ବିଦ୍ୟାଭାରତୀ ଖୋଲିଦେଲେ ସବୁ ଗୁମର । କହୁ କହୁ କହିଦେଲେ ଭୁଲ ରେ ସବୁ…..

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ଓଡ଼ିଆ ଖବର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟଙ୍କ ମୃତ୍ୟୁ ଦିନର କଥା ପଚାରିବାରୁ ଏପରି ଉତ୍ତର ଦେଲେ ବିଦ୍ୟାଭାରତୀ, ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ଲେ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କର ମୃ-ତ୍ୟୁ ଘଟଣା । ତେବେ ସୌମ୍ୟରଂଜନ ନୂଆ କରୀ ବାହା ହୋଇଥିଲେ, ଏବଂ ସେମାନଙ୍କର ପ୍ରେମ ବିବାହ ହୋଇଥିଲା, ବିବାହର କିଛି ଦିନ ପରେ ହିଁ ସୌମ୍ୟ ଙ୍କ ସହିତ ଘଟିଥିଲା ଏହି ଅଘଟଣ । ସୌମ୍ୟଙ୍କ ଏହି ମୃତ୍ୟୁ କୁ ଏକ ଦୁର୍ଘଟଣାର ରୂପ ଦିଆଯାଉଥିଲେ ବି ତାଙ୍କ ପରିବାର ଦାବି କରିଛନ୍ତି କି ଏହା ଏକ ଯୋଜନା ବଧ ହ-ତ୍ୟା ଯାହା ଦ୍ୱାରା କି ଆମ ପୁଅ କୁ ହ-ତ୍ୟା କରାଯାଇଛି, ସେମାନେ ସିଧାସଳଖ ଭାବେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଆଉ DFO ଙ୍କୁ ଦୋଷ ଦେଉଛନ୍ତି,
ଏହି କିଛି ଦିନ ହେବ ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କ ମୃ-ତ୍ୟୁ ଘଟଣା ପୁରା ଓଡିଶା ସାରା ଏକ ବଡ ଖବର ହୋଇଯାଇଛି। କାହିଁକି ନା ସୌମ୍ୟ ଏବଂ ବିଦ୍ୟାଭାରତୀ ଙ୍କର ନୂତନ କରି ବିବାହ ହୋଇଥିଲା, ଏବଂ ବିବାହର କିଛି ଦିନ ପରେ ହିଁ ନିଆଁରେ ପୋଡି ହୋଇ ସୌମ୍ୟ ଙ୍କର ମୃ-ତ୍ୟୁ ହୋଇଯାଇଥିଲା, ଏହି ନିଆଁରେ ସୌମ୍ୟଙ୍କର ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିଲା ଯାହାପରେ କି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମୃତ୍ୟୁ ଘଟଣା କୁ ଅନେକ କଥା ସାମ୍ନା କୁ ଆସିଲା, ଅନେକ ଲୋକ ମାନେ ମଧ୍ୟ ସନ୍ଦେହ ଘେରକୁ ଆସିଲେ, ସନ୍ଦେହ ଘେରର ପ୍ରଥମେ ଥିଲେ ତାଙ୍କର
ନବ ବିବାହିତା ସ୍ତ୍ରୀ ବିଦ୍ୟାଭାରତୀ। ସୌମ୍ୟ ଙ୍କ ପରିବାରଙ୍କର କହିବା କଥା କି ବିଦ୍ୟାଭାରତୀ ହିଁ ଯୋଜନାବଦ୍ଧ ଭାବେ ସୌମ୍ୟ ଙ୍କୁ ମାରି-ଛନ୍ତି, ଏବଂ ପରେ ଏହାକୁ ଏକ ଦୁର୍ଘଟଣାର ରୂପ ଦେଉଛନ୍ତି। ଏହାସହ ବିଦ୍ୟାଭାରତୀଙ୍କର DFO ସହିତ ଖରାପ ସମ୍ପର୍କ ଥିବାର ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି ।
ଯେତେବେଳେ ମିଡ଼ିଆ ଭାଇ ମାନେ ସୌମ୍ୟଙ୍କ ମୂର୍ତ୍ତୃ ଦିନର ଘଟଣା ପଚାରିଥିଲେ , ବିଦ୍ୟାଭାରତୀ କହିଲେ ସେଦିନ ଆମେ ଦୁଇଜଣ ବସିଥିଲୁ, ମୁଁ ତାଙ୍କ ଫୋନ୍ ରେ ଗେମ୍ ଖେଳୁଥିଲି, ସେ ମୋ ଚୁଟିରେ ଲାଗୁଥିଲେ। ଆଉ ସେ କିଛି ସମୟ ପାଇଁ ବାହରକୁ ଗଲେ । ମୁଁ ଆମ ରୋଷେଇଆ ଙ୍କୁ ଖାଇବା କଥା ପଚାରିଲି ସେ କହିଲେ ହଁ ଖାଇବା ହୋଇଗଲାଣି ମାଡ଼ମ। ଏହାପରେ ସୌମ୍ୟ ବାହାରୁ ଆସି ରୋଷେଇଘର ଭିତରୁ ଗଲେ ସେଠାରୁ ଆସିଲା ବେଳକୁ ତାଙ୍କ ସାର୍ଟର ହାତରେ ନିଆଁ ଲାଗିଥିଲା, ମୁଁ ଲିଭେଇବା ପାଇଁ ଗଲାବେଳକୁ ନିଆଁ ଅଧିକା ଲାଗିଗଲା ସାର୍ଟ ବି ଖୋଲିହେଲାନି। ମୁଁ ଦୌଡିକି ଗଲି ପାଣି ଆଣିବା ପାଇଁ, ପାଣି ଆଣିକି ଆସିଲା ବେଳେ ମୋ ଗୋଡ଼ ଖସିଗଲା ଓ ମୁ ଜୋର ରେ ପଡ଼ିଗଲି ୟାପରେ ବାହାରକୁ ଯାଇ ଜୋରରେ ଚିତ୍କାର କଲି ଲୋକଙ୍କୁ ଡାକିଲି ସେମାନେ ଆସିଲେ ହେଲେ ଆସିଲା ବେଳକୁ ନିଆଁ ସାରା ଦେହରେ ଲାଗି ଯାଇଥିଲା । ପରେ ଆମେ ମେଡିକାଲ ନେଇଯାଇଥିଲୁ ହେଲେ ସେଠି ଡାକ୍ତର କହିଲେ ସେ ଆଉ ନାହାନ୍ତି । ଶାଶୁଘର ଲୋକ ତାଙ୍କୁ କାଇଁ ଦୋଷ ଦେଉଛନ୍ତି ବୋଲି ପଚାରିବାରୁ କହିଲେ, ସେମାନେ ସେପରି ନୁହନ୍ତି, ସେମାନେ ମୋତେ ବହୁତ ଭଲ ପାଆନ୍ତି ଝିଅ ପରି ଦେଖନ୍ତି କିଛି ଭୁଲ ବୁଝାମଣା ହୋଇଥିବ, ନହେଲେ ସେମାନେ ସେପରି କହିନଥିବେ।

ଭିଡ଼ିଓ ଦେଖିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ – https://fb.watch/7N19LLjeht/

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *