ଶଶୁର ବୋହୂ ଦାଣ୍ଡରେ ଗଡାପଡ଼ା, ସୋସିଆଲ ମିଡିଆରେ ଭାଇରାଲ ହେଲା ଦୁର୍ଦ୍ଦାନ୍ତ ଘଟଣା ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଶଶୁର ବୋହୂ ର ମହାଭାରତ ଯୁଦ୍ଧ,ସୋସିଆଲ ମିଡିଆରେ ଭାଇରାଲ ହେଲା ଦୁର୍ଦ୍ଦାନ୍ତ ଘଟଣା ।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ସାଧାରଣତଃ ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ନାରୀ ମାନଙ୍କୁ ଦେବୀ ଭଳି ସମ୍ମାନ କରାଯାଇଥାଏ । ଯେଉଁଠାରେ ନାରୀ ଙ୍କୁ ଉଚିତ୍ ସମ୍ମାନ ତଥା ପୂଜା କରାଯାଏ ସେଠାରେ ଦେବତା ମାନଙ୍କର ପଦାର୍ପଣ ହୋଇଥାଏ ।  ନାରୀ କୁ ହିନ୍ଦୁ ଧର୍ମରେ ଲକ୍ଷ୍ମୀ ବୋଲି ବିବେଚିତ କରା ଯାଇଥାଏ । ଗୋଟେ ଝିଅ ଜନ୍ମ ନେଲେ ପରିବାର ରେ ଖୁସି ର ଲହରୀ ଖେଲିଯାଏ । କିନ୍ତୁ ଆଜିକାଲି କଳୁଷିତ ସମାଜରେ ନାରୀ ମାନଙ୍କ ସ୍ଥାନ ବହୁ ନିମ୍ନରେ । ଯାହାକି ଆପଣ ମାନେ ପ୍ରାୟତଃ ଜାଣିଥିବେ । ଆମ ଦେଶ ସ୍ବାଧୀନ ହୋଇ ମଧ୍ୟ ଦେଶ ର ଝିଅ ମାନେ ସବୁ ପରାଧୀନ । ତେଣୁ କୁହାଯାଏ ଯେ ଯେଉଁ ଦିନ ଗୋଟେ ଝିଅ ନିରାପଦ ସୁରକ୍ଷିତ ରେ ରାତି ରେ ବିଚରଣ କରିପାରିବ , ସେଦିନ ଆମେ ସବୁ ସ୍ବାଧୀନ ବୋଲି ସ୍ବୀକାର କରିବା । ଆଜିକାଲି ସମାଜରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି । ଏସବୁକୁ ରୋକିବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ ଏସବୁ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ପାରୁନାହିଁ । 

 

ଆଜିକାଲି ନାରୀ ମାନଙ୍କୁ ମୁଖ୍ୟତଃ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ସେ ଗଣ ଦୁଷ୍କର୍ମ ହେଉ କି ଶାଶୁ ଘରେ ବହୁ ନିର୍ଯାତନା ହଉ । ସରକାରୀ କର୍ମଚାରୀ ହେଉ କି ବେସରକାରୀ ସବୁ କ୍ଷେତ୍ର ରେ ନାରୀ ମାନଙ୍କୁ ବିପଦ ରେ ସମ୍ମୁଖୀନ ହେବାକୁ ପଡୁଛି । ତେବେ ନିକଟରେ ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ନିନ୍ଦା କରିବେ । କୌଣସି ଏକ ଗ୍ରାମରେ ଶଶୁର ନିଜ ଘରର ଲକ୍ଷ୍ମୀ ପ୍ରତିମା ସଦୃଶୀ ବୋହୂ ର ଚୁଟି ଘୋଷାଡି ଘୋଷାଡି ମାରୁଛନ୍ତି । ଉଭୟ ଶଶୁର ବୋହୂ ମଧ୍ୟରେ କୌଣସି କାରଣ ବଶତଃ ଘମାଘଟ ଲଢେଇ ଚାଲିଛି । ଯେତେବେଳେ ଶଶୁର ବୋହୂର ଚୁଟି କୁ ଟାଣୁଛନ୍ତି ସେତେବେଳେ କୌଣସି ଏକ ମହିଳା କବାଟ ଭାଙ୍ଗି ବୋହୂ ଟିକୁ ରକ୍ଷା କରିଥିଲେ । ବୋହୂ ମଧ୍ୟ  ଶଶୁର ଙ୍କୁ ଆତ୍ମା ରକ୍ଷା ପାଇଁ କିଛି ପଦକ୍ଷେପ ଗ୍ରହଣ କରିଥିଲା ।

 

ନାରୀ ଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ୍ । କିନ୍ତୁ ବହୁ ସ୍ଥାନରେ ନାରୀ କୁ ତାର ଉଚିତ୍ ମୂଲ୍ୟ ପ୍ରାପ୍ତ ହେଉନାହିଁ । ସେହି ଶଶୁର ବୋହୂ ଘଟଣା ରେ ଶଶୁର ବୋହୂ କୁ ବହୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ ।ଆଜି କାଲି ସମାଜରେ ନାରୀ ମାନଙ୍କୁ ସମ୍ମାନ ଦେବା ପାଇଁ ବହୁ ପ୍ରଚାର ପ୍ରସାର ହେଉଛି । କିନ୍ତୁ କିଛି ଅଧମ ଲୋକ ଙ୍କ ଯୋଗୁ ଦେଶ ଝିଅ ବୋହୂ ଅସୁରକ୍ଷିତ । ଦେଶ ଉନ୍ନତି ପଥରେ ଅଗ୍ରସର ହେବାକୁ ଲାଗିଛି କିନ୍ତୁ ଦେଶର ଲୋକ ମାନଙ୍କର ମାନବିକତା ଅବକ୍ଷୟ ହେବାରେ ଲାଗିଛି । ଯଦ୍ୱାରା ସେ ନାରୀ ମାନଙ୍କ ପ୍ରତି ଖରାପ ଆଚରଣ କରୁଛି । ଭଗବାନ ଙ୍କ ସୃଷ୍ଟିରେ ନାରୀ ପୁରୁଷ ଉଭୟ ସମାନ । କିନ୍ତୁ ସମାଜ ଏହାକୁ ଭେଦ ଭାବ ରେ ପରିଣତ କରିଛି । ଯାହା ଦ୍ଵାରା ନାରୀ ଜୀବନ କ୍ଷେତ୍ରରେ ବହୁ ସମସ୍ୟା ପରିଲକ୍ଷିତ ହୋଇଥାଏ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *