ଦେହର ଭୋକ ମେଣ୍ଟିଲା ପରେ । ଚାଲିଲା ହାଇ ପ୍ରୋଫାଇଲ ଡ୍ରାମା ରାଜଧାନୀ ରାଜରାସ୍ତା ରେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଫୁଲମାଳ ଆଣ ଆଉ ମୋ ବାହାଘର ଏଇଠି ରାସ୍ତାରେ ହିଁ କରେଇ ଦିଅ । ଏ ମିଡିଆ ଭାଇମାନେ ମୋ ବାହାଘର ଏଇଠି  କରେଇ ଦିଅ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଦର୍ଶକବନ୍ଧୁ ଆମ ଆଖ ପାଖରେ ଏଭଳି ସବୁ ଘଟଣା ମାନ ଘଟିଯାଉଛି ଯେ ଯାହାକୁ ଆପଣ ମାନେ ବୋଧହୁଏ କୌଣସି ସିନେମା ରେ ହିଁ ଦେଖୁ ଥିବେ । ଆମ ସମାଜରେ ଚାରି ପାଖରେ ପ୍ରେମର ବହୁତ ଉଦାହରଣ ସବୁ ଦେଖିବାକୁ ମିଳିଥାଏ ମଧ୍ୟ । ତେବେ ଆମେ ଏଠାରେ କାହାଣୀଟି ଆରମ୍ଭ କରିବାକୁ ଚାହିଁବୁ ପ୍ରେମ ଶବ୍ଦରୁ । କଥାରେ ଅଛିକି ପ୍ରେମ ଅନ୍ଧ ହୋଇଥାଏ ବୋଲି । ପ୍ରେମ ଏକ ପବିତ୍ର ଶବ୍ଦ ବା ଏକ ପବିତ୍ର ସମ୍ପର୍କ ହେଲେ ଆଜି କାଲି ର ଯୁବକ ଯୁବତୀ ମାନେ ପ୍ରେମରେ ଅନ୍ଧ ହୋଇ ଭଲ ପାଇବା ନାଆଁ ରେ ଏମିକି କିଛି କାମ କରିଦିଅନ୍ତି ଯେଉଁଥି ପାଇଁ କି ତାଙ୍କୁ ଲୋକ ଲଜ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ଏବଂ ତାଛଲ୍ୟ ଓ କଟୁ ଅପଶବ୍ଦ ସହିବାକୁ ମଧ୍ୟ ପଡ଼ିଥାଏ ଜୀବନ ସାରା ପାଇଁ । ଆଜିର ଯୁବ ପିଢ଼ି ମାନେ ପ୍ରେମ ଭଳି ପବିତ୍ର ସମ୍ପର୍କ କୁ କଳଙ୍କିତ କରି ସାରିଲେଣି । 

 

ତେବେ ପ୍ରେମ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଆଉ ସମସ୍ତଙ୍କୁ ମଧ୍ୟ ତାଙ୍କ ପ୍ରେମ ମିଳି ନଥାଏ । ତେବେ କିଛି ଯୁବ ପିଢ଼ି ମାନଙ୍କ ପାଇଁ ଏହି ପବିତ୍ର ସମ୍ପର୍କ ଟି ବଦନାମ୍ ହେଇ ଯାଇଛି । ପ୍ରେମ କୁ ଆଜି କାଲି ର ଯୁବ ପୀଢ଼ି ମାନେ ଏକ ସାଧାରଣ ସମ୍ପର୍କ ବୋଲି ମାନୁଛନ୍ତି । ଆଉ ନିଜ ଇଚ୍ଛା ଅନୁସାରେ ଏବଂ ପରିସ୍ଥିତି ହିସାବରେ ଏହି ସମ୍ପର୍କର ସଂଜ୍ଞା କୁ ବଦଳାଇ ଦେଉଛନ୍ତି । ସେମାନେ ପ୍ରେମ କରିବା ନିଶାରେ ଭୁଲି ଯାଉଛନ୍ତି ତାଙ୍କ ଚତୁଃପାର୍ଶ୍ଵରେ କଣ ସବୁ ଘଟୁଛି । ଜାଣିବା ଅବସ୍ଥାରେ ନରହି ନିଜର କାର୍ଯ୍ୟକଳାପ ଯୋଗୁଁ ବଡ଼ ଅସୁବିଧାରେ ପଡିଥାନ୍ତି ତା ସହିତ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ତେବେ ପ୍ରେମକୁ ସମସ୍ତେ ସମ୍ମାନ ଦେଇ ଥାନ୍ତି । ନିଜର କାମନାର ସୁଖ କୁ ପାଇବା ପାଇଁ ଏହି ପ୍ରେମୀ ଯୁଗଳ ମାନେ ଅତି ନିନ୍ଦନୀୟ ଓ ନୀଚ ସ୍ତରକୁ ଚାଲି ଯାଉଛନ୍ତି।

 

ତେବେ ସେମିତି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରାଜରାସ୍ତାରେ । ସଡ଼କ ଉପରେ ପ୍ରେମୀ ଯୁଗଳ ଦୁଇଜଣ ଝଗଡ଼ା ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଘଟଣା ଟି କିଛି ଏପରି ଥିଲାକି ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଏବଂ ଏକା ସାଙ୍ଗରେ ଲିଭଇନ୍ ରେ ମଧ୍ୟ ରହୁଥିଲେ । ହେଲେ ଯୁବକଙ୍କ କାମନା ବାସନା ଚରିତାର୍ଥ ହୋଇଯିବା ପରେ ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଯୁବକ ଜଣଙ୍କ ତାଙ୍କୁ ଛାଡି ପଳାଇଥିଲେ । ତାପରେ ଯୁବତୀ ଜଣଙ୍କ ଘରୁ ପଳାଇ ଆସିଥିଲେ ଏବଂ ଭୁବନେଶ୍ବରରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିବାର ଜିଦ୍ କରିବସିଥିଲେ । ମିଡ଼ିଆ ଆଗରେ କହିଥିଲେ ଫୁଲମାଳ ଆଣ ମୁଁ ଏଠାରେ ହିଁ ବିବାହ କରିବି । ତାପରେ ଆରକ୍ଷ ଅଧିକାରୀ ସେଠାରେ ପହଞ୍ଚି ସମାଧାନ ପାଇଁ ଦୁହିଁଙ୍କୁ ପୋଲିସ୍ ଷ୍ଟେସନ୍ ନେଇଗଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *