ଏବେ ମେଡିକାଲ ରୁ ଆସିଲା ଅଶ୍ଵନି ଙ୍କୁ ନେଇ ଆସିଲା ବଡ଼ ଖବର….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଓଲିଉଡ ଜଗତକୁ ଆଉ ଏକ ଝଟକା ,ଓଲିଉଡ ଅଭିନେତା ଅଶ୍ୱିନ ଙ୍କ ଶରୀର ଅସୁସ୍ଥ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମଣିଷ ନିଜର ବ୍ୟସ୍ତବହୁଳ ଜୀବନରେ ସର୍ବଦା ଚିନ୍ତାଶୀଳ ହୋଇ ରହିଥାଏ । ଏଭଳି କ୍ଷେତ୍ରରେ ଗଣମାଧ୍ୟମ ପ୍ରସାରଣ କାର୍ଯ୍ୟକ୍ରମ ହେଉଛି ମନୋରଞ୍ଜନ ର ଏକମାତ୍ର ଆଶା । ଆଜିର ସ୍ମାର୍ଟ ଯୁଗରେ ପ୍ରତ୍ୟେକ ମଣିଷ ପାଖରେ ଟିଭି ମୋବାଇଲ ଇଣ୍ଟରନେଟ ଆଦି ସବୁ ଉପଲବ୍ଧ ଅଟେ । ଓଡ଼ିଶା ରେ ସାଧାରଣତଃ ଓଡ଼ିଆ ଭାଷା ଦ୍ଵାରା ପ୍ରସାରିତ କାର୍ଯ୍ୟକ୍ରମ ଦେଖିବାକୁ ବେଶ ପସନ୍ଦ କରିଥାନ୍ତି । ସେ ଧାରାବାହିକ ହେଉ କି ଚଳଚ୍ଚିତ୍ର ନଗରରୁ ପଲ୍ଲୀ ସମସ୍ତେ ଉପଭୋଗ କରିଥାନ୍ତି । ଅଭିନୟ ଜଗତର ସମସ୍ତ କଳାକାର ମାନେ ନିଜ ନିଜ ଅପୂର୍ବ ଗାରିମା ସମ୍ପନ୍ନ ଅଭିନୟ ଦ୍ଵାରା ସମଗ୍ର ଦର୍ଶକଙ୍କ ଚିତ୍ତ କୁ ହରଣ କରିଥାନ୍ତି । କିନ୍ତୁ ଦୁଃଖର ଖବର ଏହିକି ଯେ ଗତ ଦୁଇ ବର୍ଷ କରୋନା ମହାମାରୀ ବଶତଃ ଆମେ ଆମର ସିନେ ତଥା ଧାରାବାହିକ ଜଗତର ଅନେକ ରତ୍ନ ମାନଙ୍କୁ ହରାଇ ଦେଇଛୁ । ତେବେ ନିକଟରେ ଆଉ ଏକ ଦୁଃଖ ସମ୍ପନ୍ନ ଖବର ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ । 

 

ଓଡ଼ିଆ ସିନେ ଜଗତର ଅଭିନେତା ଅଶ୍ୱିନ ବର୍ତ୍ତମାନ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଅଭିନେତା ଅଶ୍ୱିନ ନିଜର କ୍ୟାରିଅର ରୀୟଲିଟୀ ଶୋ ରୁ ଆରମ୍ଭ କରିଥିଲେ । ପ୍ରଥମେ ତରଙ୍ଗ ସଖୀ ନାମକ ଏକ ରୀୟଲିଟୀ ଶୋ ରେ ହୋଷ୍ଟ ଥିଲେ । ପରେ ସେ ଫିଲ୍ମ ତଥା ଆଲବମ୍ ଗୀତ ଆଦିରେ ଅଭିନୟ କରି ଓଡ଼ିଆ ଦର୍ଶକ ଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଚଳିତ ବର୍ଷ ଅଶ୍ୱିନ ଙ୍କ ଅନେକ ଗୁଡ଼ିଏ ଆଲବମ୍ ସଙ୍ଗ ରିଲିଜ୍ ହୋଇଥିଲା । ଏଥି ସହ ତାଙ୍କ ଅଭିନୟ ଅନ୍ଦାଜ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା । ପରଦା ସମ୍ମୁଖରେ ଭଲ ଅଭିନୟ କରୁଥିବା ବେଳେ ବାସ୍ତବ ଜୀବନରେ ମଧ୍ୟ ଭଲ ମଣିଷ ଟିଏ । 

 

ତେବେ ନିକଟରେ ଅଭିନେତା ଅଶ୍ୱିନ ଅସୁସ୍ଥ ଥିବାର ଜଣା ପଡ଼ିଛି । ସେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଗତ କିଛିଦିନ ତଳେ ରିଲିଜ୍ ହୋଇଥିଲା ଏ ମନ ମୋ ମନ ପାର୍ଟ ୨ ଦର୍ଶକ ଙ୍କ ମନକୁ ବେଶ୍ ଆକୃଷ୍ଟ କରିଥିଲା । ଜହ୍ନ ମାମୁଁ ର ଭାନିଜୀ , ଆଲୋ ପାଗେଳୀ ତୁ ଗଲୁ ବଦଳି ଭଳି ଅନେକ ଆଲବମ୍ ସଙ୍ଗ ସୁପରହିଟ ର ସ୍ଥାନ ପାଇଛି । ତେବେ ତାଙ୍କ ଶରୀରରେ ସାମାନ୍ୟ ତ୍ରୁଟି ଯୋଗୁଁ ସେ ଚିକିତ୍ସିତ ହେଉଛନ୍ତି । ଅଶ୍ୱିନ ଙ୍କ ବାନ୍ଧବୀ ପ୍ରେରଣା ଙ୍କ ସୂଚନା ଅନୁଯାୟୀ ଆଶ୍ଵିନ ଙ୍କ ଛାତିରେ ଏକ ଛୋଟ ଓପରେସନ ହୋଇଛି । ଯାହାର ଏକ ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସୂଚନା ମୁତାବକ ଅଶ୍ୱିନ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି , ଯଥାଶୀଘ୍ର ହସ୍ପିଟାଲ ରୁ ବାହାରିବା ପରେ ପୁଣି ନିଜ ଅଭିନୟ ଦୁନିଆ କୁ ଫେରିବେ ବୋଲି ଜଣାପଡିଛି । ପ୍ରଭୁ ଜଗନ୍ନାଥ ତାଙ୍କ ଶରୀର ସୁସ୍ଥ ରଖନ୍ତୁ । ଜୀବନ କ୍ଷେତ୍ରରେ ଅଧିକରୁ ଅଧିକ ସଫଳତା ହାସଲ କରନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *