ଡି.ଏଫ୍.ଓ ଙ୍କ ଓ ବିଦ୍ୟା ଭାରତୀ ଙ୍କ ସମ୍ପର୍କ ବିଷୟରେ ସବୁ କିଛି ସତ ଓ ଗାଳିଲେ ସେହିଠାରେ କାମ କରୁଥିବା ଅଫିସର୍ ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଡି.ଏଫ୍.ଓ ଙ୍କ ଓ ବିଦ୍ୟା ଭାରତୀ ଙ୍କ ସମ୍ପର୍କ ବିଷୟରେ ସବୁ କିଛି ସତ ଓଗାଳିଲେ ସେହିଠାରେ କାମ କରୁଥିବା ଅଫିସର୍ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।.

 

ଡି.ଏଫ୍.ଓ ସୌମ୍ୟ ରଞ୍ଜନ ଙ୍କ ମରିବା ଘଟଣା ଧୀରେ ଧୀରେ ବହୁତ୍ ଗଭୀର କୁ ଯାଉଛି ଓ ବହୁତ୍  ରୋମାଞ୍ଚକ ହୋଇ ଯାଉଛି । ଏହି କଥା ଟି କୁ ଯେତିକି ଯାଞ୍ଚ କରା ଯାଉଛି ସେତିକି ସେତିକି ଗୁମର ଫିଟି ଚାଲିଛି । ସମ୍ୟ ରଞ୍ଜନ ଓ  ବିଦ୍ୟାଭାରତି ଉଭୟ ପତି ଓ ପତ୍ନୀ ଥିଲେ । ଉଭୟ ମଧ୍ୟ ଘର ଲୋକ ଙ୍କ ରାଜି ରେ ବିବାହ କରିଥିଲେ । ହେଲେ ବିବାହର ବର୍ଷେ ବିତିଛି କି ନାହିଁ ସୌମ୍ୟ ରଞ୍ଜନ ମୃତ୍ୟୁ ବରଣ କରିଛନ୍ତି । ଯେମିତି ଲାଗିଛି କି ତାଙ୍କ ଦେହାନ୍ତ  ଖୁବ୍ ରହସ୍ୟ ମୟ ।

 

ତାଙ୍କ ଦେହାନ୍ତ ଘଟଣା ଟି ଦିନକୁ ଦିନ ବହୁ ଭିତରକୁ ଟାଣି ନେଉଛି ସେ ପାରଳା ଖେମୁଣ୍ଡି ବନ ବିଭାଗୀୟ ଥିଲେ ହେଲେ ଆରକ୍ଷୀ ଅଧିକାରୀ ତଦନ୍ତ ଅନୁସାରେ ଯାହା ଜଣା ପଡ଼ିଛି ସମ୍ୟ ରଞ୍ଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟଭାରତି ଙ୍କ ସମ୍ପର୍କ ଭଲ ନଥିବା ଖବର ଆସିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଆରକ୍ଷୀ ଅଧିକାରୀ ଥରେ ଓ ସି.ବି.ଆଇ ଥରେ ବିଦ୍ୟା ଭାରତୀ ଙ୍କୁ ଜେରା କରିସାରିଛି । ଏହି ସବୁ ପରେ ଭି ଆଜି କୋରାଣ୍ଡି ଓ.ଆଇ.ସି  ମମତା ରାଣୀ ପଣ୍ଡା ତାଙ୍କୁ ମାରାଥନ ଜେରା କରା ହୋଇଛି । କିନ୍ତୁ ଏବେ ଚର୍ଚ୍ଚା ର ବିଷୟ ବସ୍ତୁ ସାଜିଛି ସି.ବି.ଆଇ ଡି.ଏଫ୍.ଓ ଙ୍କୁ ମଧ୍ୟ ଜେରା ପାଇଁ ନେଇଥିଲେ ଓ ଜେରା ସରିବା ପରେ ପରେ ଯେତେବେଳେ ସେ ଫେରୁଥିଲେ ତାଙ୍କୁ ମିଡ଼ିଆ ବାଲା ମାନେ କିଛି ଏମିତି ପ୍ରଶ୍ନ କରିଥିଲେ ଯାହା ପାଇଁ ସେ ଖୁବ୍ ଜୋର୍ ରେ ରାଗି ଯାଇଥିଲେ

 

ଡି.ଏଫ୍.ଓ ଙ୍କ ବିଷୟରେ ମୁହଁ ଖୋଲିଲେ ତାଙ୍କ ଅଫିସ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀ । ଯାହାଙ୍କୁ ଡି.ଏଫ୍.ଓ ଅଫିସ ରୁ ବାହାର କରିଦେଇଛନ୍ତି ବହୁତ୍ ଦିନ ହେବ । ସେହି କାର୍ଯ୍ୟ କରୁଥିବା ଅଫିସର୍ ଙ୍କ ସହିତ ଡି.ଏଫ୍.ଓ ଆହୁରି ମଧ୍ୟ ୫ଜଣଙ୍କୁ ବାହାର କରି ଦେଇଛନ୍ତି ଅଫିସ ରୁ । ତା ପରେ ସେହି ଅଫିସର୍ ଜଣଙ୍କ ଅଟୋ ଚଳାଇଥିଲେ ବୋଲି ଆଜି ମୁହଁ ଖୋଲିଛନ୍ତି । ସେ ମଧ୍ୟ କହିଛନ୍ତି ଯଦି ଏହି କଥା ଗୁଡ଼ିକୁ ତାଙ୍କୁ ଆରକ୍ଷ ଅଧିକାରୀ ହୁଅନ୍ତୁ ଅବା କ୍ରାଇମ୍ ବ୍ରାଞ୍ଚ ଅଫିସର ଯିଏ ଭି ପଚାରନ୍ତୁ ସେ ସତ ସତ କହିଦେବେ ।

 

ସେ କହିବା କଥା ହେଉଚି କି ଡି.ଏଫ୍.ଓ  ଯେ କହୁଥିଲେ କି ବିଦ୍ୟା ଭାରତୀ ଙ୍କୁ ଚିହ୍ନି ନାହାନ୍ତି ଏହା ସମ୍ପୂର୍ଣ ମିଥ୍ୟା କଥା ସେ କହୁଛନ୍ତି କାରଣ ସେହି ଅଫିସର୍ ଜଣଙ୍କ କହିଛନ୍ତି କି ସେ ରାତି ରେ କରୁଥିବା ଡିଉଟି ସମୟରେ ଅଫିସ ର ପଛ ଦେଇ ଡି.ଏଫ୍.ଓ ଅଫିସର ପଛ ରେ ଥିବା ସୌମ୍ୟ ରଞ୍ଜନ ଙ୍କ ଘରକୁ ଯିବାର ଦେଖିଥିଲି । ବିଦ୍ୟା ଭାରତୀ ମଧ୍ୟ ସକାଳେ ଓ ସନ୍ଧ୍ୟା ବେଳେ ଚାଲିବା ପାଇଁ ଯିବା ସମୟରେ ଡି.ଏଫ୍.ଓ ମଧ୍ୟ ତାଙ୍କ ଛାତ ଉପରେ ଛିଡା ହୋଇ ଲକ୍ଷ କରିଥାନ୍ତି । ଆଉ ସେ କହୁଥିବା କଥା ଗୁଡ଼ିକ ସମ୍ପୂର୍ଣ ରୂପେ ମିଥ୍ୟା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *