ସୌମ୍ୟ ଙ୍କ କେଶରେ ଆସିଲା ଚାଂଚଲ୍ୟକର ଅଭିଯୋଗ…. ଅଭିଯୋଗ ହେଉଛି ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟଙ୍କ ମୃତ୍ୟୁକୁ ନେଇ ଏବେ ସାମ୍ନାକୁ ଆସିଲା କିଛି ଚାଞ୍ଚଲ୍ୟକର ଘଟଣା, କଣ ରହିଛି ସମ୍ପର୍କ ଜଙ୍ଗଲମନ୍ତ୍ରୀ ଓ ଡିଏଫଓଙ୍କର,କଣ ଜଙ୍ଗଲମନ୍ତ୍ରୀ ବି ସାମିଲ୍ ଅଛନ୍ତି କି ଏହି ସବୁରେ?ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ଆମ ଓଡ଼ିଶାର ଏକ ହତ୍ୟା ଘଟଣା ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି, ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କର ମୃତ୍ୟୁ ଘଟଣା।ତେବେ ସୌମ୍ୟରଂଜନ ନୂଆ କରୀ ବିବାହ କରିଥିଲେ, ଏବଂ ସେମାନଙ୍କର ପ୍ରେମ ବିବାହ ହୋଇଥିଲା, ବିବାହର କିଛି ଦିନ ପରେ ହିଁ ସୌମ୍ୟ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ସୌମ୍ୟଙ୍କ ଏହି ମୃତ୍ୟୁ କୁ ଏକ ଦୁର୍ଘଟଣାର ରୂପ ଦିଆଯାଉଥିଲେ ବି ତାଙ୍କ ପରିବାର ଦାବି କରିଛନ୍ତି କି ଏହା ଏକ ତିଆରି ହୋଇଥିବା ପ୍ଲାନ୍ ଯାହା ଦ୍ୱାରା କି ଆମ ପୁଅ କୁ ହତ୍ୟା କରାଯାଇଛି, ସେମାନେ ସିଧାସଳଖ ଭାବେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଙ୍କୁ ଦୋଷ ଦେଉଛନ୍ତି, ଆଉ ସିଏ ମଧ୍ୟ ଏବେ ଆରକ୍ଷ ଅଧିକାରୀଙ୍କର ସନ୍ଦେହ ଘରକୁ ଆସିଲେଣି। ଆରକ୍ଷ ଅଧିକାରୀ ତାଙ୍କୁ ଜେରା  କରିବା ସମୟରେ ତାଙ୍କ ପାଖରୁ ଅନେକ ଚିଠି ପାଇଥିଲା, ସେହି ଚିଠିରୁ ଏପରି କିଛି କଥା ଜାଣିବାକୁ ପାଇଥିଲେ ଆରକ୍ଷ ଅଧିକାରୀ, ଯେଉଁଥି ପାଇଁ ତାଙ୍କୁ ସନ୍ଦେହ ଘରକୁ ନେବା ପାଇଁ ବାଧ୍ୟ ହେଲେ। ତେବେ ସେହି ଖବର ଉପରେ ଏବେ ଏକ ଭିଡିଓ ପୁଣି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି, ତେବେ ଦେଖିବା ଆସନ୍ତୁ ଏହି ଖବର ସମ୍ପର୍କରେ। 

 

ଏହି କିଛି ଦିନ ହେବ ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କ ମୃତ୍ୟୁ ଘଟଣା ପୁରା ଓଡିଶା ସାରା ଏକ ବଡ ଖବର ହୋଇଯାଇଛି। କାହିଁକି ନା ସୌମ୍ୟ ଏବଂ ବିଦ୍ୟାଭାରତୀ ଙ୍କର ନୂତନ କରି ବିବାହ ହୋଇଥିଲା, ଏବଂ ବିବାହର କିଛି ଦିନ ପରେ ହିଁ ନିଆଁରେ ପୋଡି ହୋଇ ସୌମ୍ୟ ଙ୍କର ମୃତ୍ୟୁ ହୋଇଯାଇଥିଲା, ଏହି ନିଆଁରେ ସୌମ୍ୟଙ୍କର ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିଲା ଯାହାପରେ କି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମୃତ୍ୟୁ ଘଟଣା କୁ ଅନେକ କଥା ସାମ୍ନା କୁ ଆସିଲା, ଅନେକ ଲୋକ ମାନେ ମଧ୍ୟ ସନ୍ଦେହ ଘେରକୁ ଆସିଲେ, ସନ୍ଦେହ ଘେରର ପ୍ରଥମେ ଥିଲେ ତାଙ୍କର ନୂତନ ବିବାହିତା ସ୍ତ୍ରୀ ବିଦ୍ୟାଭାରତୀ। ସୌମ୍ୟ ଙ୍କ ପରିବାରଙ୍କର କହିବା କଥା କି ବିଦ୍ୟାଭାରତୀ ହିଁ ଯୋଜନାବଦ୍ଧ ଭାବେ ସୌମ୍ୟ ଙ୍କୁ ମାରିଛନ୍ତି, ଏବଂ ପରେ ଏହାକୁ ଏକ ଦୁର୍ଘଟଣାର ରୂପ ଦେଉଛନ୍ତି। ଏହାସହ ବିଦ୍ୟାଭାରତୀଙ୍କର ଅନ୍ୟ କେଉଁ ପର ପୁରୁଷଙ୍କ ସହ ସମ୍ପର୍କ ଥିବା କଥା ମଧ୍ୟ ସେମାନେ ଆରକ୍ଷ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି। ତେବେ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଏବେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। 

ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ହୋଇଛି ଷଡଜନ୍ସ,ଅଭିରାମ ମହାପାତ୍ରଙ୍କ ଓକିଲ ଆଣିଲେ ଅଭିଯୋଗ। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଷଡଯନ୍ତ୍ରକୁ ଚାପିବା ପାଇଁ ମାଳମାଳ ଷଡଯନ୍ତ୍ର, ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଓକିଲ ପାର୍ଥସାରଥୀ ନାଏକ। ସେ ଅଭିଯୋଗ କରିଛନ୍ତି ପୋଡାଜଳା କେସ୍ ରେ ମଣିଷର ଚିତ୍ର କରାଯିବା କଥା, କେଉଁ କେଉଁ ଅଂଶ ପୋଡିଛି ତାହା ଦର୍ଶାଇବା କଥା, ଏହା ଦ୍ୱାରା ଜଣାପଡିବ ନିଜେ ପୋଡିଯାଇଛନ୍ତି ନା ପୋଡି ଦିଆଯାଇଛି। ହେଲେ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନାହିଁ ଚିତ୍ର, ଏକ୍ହପୋର୍ଟ ବି ଏଥିରେ ମୋହର ମାରିଛନ୍ତି, ବରିଷ୍ଠ ଭେଷଜ ବିଶେଷଜ୍ଞ ସୁଭାଷ ସାହୁ କହିଛନ୍ତି। ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ର କରାଯାଉଛି ଏହି କିସ୍ କୁ ଚପାଇଦିଆଯିବା ପାଇଁ, ଷଡଯନ୍ତ୍ର 

୧:- ମୃତ୍ୟୁ କାଳୀନ ଜମାନବନ୍ଦୀ, ଜମାନବନ୍ଦୀକୁ ନେଇ ଏସଡିପିଓଙ୍କ ବୟାନ୍। 

୨:- ମିଛ ପୋଡାଦାଗ, ଘଟଣା ଦିନ ହସ୍ପିଟାଲରେ ବିଦ୍ୟାଭାରତୀଙ୍କ ହାତରେ ପୋଡାଦାଗ ନଥିଲା ହେଲେ ପରେ ତାଙ୍କ ହାତରୁ ପୋଡା ଦାଗ ଆସିଲା କେଉଁଠୁ। 

୩:- ହସ୍ପିଟାଲରେ ଡିଏଫଓ, ସୌମ୍ୟଙ୍କ ଆଡମିସନ ଠାରୁ ରେଫର୍ ହେବା ପର୍ଯ୍ୟନ୍ତ ହସ୍ପିଟାଲରେ ଉପସ୍ଥିତ ଥିଲେ ଡିଏଫଓ ସଂଗ୍ରାମକେଶୋରୀ ବେହେରା। 

୪:- ଆମ୍ବୁଲାନ୍ସ ଓ ଓଆଇସି ମମତା ପଣ୍ଡା, ସେହି ଇଲାକା ମମତା ପଣ୍ଡାଙ୍କ ଥାନାରେ ଯାଉନଥିଲେ ବି ମମତା ପଣ୍ଡା ସେଠାରେ କଣ କରୁଥିଲେ ଏବଂ ରାସ୍ତାରେ କଣ ପାଇଁ ଅଟକାଇଥିଲେ ସୌମ୍ୟଙ୍କ ଆମ୍ବୁଲାନ୍ସକୁ। 

୫:- ଜଙ୍ଗଲମନ୍ତ୍ରୀ ଓ ଡିଏଫଓଙ୍କ ସମ୍ପର୍କ,ବାରମ୍ବାର ଅଭିଯୋଗ ସତ୍ତ୍ୱେ କାହିଁକି ବଦଳା କରାଗଲା ନାହିଁ ଡିଏଫଓଙ୍କୁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *