ସୌମ୍ୟଙ୍କ ମୂର୍ତ୍ତୃ ପୂର୍ବରୁ ସୌମ୍ୟଙ୍କ ସହ କରାଯାଇଥିଲା ଏହି ସବୁ ନୃଶଂସ କାମ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟ ଙ୍କ ବାପା କହିଛନ୍ତି ଅନେକ ସତ ।କଣ ଏବେ ସାମ୍ନା କୁ ଆସିପାରିବ କି ପ୍ରକୃତ ଦୋଷୀ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜି କୁ ପ୍ରାୟ ଦେଢ ମାସ ତଳେ ସୌମ୍ୟ ଙ୍କ ର ମୃତ୍ୟୁ ଯାଇଥିଲା । ତେବେ ପ୍ରଥମେ ଏହି ମାମଲା ର ତଦନ୍ତ ପୋଲିସ କରୁଥିବା ବେଳେ ଏବେ କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାରକୁ ନିଜ ହାତକୁ ନେଇଛି । ସଂଢେୟ ଘେର କୁ ଆସିଥିବା ସମସ୍ତ ଚେହେରା କୁ କ୍ରାଇମ ବ୍ରାଞ୍ଚ ଜେରା ମଧ୍ୟ କରିସାରିଲାଣି । ଏହା ପରେ ସତ ସାମ୍ନା କୁ ଆସିପରୁ ନାହିଁ । ଜେରା ସମୟ ରେ ସୌମ୍ୟ ଙ୍କ ପରିବାର ଲୋକେ କୁ ମଧ୍ୟ ଅନେକ ପ୍ରଶ୍ନ ପିଚାର ଯାଇଥିଲା । ଯେତେବେଳେ ସୌମ୍ୟ ଙ୍କ ବାପା ଅଭିରାମ ଙ୍କୁ ପିଚାର ଯାଇଥିଲା ସେତେବେଳେ ସେ କହିଥିଲେ – ମୋ ପୁଅ ର ୯୫ ପ୍ରତିଶତ ପୋଡ଼ିଗଲା ପରେ ମଧ୍ୟ ବିଦ୍ୟା ଭାରତୀ  ଜାଣିପାରିଲା ନାହିଁ କେମିତି ? ସେଠାରେ ସେହି ସମୟ ରେ ରୋଷେ ଇ ୟା  ବିତ ସେଠି ଥିଲା ସେ କଣ କଲା  ସେ କାହିଁକି ବଞ୍ଚେଇପରିଲାନି ସୌମ୍ୟ ଙ୍କୁ । ଯେତେବେଳେ କ୍ରାଇମବ୍ରାଞ୍ଚ୍ ସୌମ୍ୟ ଙ୍କ ବାପା କୁ ପଚାରିଲେ କି ବିଦ୍ୟା ଭାରତି ନା କାହିଁକି ଦୀୟଯାଇଥିଲ। ତା ତାଙ୍କ ବାପା କହିଥିଲେ। DFO ସହିତ ବିଦ୍ୟା ଭାରତୀର ଅନୈତିକ ସମ୍ପର୍କ ରହିଛି ତେଣୁ  ତାଙ୍କ ନାଁ ଦିଆଯାଇ ଛି । ଆଉ ସେ ବିଶ୍ଵାସ ର ସହିତ କହିଛନ୍ତି କି ମୋ ପୁଅ କେବେ ଆତ୍ମହତ୍ୟା କରିନାହିଁ ତାକୁ  ଯୋଜନା ମୁତାବକ ହତ୍ୟା କରାଯାଇଛି ।

       

 

ଏହା ପରେ ସେ ଏହା ମଧ୍ୟ କହିଥିଲେ କି ସୌମ୍ୟ ଙ୍କ ର ଜିଭ କରାଯାଇଥିଲା ଏବଂ ତାର ଅଣ୍ଡକୋଷ ମଧ୍ୟ କଟା ଯାଇଥିଲା। ସୌମ୍ୟ ପୋଡିସରିବା ପରେ ତାକୁ ହସ୍ପିଟାଲ୍ ରେ ଚିକିଷ୍ୟା କରାନଯାଇ  ତାକୁ ମୃତ୍ୟୁ କାଳୀନ ଜମାନ ବାନ୍ଧି କୁ ନୀୟଗଲା କାହିଁକି। ଆଉ ଏହି କଥା ଘର ଲୋକ କୁ ଜଣାଗଲା ନାହିଁ କାହିଁକି। ତାକୁ ପାଖରେ ଥିବା ହସ୍ପିଟାଲ୍ ନିଆ ନା ଯାଇ କାହିକି କଟକ ନିଆ ଗଲା।  ତାହାଲେ ତାଙ୍କର କୌଣସି ଉଦ୍ଦେଶ୍ୟ ଖରାପ ଥିଲା। 

ସୌମ୍ୟ ଙ୍କ ର ବାପା କହିଲେ କି ସୌମ୍ୟ ମତେ କହିଥିଲା ବିଦ୍ୟା ଭାରତୀ ସହିତ ଡିଏଫଓର ଅନୈତିକ ସମ୍ପର୍କ ଥିଲା ସେଇଥି ପାଇଁ ଥାନା ରେ ବିଦ୍ୟଭରଟି ନା ଦିଆଯାଇଥିଲା । ଆଉ ସୌମ୍ୟ ସବୁବେଳେ ତାଙ୍କ ବାପା କୁ କହୁଥିଲେ କି ତାଙ୍କୁ ସେଠାରେ ଭଲ ଲାଗୁନି । ଡିଏଫଓ ବହୁତ ହଇରାଣ କରୁ ଛନ୍ତି। DFO ରାତିରେ ଡିୟୁଟି ପାଇଁ ଡାକୁଛନ୍ତି । ସେଥି ପାଈ  ସୌମ୍ୟ ଙ୍କ ପରିବାର ଲୋକ DFO ଓ ବିଦ୍ୟା ଏବଂ ରସୀୟା କୁ ସନ୍ଦେହ କରୁଛନ୍ତି। ଏହା ଏକ ଷଡ଼ଯନ୍ତ୍ର ମୃତ୍ୟୁ ବଳି କହିଛନ୍ତି  ସୌମ୍ୟ ଙ୍କ ପରିବାର ଲୋକ। ଏତେ ସବୁ ପ୍ରମାଣ ଦେଲା ପରେ ବି ଏବେ କେବଳ ଅପେକ୍ଷା ନ୍ୟାୟ କେବେ ମିଳିବ ସୌମ୍ୟରଞ୍ଜନ ଙ୍କ ପରିବାର ଲୋକେ କୁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *