ସ୍ୱାମୀ ନଥିଲା ବେଳେ ସ୍ତ୍ରୀ କରୁଥିଲା ଖେଳ ପ୍ରେମିକ କୁ ଡାକି, ତାପରେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଦେଖନ୍ତୁ ଏପରି ଏକ ଲଜ୍ୟା ଜନକ ଘଟଣା ସ୍ବାମୀ ନ ଥିବାର ଫାଇଦା ଉଠାଇ ସ୍ତ୍ରୀ ନିଜର ପ୍ରେମିକ କୁ ଡାକି ରାସଲୀଳା କରିବା ଆରମ୍ଭ କରିଦେଇଥିଲେ ଓ ପରେ ଏହି ଘଟଣା ଟି କିପରି ମହାଙ୍ଗା ପଡ଼ିଥିଲା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ।ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ । ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ । ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ ।ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି।ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼  ଶକ୍ତି ନାହିଁ।ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି । ଉଭୟ ପ୍ରେମ ନିଶା ରେ ପୁରା ମଜଦୂର ହୋଇ ଥାଆନ୍ତି । ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ । ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ।

 

ପ୍ରେମ ପାଇଁ ପ୍ରେମିକ ପ୍ରେମିକା ମଧ୍ୟରେ ବହୁତ୍ ଦେଖା କରିବା ର ଇଚ୍ଛା ଶକ୍ତି ରହିଥାଏ । ଉଭୟ ପ୍ରେମିକା ଓ ପ୍ରେମିକ ଉଭୟ ଙ୍କୁ ଦ୍ଦେଖା କରିବା ପାଇଁ ଖୁବ୍ ବିବ୍ରତ ହୋଇଥାନ୍ତି ଯେମିତି ସେମିତି କରି ଦେଖା କରିବେ । ଆଉ ଯଦି ଉଭୟ ଙ୍କ ପାଇଁ କୌଣସି ଏକ ସ୍ଥାନ ରେ ଫାଙ୍କା ଜାଗା ଗୋଟେ ମିଳି ଯାଏ ବା ନିରଳା ସ୍ଥାନ ଗୋଟେ ମିଳି ଯାଇଥାଏ ସେମାନେ ଖୁବ୍ ଖୁସି ହୋଇ ଯାଇଥାନ୍ତି । କେବଳ ଏତିକି ନୁହଁ ପ୍ରେମିକ ଓ ପ୍ରେମିକା ପ୍ରେମ କରୁଥିବା ସମୟରେ ଉଭୟ ଙ୍କୁ  କିଛି ଅନ୍ଧାର ଲାଗିଥାଏ ସେମାନେ କଣ କରିବେ କି କଣ କରୁଛନ୍ତି ତାହା ଜାଣି ପାରି ନ ଥାଆନ୍ତି । 

 

 

ଏହି ସବୁ କିଛି ପରେ ଭି ଗୋଟିଏ ନାରୀ ର ଇଜ୍ଜତ୍ ତା ପାଇଁ ବହୁତ୍ ହିଁ ବେଶୀ ହୋଇଥାଏ ନାରୀ ଟିଏ ତା ଜୀବନ କାଳ ମଧ୍ୟରେ କେବଳ ଜଣଙ୍କ ହାତରେ ସିନ୍ଦୂର ଦେଇଥାଏ ଓ ତାଙ୍କୁ ହିଁ  ଇହ କାଳ ଓ ପର କାଳ ର ଦେବତା ବୋଲି ମାନି ଥାଏ । ହେଲେ ଆମ ପାଖରେ ଏପରି ଏକ ଖବର ଆସି ପହଁଚିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ସ୍ବାମୀ ନ ଥିବା ର ଫାଇଦା ଉଠାଇବାକୁ ଯାଇ ସ୍ତ୍ରୀ ନିଜର ପୁରୁଣା ପ୍ରେମିକ ଙ୍କୁ ଘରକୁ ଡ଼ାକି ରାସ ଲୀଳା କରିବା ଆରମ୍ଭ କରି ଦେଇଥିଲେ ଓ ତାଙ୍କ ଖେଳ ସମୟରେ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ଧରି ଦେଇଥିଲେ ଆଉ ତା ପରେ କଥା ଖୁବ୍ ଖରାପ ହୋଇଥିଲା ଓ ତାଙ୍କ ସ୍ଵାମୀ ନିର୍ଦ୍ଧୁମ ମାରିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *