DFO ଙ୍କ ଖେଳ ହେଲା ଖତମ । ସୁଣ ଏହି ଭାଇରଲ ଅଡିଓ କଲ ରେକର୍ଡ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କ୍ରାଇମ୍ ବ୍ରାଞ୍ଚ ବଦନାମ୍, ଡିଏଫୋ ମାନିଲେ ଏସପିଏଫ୍  ଙ୍କ ଷ୍ଟେଟମେଣ୍ଟ ରେକର୍ଡ଼ ବେଳେ ଥିଲେ ।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିଦ୍ୟା ଭାରତୀ ଙ୍କୁ ସିବିଆଇ ଜେରା ପୁଣି ଥରେ ଜେରା କରିଛନ୍ତି ଓ ଜେରା ସରିବା ପରେ ଯାହା ସୂଚନା ମିଳିଛି ବିଦ୍ୟା ଭାରତୀ ଙ୍କୁ ୮୦-୯୦ ଗୋଟି ପ୍ରଶ୍ନ ପଚରା ହୋଇଥିଲା ଓ ସେ ଏମିତି କିଛି ପ୍ରଶ୍ନ ପଚାରିଥିଲେ ଯାହା ପାଇଁ ତାଙ୍କ ର ଝାଳ ବାହାରି ଯାଇ ଥିଲା । ସାଢେ଼ ୬ ଘଣ୍ଟା ଧରି ତାଙ୍କୁ ଜେରା କରା ହୋଇଥିଲା ଓ ସେ ବହୁତ୍ କିଛି ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇ ନଥିଲେ ଯଦି ଦରକାର ପଡ଼େ ତ ତାଙ୍କୁ ପୁଣି ଆଉ ଥରେ ଜେରା ହେଵ ବୋଲି ସୂଚନା ମିଳିଛି । ଯାହା ସୂଚନା ମିଳିଛି ତାଙ୍କୁ ଯେତିକି ପ୍ରଶ୍ନ ପଚରା ହୋଇଥିଲା ସେ ସବୁ ପ୍ରଶ୍ନ ର ସନ୍ତୋଷ ମୂଳକ ଉତ୍ତର ଦେଇ ପାରି ନଥିଲେ ବୋଲି ତାଙ୍କୁ ଆଉ ଥରେ ଜେରା କରା ଯିବ । ଗତ କାଲି ତାଙ୍କ  ପରିବାର କୁ ମଧ୍ୟ ଜେରା ହୋଇଥିଲା । ତାଙ୍କ ପରିବାର ଲୋକ ମଧ୍ୟ ଏହି ଜେରା ରେ ସାମିଲ ହୋଇଥିଲେ । ଆଉ ଥରେ ଯଦି ଆବଶ୍ୟକ ପଡ଼ିଲା ତ ପୁଣି ଥରେ ଜେରା କରା ହେବ ।

 

ଯାହା ସୂଚନା ମିଳିଛି କି ଜେରା କରିବା ସମୟରେ ତାଙ୍କୁ ବହୁତ୍ ଗୁଡ଼ିଏ ପ୍ରଶ୍ନ ସବୁ ପଚରା ହୋଇଛି ଯେମିତି କି ୧୦ ଘଣ୍ଟା ରେ ୭୦ ଟି ପ୍ରଶ୍ନ ପଚରା ହୋଇଛି । ପ୍ରଥମ ପ୍ରଶ୍ନ ଥିଲା ସୌମ୍ୟ ଓ ବିଦ୍ୟଭାରତୀ ଙ୍କ ପାରିବାରିକ ସଂପର୍କ ସୁଖ ମୟ ଥିଲା । ତା ପରେ ୨ୟ ପ୍ରଶ୍ନ ଥିଲା ବହି ପଢ଼ୁ ପଢ଼ୁ ୯୫ ପ୍ରତିଶତ ପୋଡି ହୋଇଗଲେ ତା ପର ପ୍ରଶ୍ନ ଥିଲା ୯୫ ପ୍ରତିଶତ ପୋଡା ରୋଗୀ ର ମୃତକାଳିନ ଜମାନ ବନ୍ଦୀ ରେ ମୁଖ୍ୟ ଅଭିଯୁକ୍ତ ସାମିଲ କିପରି ହୋଇଥିଲେ । ୪ନମ୍ୱର୍ ପ୍ରଶ୍ନ ପାଖ ବିଶାଖାପାଟଣା କୁ ନ ପଠାଇ ଦୂର ସ୍ଥାନ କଟକ କୁ କଣ ପାଇଁ ପଠା ହୋଇଥିଲା । ୫ପ୍ରଶ୍ନ ଗୁରୁତର ଥିବା ବ୍ୟକ୍ତିଙ୍କ ଆମ୍ବୁଲାନ୍ସ କୁ କଣ ପାଇଁ ଓଆଇସି ଅଟକାଇ ଥିଲେ ଓ ତା ପରେ ପରେ ହାତ ପୋଡିଯିବା ଘଟଣା କୁ ନେଇ କଣ ପାଇଁ ସେ ଏମିତି ମିଛ କହିଥିଲେ । 

 

ତଦନ୍ତ ନା କରିବା କ୍ଷଣି ଏସପି ଙ୍କୁ କଣ ପାଇଁ କ୍ଲିନଞ୍ଚିଟ ଦିଆ ହୋଇଥିଲା । ଡିଏଫ୍ଓ ଙ୍କ ର କଣ ପାଇଁ ବଦଳି ହେଉ ନାହିଁ । ବଧ୍ୟାବଧକତାରେ  କି କରା ହୋଇଛି ବିଦ୍ୟା ଭାରତୀ ଙ୍କୁ ଜେରା । ବିଦ୍ୟଭରତି ଓ ଡି ଏଫ୍ ଓ ଙ୍କୁ କଣ ପାଇଁ ଏ ଜେନ ମୁହାଁ ମୁହଁ ଜେରା କରା ହୋଇ ନାହିଁ । ଏବେ ଏବେ ଜ୍ଞାନ ମିଶ୍ର ଙ୍କ ର ଭଏସ କଲ୍ ରେ କିଛି ରେକର୍ଡ଼ ଭାଇରାଲ ହେବାରେ ଲାଗିଛି । ସେଥିରେ ଖୁଦ୍ ଆଇଓ ଙ୍କ ଅଡିଓ ଭାଇ ରାଲ ହେଉଛି । ଯେଉଁଥିରେ ସବୁ କିଛି ପୋଲ ଖୋଲି ଯାଇଛି । ସେଥିରେ ମଧ୍ୟ କହିଛନ୍ତି ଡିଏଫ୍ଓ ସୌମ୍ୟ ଙ୍କ ଡ଼ାକ୍ତରଖାନା କୁ ଆସିବ ଠାରୁ ରେଫର୍ ହେବା ଯାଏଁ ସେହି ଠାରେ ହିଁ ଉପସ୍ଥିତ ଥିଲେ ଓ  ମରଣ ପୂର୍ବ ରୁ ଥିବା ଜମାନ ବନ୍ଦୀ ରୁ । ସୌମ୍ୟ ଙ୍କ ବାପା ମଧ୍ୟ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କିଭଳି ଭାବରେ ବଡ଼ ବଡ ଲୋକ ଙ୍କ ଉପରୁ ଛାପ ଲୁଚାଇ ଦେଉଛି କ୍ରାଇମ୍ ବ୍ରାଞ୍ଚ ଅଫିସର । କ୍ରାଇମବ୍ରାଞ୍ଚ ଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ସୌମ୍ୟ ରଞ୍ଜନ ଙ୍କ ବାପା ଓ ଏହି ଭଳି ଭାବରେ ଚାଲିଛି ତାଙ୍କ ମରଣ ର ତଦନ୍ତ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *