ସିଦ୍ଧାର୍ଥ ଶୁକ୍ଳା ଙ୍କ ଶେଷ ପୋଷ୍ଟ ଦେଖିଲେ ଆପଣ ବି ତାଯୁବ ହେଇଯିବେ । ଆଖିରେ ଲୁହ ଆସିଯିବ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆସିଲା ଆଉ ଏକ ଦୁଃଖଦ ଖବର । ପୁଣି ଟିଭି ପରଦା ଜଗତ ହରାଇଛି ଏକ ଷ୍ଟାର୍  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଟିଭି ପରଦା ର ଆଉ ଜଣେ ସୁମନ ଧନ୍ୟ ଷ୍ଟାର କୁ ଆଜି ହୋରାଇଦେଚି। ଆଜି ସିଦ୍ଧାନ୍ତ ଶୁକ୍ଳା ଦେହାନ୍ତ ଯାଇଛି । ସିଦ୍ଧାନ୍ତ ଶୁକ୍ଳା ଜଣେ ଲୋକ ପ୍ରିୟ ଅଭିନେତା ଥିଲେ। କୋଲର୍ ଚେନାଲ ଦ୍ବାରା ସେ ସେ tv ଜଗତ ରେ ସେ ପାଦ ଦେଇଥିଲେ । ଆଉ ତାଙ୍କ ଜୀବନ ର ସବୁଠୁ ସଫଳତା ତାଙ୍କୁ ବିଗ୍ ବସ୍ ର ବହି ଜିତିଲା ପରେ ମିଳିଥିଲା ।ଗତ ବର୍ଷ ବିଗ୍ ବସ୍ ର ସେ ଉଇନର ହୋଇଥିଲା। କୋଲର୍ ର ଦିଲ୍ ସେ ଦିଲ୍ ତକ୍ ସେରିଆଲ୍ ଟି ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଦେଇଥିଲା। ଏହି ସେରିଆଲ ଦ୍ବାରା ସେ ଅନେକ ନାମ କରିଥିଲେ ।ଘରେ ଘରେ ତାଙ୍କୁ ସମସ୍ତେ ପସନ୍ଦ କରୁଥିଲେ। ଏହା ପରେ ବିଗ୍ ବସ୍ ରେ ସେ ଭଲ ଖେଳି ବିଗ୍ ବସ୍ ର କିତାବ୍ ହାସଲ କରିଥିଲେ । ଏହି ବିଗ୍ ବସେ ରେ ସେହେନାଜ୍ ସହିତ ତାଙ୍କର ନକ୍ ଝକ କୁ ଲୋକେ ଅନେକ ପସନ୍ଦ ମଧ୍ୟ କରିଥିଲେ ।

          

 

ହେଲେ କିଏ ଜାଣିଥିଲା ତାଙ୍କ  ଜୀବନ ଦୀପ ଏହି ଭଳି ଲିଭିଯିବ ବଳି। ଗତ ବର୍ଷ ସୁଶାନ୍ତ କୁ ହରାଇବା ର ଦୁଃଖ ଅପର୍ଯ୍ୟନ୍ତ୍ ଲୋକ ଭୁଲି ପାରିନାହାନ୍ତି ଆଜି ପୁଣି ସିଦ୍ଧାନ୍ତ ଙ୍କ ମୃତ୍ୟୁ tv ପରଦା ଜଗତ ରେ ଆତଙ୍କ ଖେଳାଇ ଦେଇଛି ।କିଛି ଦିନ ପୂର୍ବ ରୁ ସିଦ୍ଧାନ୍ତ ଶୁକ୍ଳା ତାଙ୍କର instagram ଆଇଡି ରେ  ଲାଇଫ ଲାଏନି ଗ୍ରଫ୍ ର ଏକ ଫୋଟୋ ପଷ୍ଟ୍ କରିଥିଲେ ।ଯାହା ଦେଖିବା ପରେ ଏବେ ଲାଗୁଚି ସେ ହୁଏ ତ ତାଙ୍କ ମୃତ୍ୟୁ ର ସୂଚନା ତାଙ୍କୁ ଆଗରୁ ମିଳି ଯାଇଥିଲା । ଆଉ ଆଜି ଦୁନିଆ ଠୁ ଆଲବିଦା ନେଇଛନ୍ତି ଏହି ସୁପର୍ ଷ୍ଟାର। ସିଦାର୍ଥ ଏହି ପୋଷ୍ଟା ଟି ୨୪ ଅଗଷ୍ଟ ରେ କରିଥିଲେ ଆଉ ତାହା ହି ତାଙ୍କର ଶେଷ ପୋଷ୍ଟ ଥିଲା ।ରିପୋର୍ଟ ର ସୂଚନା ଅନୁସାରେ  ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ହାର୍ଟ ଆଟାକ୍‌ରେ ହୋଇଥିବା ର କୁହାଯାଇଛି ।  କୁପର ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା  ଏହା ର ସୂଚନା ଦେଇଛନ୍ତି ଶୁଣିବାକୁ ମିଳୁଛି  ଯେ ସିଦ୍ଧାର୍ଥ ଶୋଇବା ପୂର୍ବରୁ ମେଡିସିନ୍‌ ଖାଇଥିଲେ କିନ୍ତୁ ସେ କେଉଁ ଔଷଧ ଖାଇଥିଲେ ତାହା ଜଣାପଡ଼ିନାହିଁ। ସେ ରାତିରେ ଶୋଇବା ପରେ ସକାଳେ ଆଉ ଆଖି ଖାଲି ନଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ tv ପରଦା ସମେତ ତାଙ୍କ ଫାନ୍ ମାନେ ସ୍ତବ୍ଧ ହୋଇଯାଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *