗୁଆଳି ଗଙ୍ଗା ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀ । ଯାହାଙ୍କୁ ଡି.ଏଫ୍.ଓ ଅଫିସ ରୁ ବାହାର କରିଦେଇଛନ୍ତି ବହୁତ୍ ଦିନ ହେବ । ସେହି କାର୍ଯ୍ୟ କରୁଥିବା ଅଫିସର ଙ୍କ ସହିତ ଡି.ଏଫ୍.ଓ ଆହୁରି ମଧ୍ୟ ୫ଜଣଙ୍କୁ ବାହାର କରି ଦେଇଛନ୍ତି ଅଫିସ ରୁ । ତା ପରେ ସେହି ଅଫିସର୍ ଜଣଙ୍କ ଅଟୋ ଚଳାଇଥିଲେ ବୋଲି ଆଜି ମୁହଁ ଖୋଲିଛନ୍ତି । ସେ ମଧ୍ୟ କହିଛନ୍ତି ଯଦି ଏହି କଥା ଗୁଡ଼ିକୁ ତାଙ୍କୁ ଆରକ୍ଷ ଅଧିକାରୀ ହୁଅନ୍ତୁ ଅବା କ୍ରାଇମ୍ ବ୍ରାଞ୍ଚ ଅଫିସର ଯିଏ ଭି ପଚାରନ୍ତୁ ସେ ସତ ସତ କହିଦେବେ । ବିଦ୍ୟା ଙ୍କୁ ଆରକ୍ଷ ଅଧିକାରୀ ତଦନ୍ତ କରିବା ପରେ ଭି କୌଣସି କଥା ରେ କିଛି ସୁରାଗ ପାଇ ପାରି ନାହିଁ । ଏବେ ସମସ୍ତଙ୍କ ମନ ରେ ଗୋଟିଏ ପ୍ରଶ୍ନ ଆରକ୍ଷ ଅଧିକାରୀ ଏତେ ଜେରା କରି ସାରିବା ପରେ ଭି କଣ ପାଇଁ କିଛି ସୁରାକ ପାଇ ପାରୁ ନାହିଁ । 

 

 ସେ କହିବା କଥା ହେଉଚି କି ଡି.ଏଫ୍.ଓ  ଯେ କହୁଥିଲେ କି ବିଦ୍ୟା ଭାରତୀ ଙ୍କୁ ଚିହ୍ନି ନାହାନ୍ତି ଏହା ସମ୍ପୂର୍ଣ ମିଥ୍ୟା କଥା ସେ କହୁଛନ୍ତି କାରଣ ସେହି ଜଗୁଆଳି ଜଣଙ୍କ କହିଛନ୍ତି କି ସେ ରାତି ରେ କରୁଥିବା ଡିଉଟି ସମୟରେ ଅଫିସ ର ପଛ ଦେଇ ଡି.ଏଫ୍.ଓ ଅଫିସର ପଛ ରେ ଥିବା ସୌମ୍ୟ ରଞ୍ଜନ ଙ୍କ ଘରକୁ ଯିବାର ଦେଖିଥିଲି । ବିଦ୍ୟା ଭାରତୀ ମଧ୍ୟ ସକାଳେ ଓ ସନ୍ଧ୍ୟା ବେଳେ ଚାଲିବା ପାଇଁ ଯିବା ସମୟରେ ଡି.ଏଫ୍.ଓ ମଧ୍ୟ ତାଙ୍କ ଛାତ ଉପରେ ଛିଡା ହୋଇ ଲକ୍ଷ କରିଥାନ୍ତି । ଆଉ ସେ କହୁଥିବା କଥା ଗୁଡ଼ିକ ସମ୍ପୂର୍ଣ ରୂପେ ମିଥ୍ୟା । dfo ଙ୍କ ବିରୋଧ ପ୍ରମାଣ ମିଳିଗଲାଣି ଏବେ ଜେଲ ଯିବା ପାଳି ।

 

ଡି.ଏଫ୍.ଓ ସୌମ୍ୟ ରଞ୍ଜନ ଙ୍କ ମରଣ ଘଟଣା ଧୀରେ ଧୀରେ ବହୁତ୍ ଗଭୀର କୁ ଯାଉଛି ଓ ବହୁତ୍  ରୋମାଞ୍ଚକ ହୋଇ ଯାଉଛି । ଏହି କଥା ଟି କୁ ଯେତିକି ଯାଞ୍ଚ କରା ଯାଉଛି ସେତିକି ସେତିକି ଗୁମର ଫିଟି ଚାଲିଛି । ସମ୍ୟ ରଞ୍ଜନ ଓ  ବିଦ୍ୟଭାରତି ଉଭୟ ପତି ଓ ପତ୍ନୀ ଥିଲେ । ଉଭୟ ମଧ୍ୟ ଘର ଲୋକ ଙ୍କ ରାଜି ରେ ବିବାହ କରିଥିଲେ । ହେଲେ ବିବାହର ବର୍ଷେ ବିତିଛି କି ନାହିଁ ସୌମ୍ୟ ରଞ୍ଜନ ମୃତ୍ୟୁ ବରଣ କରିଛନ୍ତି । ଯେମିତି ଲାଗିଛି କି ତାଙ୍କ ମରିବା ଖବର  ଟି ଖୁବ୍ ରହସ୍ୟ ମୟ । ତାଙ୍କ ମାରିବା ଘଟଣା ଟି ଦିନକୁ ଦିନ ବହୁ ଭିତରକୁ ଟାଣି ନେଉଛି ସେ ପାରଳା ଖେମୁଣ୍ଡି ବନ ବିଭାଗୀୟ ଥିଲେ ହେଲେ ପୋଲିସ ତଦନ୍ତ ଅନୁସାରେ ଯାହା ଜଣା ପଡ଼ିଛି ସମ୍ୟ ରଞ୍ଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟଭାରତି ଙ୍କ ସମ୍ପର୍କ ଭଲ ନଥିବା ଖବର ଆସିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *