ବିଦ୍ୟାଭାରତୀ ଦେଲେନି ଏହି ୬ ପ୍ରଶ୍ନ ର ଉତ୍ତର କ୍ରାଇମବ୍ରାଞ୍ଚ କୁ…

ବିଦ୍ୟାଭାରତୀଙ୍କୁ ଜେରା କ୍ରାଇମବ୍ରାଞ୍ଚ ଜେରା କରିବା ସମୟରେ ଏହି ୬ଟି ପ୍ରଶ୍ନରେ ହଡବଡ ହୋଇଯାଇଥିଲେ ବିଦ୍ୟାଭାରତୀ। ଦେଖନ୍ତୁ କଣ ସେହି ୬ଟି ପ୍ରଶ୍ନ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବିଦ୍ୟାଭାରତୀଙ୍କୁ ଜେରା କ୍ରାଇମବ୍ରାଞ୍ଚ ଜେରା କରିବା ସମୟରେ ଏହି ୬ଟି ପ୍ରଶ୍ନରେ ହଡବଡ ହୋଇଯାଇଥିଲେ ବିଦ୍ୟାଭାରତୀ। ଦେଖନ୍ତୁ କଣ ସେହି ୬ଟି ପ୍ରଶ୍ନ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୋସିଆଲ ସାଇଟରେ  ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ, ଏବେ ମଧ୍ୟ ଆମ ଓଡ଼ିଶାର ଏକ ହ-ତ୍ୟା ଘଟଣା ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି, ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କର ମୃ-ତ୍ୟୁ ଘଟଣା।ତେବେ ସୌମ୍ୟରଂଜନ ନୂଆ କରୀ ବିବାହ କରିଥିଲେ, ଏବଂ ସେମାନଙ୍କର ପ୍ରେମ ବିବାହ ହୋଇଥିଲା, ବିବାହର କିଛି ଦିନ ପରେ ହିଁ ସୌମ୍ୟ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ସୌମ୍ୟଙ୍କ ଏହି ମୃତ୍ୟୁ କୁ ଏକ ଦୁର୍ଘଟଣାର ରୂପ ଦିଆଯାଉଥିଲେ ବି ତାଙ୍କ ପରିବାର ଦାବି କରିଛନ୍ତି କି ଏହା ଏକ ତିଆରି ହୋଇଥିବା ପ୍ଲାନ୍ ଯାହା ଦ୍ୱାରା କି ଆମ ପୁଅ କୁ ହତ୍ୟା କରାଯାଇଛି, ସେମାନେ ସିଧାସଳଖ ଭାବେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଙ୍କୁ ଦୋଷ ଦେଉଛନ୍ତି, ଆଉ ସିଏ ମଧ୍ୟ ଏବେ ପୋଲିସର ସନ୍ଦେହ ଘରକୁ ଆସିଲେଣି। ତେବେ ସେହି ଖବର ଉପରେ ଏବେ ଏକ ଭିଡିଓ ପୁଣି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି, ତେବେ ଦେଖିବା ଆସନ୍ତୁ ଏହି ଖବର ସମ୍ପର୍କରେ। ତେବେ 

 

ଏହି କିଛି ଦିନ ହେବ ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କ ମୃ-ତ୍ୟୁ ଘଟଣା ପୁରା ଓଡିଶା ସାରା ଏକ ବଡ ଖବର ହୋଇଯାଇଛି। କାହିଁକି ନା ସୌମ୍ୟ ଏବଂ ବିଦ୍ୟାଭାରତୀ ଙ୍କର ନୂତନ କରି ବିବାହ ହୋଇଥିଲା, ଏବଂ ବିବାହର କିଛି ଦିନ ପରେ ହିଁ ନିଆଁରେ ପୋଡି ହୋଇ ସୌମ୍ୟ ଙ୍କର ମୃ-ତ୍ୟୁ ହୋଇଯାଇଥିଲା, ଏହି ନିଆଁରେ ସୌମ୍ୟଙ୍କର ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିଲା ଯାହାପରେ କି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମୃତ୍ୟୁ ଘଟଣା କୁ ଅନେକ କଥା ସାମ୍ନା କୁ ଆସିଲା, ଅନେକ ଲୋକ ମାନେ ମଧ୍ୟ ସନ୍ଦେହ ଘେରକୁ ଆସିଲେ, ସନ୍ଦେହ ଘେରର ପ୍ରଥମେ ଥିଲେ ତାଙ୍କର ନୂତନ ବିବାହିତା ସ୍ତ୍ରୀ ବିଦ୍ୟାଭାରତୀ। ସୌମ୍ୟ ଙ୍କ ପରିବାରଙ୍କର କହିବା କଥା କି ବିଦ୍ୟାଭାରତୀ ହିଁ ଯୋଜନାବଦ୍ଧ ଭାବେ ସୌମ୍ୟ ଙ୍କୁ ମାରିଛନ୍ତି, ଏବଂ ପରେ ଏହାକୁ ଏକ ଦୁର୍ଘଟଣାର ରୂପ ଦେଉଛନ୍ତି। ଏହାସହ ବିଦ୍ୟାଭାରତୀଙ୍କର ଅନ୍ୟ କେଉଁ ପର ପୁରୁଷଙ୍କ ସହ ସମ୍ପର୍କ ଥିବା କଥା ମଧ୍ୟ ସେମାନେ ପୋଲିସ ପାଖରେ ଅଭିଯୋଗ କରିଛନ୍ତି। 

 

ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ବିଦ୍ୟାଭାରତୀଙ୍କ ପାଖକୁ ଯାଇଥିଲା ତାଙ୍କ ବାପଘର ଗୌଡ ଗାଁରେ ଜେରା କରିଥିଲା। ପାଞ୍ଚ ଜଣିଆ ଟିମ୍ ଯାଇଥିଲେ ତାଙ୍କୁ ଜେରା କରିବା ପାଇଁ ଟିମରେ ଦୁଇଜଣ ମହିଳା ମଧ୍ୟ ଥିଲେ। ସାଢେ ଛଅଘଣ୍ଟା ଜେରା କରାଯାଇଥିଲା, ମାରାଥନ୍ ପ୍ରଶ୍ନ ପଚରାଯାଇଥିଲା ବିଦ୍ୟାଶ୍ରୀଙ୍କୁ ପାଖାପାଖି ୭୦ ରୁ ୮୦ ଟି ପ୍ରଶ୍ନ ପଚରା ଯାଇଥିଲା ବିଦ୍ୟାଭାରତୀଙ୍କୁ। ହେଲେ ବିଦ୍ୟାଭାରତୀଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହେଁ କ୍ରାଇମବ୍ରାଞ୍ଚ, ପୁଣି ଥରେ ଜେରା କରାଯିବା କଥା ଶୁଣିବାକୁ ମିଳୁଛି। କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ଛଅଟି ପ୍ରଶ୍ନ ପଚାରିଥିଲା ଯାହାକୁ ହଡବଡ ହୋଇଯାଇଥିଲେ ବିଦ୍ୟାଭାରତୀ। ତେବେ ସେହି ଛଅଟି ପ୍ରଶ୍ନ ଥିଲା:-1. ସୌମ୍ୟଙ୍କ ଦେହରେ କେମିତି ନିଆଁ ଲାଗିଲା,2. ତାଙ୍କୁ କାହିଁକି ନିଆଁରୁ ରକ୍ଷା କରାଗଲା ନାହିଁ, 3.ସୌମ୍ୟଙ୍କୁ ନିଆଁରୁ ରକ୍ଷା କରିବା ପାଇଁ ବିଦ୍ୟାଭାରତୀ କିଛି ଚେଷ୍ଟା କରିଥିଲେ କି ନାହିଁ, 4.ଡିଏଫଓ ସଂଗ୍ରାମଙ୍କ ସହ ତାଙ୍କର କିଭଳି ସମ୍ପର୍କ ରହିଛି, 5.ଶ୍ୱଶୁରଘର ଯେଉଁ କଥା କହୁଛନ୍ତି ତାକୁ ନେଇ ବିଦ୍ୟାଭାରତୀଙ୍କର କଣ ପ୍ରତିକ୍ରିୟା ରହିଛି,6.ସୌମ୍ୟଙ୍କ ଉପରେ ଡିଏଫଓ କିଛି ଚାପ ପକାଉଥିଲେ କି?

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *