ବିଦ୍ୟାଭାରତୀ ବାଉଳା ରେ ମିଡ଼ିଆ କୁ କହୁ କହୁ କହିଦେଲେ ସବୁ ସତ….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟଙ୍କ ମୃତ୍ୟୁ ଦିନର କଥା ପଚାରିବାରୁ ଏପରି ଉତ୍ତର ଦେଲେ ବିଦ୍ୟାଭାରତୀ, ଶାଶୁଘର ବିଷୟରେ କଣ କହିଲେ ଜାଣନ୍ତୁ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୋସିଆଲ ସାଇଟରେ  ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ, ଏବେ ମଧ୍ୟ ଆମ ଓଡ଼ିଶାର ଏକ ହତ୍ୟା ଘଟଣା ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି, ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କର ମୃ-ତ୍ୟୁ ଘଟଣା।ତେବେ ସୌମ୍ୟରଂଜନ ନୂଆ କରୀ ବିବାହ କରିଥିଲେ, ଏବଂ ସେମାନଙ୍କର ପ୍ରେମ ବିବାହ ହୋଇଥିଲା, ବିବାହର କିଛି ଦିନ ପରେ ହିଁ ସୌମ୍ୟ ପୋଡି ହୋଇ ମୃ-ତ୍ୟୁବରଣ କରିଥିଲେ। ସୌମ୍ୟଙ୍କ ଏହି ମୃତ୍ୟୁ କୁ ଏକ ଦୁର୍ଘଟଣାର ରୂପ ଦିଆଯାଉଥିଲେ ବି ତାଙ୍କ ପରିବାର ଦାବି କରିଛନ୍ତି କି ଏହା ଏକ ତିଆରି ହୋଇଥିବା ପ୍ଲାନ୍ ଯାହା ଦ୍ୱାରା କି ଆମ ପୁଅ କୁ ହତ୍ୟା କରାଯାଇଛି, ସେମାନେ ସିଧାସଳଖ ଭାବେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଙ୍କୁ ଦୋଷ ଦେଉଛନ୍ତି, ଆଉ ସିଏ ମଧ୍ୟ ଏବେ ପୋଲିସର ସନ୍ଦେହ ଘରକୁ ଆସିଲେଣି। ତେବେ ସେହି ଖବର ଉପରେ ଏବେ ଏକ ଭିଡିଓ ପୁଣି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି, ତେବେ ଦେଖିବା ଆସନ୍ତୁ ଏହି ଖବର ସମ୍ପର୍କରେ। 

 

ଏହି କିଛି ଦିନ ହେବ ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଂଜନ ଙ୍କ ମୃ-ତ୍ୟୁ ଘଟଣା ପୁରା ଓଡିଶା ସାରା ଏକ ବଡ ଖବର ହୋଇଯାଇଛି। କାହିଁକି ନା ସୌମ୍ୟ ଏବଂ ବିଦ୍ୟାଭାରତୀ ଙ୍କର ନୂତନ କରି ବିବାହ ହୋଇଥିଲା, ଏବଂ ବିବାହର କିଛି ଦିନ ପରେ ହିଁ ନିଆଁରେ ପୋଡି ହୋଇ ସୌମ୍ୟ ଙ୍କର ମୃ-ତ୍ୟୁ ହୋଇଯାଇଥିଲା, ଏହି ନିଆଁରେ ସୌମ୍ୟଙ୍କର ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିଲା ଯାହାପରେ କି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମୃତ୍ୟୁ ଘଟଣା କୁ ଅନେକ କଥା ସାମ୍ନା କୁ ଆସିଲା, ଅନେକ ଲୋକ ମାନେ ମଧ୍ୟ ସନ୍ଦେହ ଘେରକୁ ଆସିଲେ, ସନ୍ଦେହ ଘେରର ପ୍ରଥମେ ଥିଲେ ତାଙ୍କର ନୂତନ ବିବାହିତା ସ୍ତ୍ରୀ ବିଦ୍ୟାଭାରତୀ। ସୌମ୍ୟ ଙ୍କ ପରିବାରଙ୍କର କହିବା କଥା କି ବିଦ୍ୟାଭାରତୀ ହିଁ ଯୋଜନାବଦ୍ଧ ଭାବେ ସୌମ୍ୟ ଙ୍କୁ ମାରି-ଛନ୍ତି, ଏବଂ ପରେ ଏହାକୁ ଏକ ଦୁର୍ଘଟଣାର ରୂପ ଦେଉଛନ୍ତି। ଏହାସହ ବିଦ୍ୟାଭାରତୀଙ୍କର ଅନ୍ୟ କେଉଁ ପର ପୁରୁଷଙ୍କ ସହ ସମ୍ପର୍କ ଥିବା କଥା ମଧ୍ୟ ସେମାନେ ପୋଲିସ ପାଖରେ ଅଭିଯୋଗ କରିଛନ୍ତି। 

 

ଏହି ସବୁ କଥାକୁ ଏବଂ ସୌମ୍ୟଙ୍କ ମୃତ୍ୟୁ ଦିନର ଘଟଣା କୁ ନେଇ ଯେତେବେଳେ ବିଦ୍ୟାଭାରତୀଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ କି, ସେଦିନ ଆମେ ଦୁଇଜଣ ଏକାଠି ବସିଥିଲୁ, ମୁଁ ତାଙ୍କ ଫୋନ୍ ରେ ଗେମ୍ ଖେଳୁଥିଲି, ସେ ମୋ ଚୁଟିରେ ଲାଗୁଥିଲେ। ଆଉ ସେ କିଛିସମୟ ପାଇଁ ବାହରକୁ ଗଲେ ଏହାପରେ ମୁଁ ଆମ ରୋଷେଇଆ ଙ୍କୁ ଖାଇବା କଥା ପଚାରିଲି ସେ କହିଲେ ହଁ ଖାଇବା ହୋଇଗଲାଣି। ଏହାପରେ ସୌମ୍ୟ ବାହାରୁ ଆସି ରୋଷେଇଘର ଭିତରୁ ଗଲେ ସେଠାରୁ ଆସିଲା ବେଳକୁ ତାଙ୍କ ସାର୍ଟର ହାତରେ ଟିକେ ନିଆଁ ଲାଗିଥିଲା, ମୁଁ ଲିଭେଇବା ପାଇଁ ଗଲାବେଳକୁ ନିଆଁ ଅଧିକା ଲାଗିଗଲା ସାର୍ଟ ବି ଖୋଲିହେଲାନି। ମୁଁ ଦୌଡିକି ଗଲି ପାଣି ଆଣିବା ପାଇଁ, ପାଣି ବାଲ୍ଟି ନେଇ ଆସିଲା ବେଳେ ଗୋଡ ଖସିଗଲା ତଳେ ପଡିଗଲି। ୟାପରେ ବାହାରକୁ ଯାଇ ଯେତେ ଜୋରରେ ହବ ସେତେ ଜୋରରେ ପାଟି କରି ବାହାର ଲୋକଙ୍କୁ ଡାକିଲି ସେମାନେ ଆସିଲା ବେଳକୁ ଏପରି ହୋଇଗଲା। ଶାଶୁଘର ଲୋକ ତାଙ୍କୁ ଦୋଷ ଦେଉଛନ୍ତି ବୋଲି ପଚାରିବାରୁ କହିଲେ, ସେମାନେ ସେପରି କହି ନଥିବେ, ସେମାନେ ମୋତେ ବହୁତ ଭଲ ପାଆନ୍ତି ଝିଅ ପରି ଦେଖନ୍ତି କିଛି ମିସ୍ଅଣ୍ଡରଷ୍ଟାଣ୍ଡିଙ୍ଗ୍ ହୋଇଥିବ, ନହେଲେ ସେମାନେ ସେପରି କହିନଥିବେ।

ଭିଡ଼ିଓ ଦେଖିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ – https://fb.watch/7N19LLjeht/

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *