DFO ଙ୍କ ଘରେ ବିଦ୍ୟାଭାରତୀ ! ଜାଣନ୍ତୁ ଏହି ଖବର….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ହେ ଭଗବାନ ଡି ଏଫ ଓଙ୍କ ଘରେ ରହୁଥିଲା ବିଦ୍ୟା ଭାରତୀ ! ଜେରା ପୂର୍ବରୁ ସାମ୍ନାକୁ ଆସିଲା ଏହି ବଡ ଘଟଣା ଜଣ ଜାଣିଲା ପରେ ଆପଣ ମଧ୍ୟ କହିଦେବେ ଦୋଷୀ କିଏ ବୋଲି ? ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିକୁ ପ୍ରାୟ ଦେଢ ମାସ ତଳେ ସୌମ୍ୟ ଙ୍କର ଦେହାନ୍ତ ହୋଇ ଯାଇଥିଲା । ତେବେ ପ୍ରଥମେ ଏହି ମାମଲା ର ତଦନ୍ତ ଆରକ୍ଷୟ ଅଧିକାରୀ କରୁଥିବା ବେଳେ ଏବେ କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାରକୁ ନିଜ ହାତକୁ ନେଇଛି । ସନ୍ଦେହ ଘେର କୁ ଆସିଥିବା ସମସ୍ତ ଚେହେରା କୁ କ୍ରାଇମ ବ୍ରାଞ୍ଚ ଜେରା ମଧ୍ୟ କରିସାରିଲାଣି । ଏହା ପରେ ସତ ସାମ୍ନା କୁ ଆସିପାରୁ ନାହିଁ । ଜେରା ସମୟରେ ସୌମ୍ୟଙ୍କ ପରିବାର ଲୋକକୁ ମଧ୍ୟ ଅନେକ ପ୍ରଶ୍ନ ପଚରା ଯାଇଥିଲା । ଯେତେବେଳେ ସୌମ୍ୟ ଙ୍କ ବାପା ଅଭିରାମ ଓ ମା କୁ ପଚରା ଯାଇଥିଲା ସେତେବେଳେ ସେ କିଛି ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ।

                    

 

ମୋ ପୁଅ ର ୯୫ ପ୍ରତିଶତ ପୋଡ଼ିଗଲା ପରେ ମଧ୍ୟ ବିଦ୍ୟା ଭାରତୀ  ଜାଣିପାରିଲା ନାହିଁ କେମିତି ସେଠାରେ ସେହି ସମୟରେ ରୋଷେଇୟା  ବି ସେଠି ଥିଲା ସେ କଣ କଲା  ସେ କାହିଁକି ବଞ୍ଚେଇପରିଲାନି ସୌମ୍ୟଙ୍କୁ । ଯେତେବେଳେ କ୍ରାଇମବ୍ରାଞ୍ଚ୍ ସୌମ୍ୟ ଙ୍କ ବାପା କୁ ପଚାରିଲେ କି ବିଦ୍ୟା ଭାରତି ନା କାହିଁକି ଦିଆଯାଇଥିଲା ତାଙ୍କ ବାପା କହିଥିଲେ DFO ସହିତ ବିଦ୍ୟା ଭାରତୀର ଅନୈତିକ ସମ୍ପର୍କ ରହିଛି ତେଣୁ  ତାଙ୍କ ନାଁ ଦିଆଯାଇଛି । ଏହା ପରେ ସେ ଏହା ମଧ୍ୟ କହିଥିଲେ କି ସୌମ୍ୟ ଙ୍କର ଜିଭ  ଏବଂ ତାର ଅଣ୍ଡକୋଷ ମଧ୍ୟ କଟା ଯାଇଥିଲା। ସୌମ୍ୟ ପୋଡି ସାରିବା ପରେ ତାକୁ ହସ୍ପିଟାଲ୍ ରେ ଚିକିତ୍ସା କରାନଯାଇ  ତାକୁ ମୃତ୍ୟୁ କାଳୀନ ଜମାନ ବନ୍ଦୀ କୁ ନିଆଗଲା କାହିଁକି ? ଆଉ ଏହି କଥା ଘର ଲୋକ କୁ ଜଣାଗଲା ନାହିଁ କାହିଁକି। ତାକୁ ପାଖରେ ଥିବା ହସ୍ପିଟାଲ୍ ନିଆ ନା ଯାଇ କାହିକି କଟକ ନିଆଗଲା।  ତାହାଲେ ତାଙ୍କର କୌଣସି ଉଦ୍ଦେଶ୍ୟ ଖରାପ ଥିଲା। 

   

 

ସୌମ୍ୟ ଙ୍କ ର ବାପା କହିଲେ କି ସୌମ୍ୟ ମତେ କହିଥିଲା ବିଦ୍ୟା ଭାରତୀ ସହିତ ଡିଏଫଓର ଅନୈତିକ ସମ୍ପର୍କ ଥିଲା ।  ଆଉ ସୌମ୍ୟ ସବୁବେଳେ ତାଙ୍କ ବାପା କୁ କହୁଥିଲେ କି ତାଙ୍କୁ ସେଠାରେ ଭଲ ଲାଗୁନି । ଡିଏଫଓ ବହୁତ ହଇରାଣ କରୁ ଛନ୍ତି। DFO ରାତିରେ ଡିୟୁଟି ପାଇଁ ଡାକୁଛନ୍ତି । ସେଥି ପାଈ  ସୌମ୍ୟ ଙ୍କ ପରିବାର ଲୋକ DFO ଓ ବିଦ୍ୟା ଏବଂ ରୋଷେଇଆ କୁ ସନ୍ଦେହ କରୁଛନ୍ତି। ଅପର ପକ୍ଷରେ ସୌମ୍ୟଙ୍କ ମା କହିଛନ୍ତି ଥରେ ବିଦ୍ୟା ଓ ସୌମ୍ୟ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା   ସେଦିନ ବିଦ୍ୟାଭାରତିି ରାଗିକରି DFO ଙ୍କ ଘର କୁ ଚାଲିଯାଇଥିଲେ । ତେବେ ଅନେକ ଖୋଜାଖୋଜି କଲା ପରେ ତାଙ୍କୁ DFO ଙ୍କ ଘରେ ପାଇଥିଲେ । ତେବେ ବିଦ୍ୟାଭାରାତି DFO ଙ୍କ ଘରକୁ ଯାଇଥିଲା କଣ ପାଇଁ ? ଏହା ଏକ ଷଡ଼ଯନ୍ତ୍ର ଜନିତ ମରଣ ବୋଲି କହିଛନ୍ତି   ସୌମ୍ୟ ଙ୍କ ପରିବାର ଲୋକ। ଏତେ ସବୁ ପ୍ରମାଣ ଦେଲା ପରେ ବି ଏବେ କେବଳ ଅପେକ୍ଷା ନ୍ୟୟକୁ  ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *