ଆସିଲା ସତ DFO କାହିଁକି ଯାଇଥିଲେ ମେଡିକାଲ ସେଦିନ ରାତିରେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟ ଙ୍କ ମରଣ ଖବର କୁ ନେଇ ତାଙ୍କ ମାମୁଁ କଣ ଏମିତି କହିଛନ୍ତି ଡି ଏଫ୍ ଓ ଙ୍କୁ ନେଇ ଆସନ୍ତୁ ଜାଣିବା । ଶୁଣିଲେ ଆପଣ ଭି ଆଶ୍ଚର୍ୟ୍ଯ ହୋଇଯିବେ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଡି.ଏଫ୍.ଓ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ଘଟଣା ଧୀରେ ଧୀରେ ବହୁତ୍ ଗଭୀର କୁ ଯାଉଛି ଓ ବହୁତ୍  ରୋମାଞ୍ଚକ ହୋଇ ଯାଉଛି । ଏହି କଥା ଟି କୁ ଯେତିକି ଯାଞ୍ଚ କରା ଯାଉଛି ସେତିକି ସେତିକି ଗୁମର ଫିଟି ଚାଲିଛି । ସମ୍ୟ ରଞ୍ଜନ ଓ  ବିଦ୍ୟାଭାରତି ଉଭୟ ପତି ଓ ପତ୍ନୀ ଥିଲେ । ଉଭୟ ମଧ୍ୟ ଘର ଲୋକ ଙ୍କ ରାଜି ରେ ବିବାହ କରିଥିଲେ । ହେଲେ ବିବାହର ବର୍ଷେ ବିତିଛି କି ନାହିଁ ସୌମ୍ୟ ରଞ୍ଜନ ମୃତ୍ୟୁ ବରଣ କରିଛନ୍ତି । ଯେମିତି ଲାଗିଛି କି ତାଙ୍କ ମୃତ୍ୟୁ ଟି ଖୁବ୍ ରହସ୍ୟ ମୟ ।ତାଙ୍କ ମରିଯିବା ଘଟଣା ଟି ଦିନକୁ ଦିନ ବହୁ ଭିତରକୁ ଟାଣି ନେଉଛି ସେ ପାରଳା ଖେମୁଣ୍ଡି ବନ ବିଭାଗୀୟ ଥିଲେ ହେଲେ ଆରକ୍ଷୀ ଅଧିକାରୀ ତଦନ୍ତ ଅନୁସାରେ ଯାହା ଜଣା ପଡ଼ିଛି ସମ୍ୟ ରଞ୍ଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟଭାରତି ଙ୍କ ସମ୍ପର୍କ ଭଲ ନଥିବା ଖବର ଆସିଛି । 

 

ସୌମ୍ୟ ଙ୍କ ବାପା ,ମାଆ ଓ ବଡ଼ ଭାଇ ଆରକ୍ଷୀ ଅଧିକାରୀ ତଦନ୍ତ କୁ ନେଇ କୌଣସି ପରିମାଣ ରେ ସନ୍ତୁଷ୍ଟ ନ ଥିଲେ । ତାଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ କଣ ପାଇଁ ଡି. ଏଫ୍. ଓ ଙ୍କ ବଦଳି ହୋଇ ନାହିଁ । ରୋଷେଇଆ ଙ୍କୁ କଣ ପାଇଁ ଭଲ ଭାବରେ ଜେରା ହୋଇ ନାହିଁ । କଣ ପାଇଁ ବିଦ୍ୟା ଭାରତୀ ଏ ପର୍ଯ୍ୟନ୍ତ ଜେଲ କୁ ଯାଇ ନାହାନ୍ତି । ଏହି ସବୁ ସାଧାରଣ ଆରକ୍ଷୀ ଅଧିକାରୀ ଯଦି ତଦନ୍ତ କରି ପାରୁନାହାନ୍ତି ତେବେ କ୍ରାଇମ ବ୍ରାଞ୍ଚ ଅଫିସର ତଦନ୍ତ କରିବା ଉଚିତ୍ ଓ ତାଙ୍କ କହିବା ଭଳି ମଧ୍ୟ ସେମାନେ ତଦନ୍ତ କରିବା ଆରମ୍ଭ କରି ସାରିଛନ୍ତି । ସୌମ୍ୟ ଙ୍କ ବାପା ,ମାଆ ଓ ବଡ଼ ଭାଇ ମଧ୍ୟ ମୁଖ୍ୟ ମନ୍ତ୍ରୀ ଙ୍କୁ ଦେଖା କରିବା ପାଇଁ ଚିଠି ଦେବ ସହିତ ବହୁତ୍ ବଡ଼ ବଡ ବ୍ୟକ୍ତି ଓ ରାଜନେତା ମାନଙ୍କୁ ତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ଏହି ଭଳି ଭାବେ ଜେରା ହେଉଥିଲେ ଭି କୌଣସି ସନ୍ଧାନ ମିଳି ପାରି ନାହିଁ ।

 

 ଏବେ ଯାହା ତଦନ୍ତ କରା ହେଉଛି କି ଏମିତି ଏହି ମୃତ୍ୟୁ ପଛରେ ବହୁତ୍ ରହସ୍ୟ ଲୁଚି ରହିଛି ଓ ତାଙ୍କୁ ଗୋଟିଏ ସ୍ଥାନ ରୁ ଜଳେଇ ଦେଇ ଆଣି ଘର ଭିତରେ ପକେଇ ଦିଅ ହୋଇଚି । ଏହି ସବୁ ଘଟଣା ସମ୍ବନ୍ଧ ରେ ସୌମ୍ୟଙ୍କ ମାମୁଁ ମଧ୍ୟ କହିଛନ୍ତି କି ତାଙ୍କୁ ଅନ୍ୟ ଗୋଟିଏ ସ୍ଥାନ ରେ ପୋଡ଼ି ଦେଇ ଆଣି ରୁମ୍ ର ଗୋଟିଏ ସ୍ଥାନ ରେ ପକେଇ ଦେଇଥିଲେ । ଏହି ଘଟଣା କୁ ସମ୍ପୂର୍ଣ ରୂପେ ସିବିଆଇ ତଦନ୍ତ କରିବା ଉଚିତ୍ । ସୌମ୍ୟ ଙ୍କ ବାପା ,ମାଆ ଓ ବଡ଼ ଭାଇ ପୋଲିସ ତଦନ୍ତ କୁ ନେଇ କୌଣସି ପରିମାଣ ରେ ସନ୍ତୁଷ୍ଟ ନ ଥିଲେ । ତାଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ କଣ ପାଇଁ ଡି.ଏଫ୍.ଓ ଙ୍କ ବଦଳି ହୋଇ ନାହିଁ । ରୋଷେଇଆ ଙ୍କୁ କଣ ପାଇଁ ଭଲ ଭାବରେ ଜେରା ହୋଇ ନାହିଁ । କଣ ପାଇଁ ବିଦ୍ୟା ଭାରତୀ ଏ ପର୍ଯ୍ୟନ୍ତ ଜେଲ କୁ ଯାଇ ନାହାନ୍ତି । ଏହି ସବୁ ସାଧାରଣ ପୋଲିସ ଯଦି ତଦନ୍ତ କରି ପାରୁନାହାନ୍ତି ତେବେ କ୍ରାଇମ ବ୍ରାଞ୍ଚ ଅଫିସର ତଦନ୍ତ କରିବା ଉଚିତ୍ ଓ ତାଙ୍କ କହିବା ଭଳି ମଧ୍ୟ ସେମାନେ ତଦନ୍ତ କରିବା ଆରମ୍ଭ କରି ସାରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *