ପାକିସ୍ତାନ କରୁଛି ଭାରତ ପାଇଁ ଭୟଙ୍କର ଷଡ଼ଯନ୍ତ୍ର। ଜାଣିଲେ ରକ୍ତ ଗରମ ହେଇଯିବ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପାକିସ୍ତାନ ଭାରତ ପାଇଁ କରୁଛି ନୂଆ ଚକ୍ରବ୍ୟୁହ….ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାରତ ରେ ଯେପରି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଭିନ୍ନ ଭିନ୍ନ ଧରଣର ଲୋକ ବସବାସ କରିଥାନ୍ତି । ସେହିପରି ସାରା ବିଶ୍ୱରେ ଭିନ୍ନ ଭିନ୍ନ ଦେଶ ପ୍ରାନ୍ତରର ଲୋକ ବାସ କରିଥାନ୍ତି । ତେବେ ଆଫଗାନିସ୍ତାନ କିପରି ଟାଲିବାନ ଅଧିନସ୍ଥ ହୋଇଛି ଏହା ଆପଣ ମାନେ ପ୍ରାୟତଃ ଜାଣିଥିବେ । ସେହିପରି ପାକିସ୍ତାନ ରାଷ୍ଟ୍ର କିଛି ନୂଆ କୂଟନୀତି ଆରମ୍ଭ କରିଛି ବୋଲି ଜଣାପଡିଛି । ତେବେ ଆସନ୍ତୁ ନଜର ପକେଇବା ସେହି ବିଷୟ ବସ୍ତୁ ଉପରେ । 

 

ପାକିସ୍ତାନ ଏଭଳି ଏକ ରାଷ୍ଟ୍ର ଯାହା କି ସବୁବେଳେ ମିଥ୍ୟା ପ୍ରବଞ୍ଚନା କରିଥାଏ । ଆଉ ଏହି କଥା ସମଗ୍ର ବିଶ୍ଵ ବାସୀ ଙ୍କୁ ଜଣା । ତେବେ ସୋସିଆଲ ମିଡିଆରେ ରେ ଶୁଣିବାକୁ ମିଳୁଛି ଯେ ପାକିସ୍ତାନ ଏକ ନୂଆ ଦେଶ ପ୍ରସ୍ତୁତ କରିଛି । ଆଶ୍ଚର୍ଯ୍ୟ ଜନକ ହେଲେ ମଧ୍ୟ କଥାଟି ସତ ଅଟେ । ଆଉ ଏହି ନୂତନ ଦେଶ ଆମ ଭାରତବର୍ଷ ପାଇଁ ବିପଦମୟ ହେବ ବୋଲି ସୂଚନା ମିଳିଛି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଯେଉଁ ଦେଶ ନିଜର ଦେଶବାସୀ ଙ୍କୁ ଉପଯୁକ୍ତ ଆବଶ୍ୟକ ପ୍ରଦାନ କରିପାରୁନାହିଁ ଏପରିକି ଦେଶର ସୁରକ୍ଷା ପାଇଁ ସେନା ବାହିନୀ ଯୋଗାଇ ପାରୁନାହିଁ , ସେ ଦେଶ କିଭଳି ଏକ ନୂଆ ଦେଶ ନିର୍ମାଣ କରିପାରୁଛି । ଆତଙ୍କବାଦ ତଥା ସନ୍ତ୍ରାସବାଦ ଆଦିର କେନ୍ଦ୍ର ପୀଠ ହେଉଛି ପାକିସ୍ତାନ । କାରଣ ସେହି ସ୍ଥାନରେ ହିଁ ଏଭଳି ଅନୈତିକ କାର୍ଯ୍ୟ ଉପରେ ପ୍ରଶିକ୍ଷଣ ଦିଆଯାଇଥାଏ । ଆଫଗାନିସ୍ତାନ ଯେଉଁ ତାଲିବାନିଷ୍ଟାନ୍ ହୋଇଛି ଏହାର ମୁଖ୍ୟ କାରଣ ହେଉଛି ପାକିସ୍ତାନ । କାହିକିଁ ନା ଏହି ତାଳିବାନ ମାନଙ୍କର ସୃଷ୍ଟି ପାକିସ୍ତାନ ଭୂମି । 

 

ଜଣେ ସେନା ର ପରମ କର୍ତ୍ତବ୍ୟ ହେଉଛି ବିଭିନ୍ନ ବିପଦରୁ ଦେଶକୁ ଉଦ୍ଧାର କରିବା । କିନ୍ତୁ ଆଫଗାନିସ୍ତାନ ଡିଫେନ୍ସ ମିନିଷ୍ଟର ଙ୍କ ପାଇଁ ଆଫଗାନିସ୍ତାନ ସରକାର ହଟିଯାଇ ତାଲିବାନ ସରକାର ରାଜୁତି କରୁଛି । ସୂଚନା ଅନୁଯାୟୀ ଆଫଗାନିସ୍ତାନ ର ସେନା ସଂଖ୍ୟା ୩ ଲକ୍ଷ ଥିବା ବେଳେ ତାଲିବାନ ସେନା ସଂଖ୍ୟା ମାତ୍ର ୮୦ ହଜାର ଅଟେ । ବାହୁବଳ ଥାଇ ମଧ୍ୟ ଆଫଗାନିସ୍ତାନ ପରାଜିତ ହୋଇଛି । କାହିକିଁ ନା ଆଫଗାନିସ୍ତାନର ସମସ୍ତ ସେନା ଉପଯୁକ୍ତ ତାଲିମ ପ୍ରାପ୍ତ ସେନା ନୁହନ୍ତି । ଡିଫେନ୍ସମିନିଷ୍ଟର ଙ୍କ ଅନୈତିକକାର୍ଯ୍ୟକଳାପ ଯୋଗୁ ଏଭଳି ପରିସ୍ଥିତି ଦେଖା ଦେଇଛି । ଅନ୍ୟପକ୍ଷେ ତାଲିବାନ ଭାରତ ସହ ସୁସମ୍ପର୍କ ରଖିବା ପାଇଁ ଚାହିଁଛି । ଏହା ମଧ୍ୟ ପାକିସ୍ତାନ ର ଚକ୍ରାନ୍ତ ବୋଲି ଜଣା ପଡ଼ୁଛି । ସୂଚନା ଅନୁଯାୟୀ ପାକିସ୍ତାନ ଭାରତ ର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର କୁ ନିଜ ଦେଶକୁ ସ୍ଥାନାନ୍ତର କରିବା ପାଇଁ ତାଲିବାନକୁ ପ୍ରସ୍ତାବ ଦେଇଥିଲା । ହେଲେ ତାଲିବାନ ଏହାକୁ ପ୍ରତ୍ୟାଖ୍ୟାନ କରିଛି । ଭାରତ ପାକିସ୍ତାନ ମଧ୍ୟରେ ଥିବା ବିବାଦ ଭିତରେ  ତାଲିବାନ ହସ୍ତକ୍ଷେପ କରିବ ନାହିଁ ବୋଲି ମନା କରିଛି । ଯାହାକି ସ୍ପଷ୍ଟ ଭାବରେ ଖବରକାଗଜରେ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଭାରତ ସରକାର ଏନେଇ କଣ ପଦକ୍ଷେପ ଗ୍ରହଣ କରିବେ ଭାରତବାସୀ ଅପେକ୍ଷା ରେ ଅଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *