ଆଜି ଚାଲିଗଲେ ବଲିଉଡ ର ଭାଇଜନ । ବଲିଉଡ ସୁପରଷ୍ଟାର….ଯାହାଙ୍କ ନାଁ ଶୁଣିଲେ….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ହିନ୍ଦୀ ଫିଲ୍ମ ଜଗତ ରେ ଖେଳି ଯାଇଛି ଦୁଃଖ ର ଛାୟା । ସିଦ୍ଧାର୍ଥ ଶୁକ୍ଳା ଙ୍କ ର ମୃତ୍ୟୁ ବରଣ ହୋଇଛି । ତେବେ କଣ ରହିଛି ଏହି ଦୁଃଖଦ ଖବର ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୁନିଆ ରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଆମେ ସମସ୍ତେ ହିନ୍ଦୀ ଫିଲ୍ମ ଓ ସିରିଏଲ୍ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ହିନ୍ଦୀ ରିଆଲିଟି ସୋ ଦେଖିବା ପାଇଁ ଅଧିକ ମାତ୍ରା ରେ ଭଲ ପାଆନ୍ତି । ସେହି ଭଳି ଭାବରେ ହିନ୍ଦୀ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ  ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ବେଳେ ବେଳେ ମଧ୍ୟ ଏମିତି କିଛି ହୋଇଥାଏ  କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ବହୁତ୍ ଦୁଃଖିତ କରି ଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଘଟଣା ଘଟିଥାଏ ଯାହା ପାଇଁ ଚାରିଆଡେ ଶୋକ ର ଛାୟା ଖେଳିଯାଇଥାଏ ।

 

ସେହି ଭଳି ଭାବେ ଏବେ ହିନ୍ଦୀ ଫିଲ୍ମ , ସିରିଏଲ୍ ଓ ବିଗବୋସ ଦେଖୁଥିବା ଲୋକ ମାନଙ୍କ ପାଇଁ  ଖେଳି ଯାଇଛି ଶୋକ ର ଛାୟା । ଏବେ ପର ଲୋକ ରେ ସିଦ୍ଧାର୍ଥ ଶୁକ୍ଳା । ହୃଦ୍ଘାତ ପାଇଁ ସିଦ୍ଧାର୍ଥ ଶୁକ୍ଳା ଙ୍କ ର ମୃତ୍ୟୁ ଘଟିଛି । ବିଗବୋସ ରେ ମଧ୍ୟ ସିଯିନ ୩୦ ରେ ମଧ୍ୟ ସେ ନିଜେ ବିଜେତା ହୋଇଥିଲେ । ସେ ଜଣେ ବହୁତ୍ ଭଲ ବିଜେତା ହିସାବ ରେ ଖୁବ୍ ଜଣା ଶୁଣା । ସେ ମଧ୍ୟ ସିରିଆଲ ବାଳିକା ଵୋଧୁ ରେ ଅଭିନୟ କରୁଥିଲେ ଓ ଏଥି ସହିତ ସେ ନିଜର ସୁନ୍ଦର୍ ଚେହେରା ଓ ସୁନ୍ଦର୍ ଅଭିନୟ ପାଇଁ ବହୁତ୍ ଗୁଡ଼ିଏ ପ୍ରଶଂସା ସାଉଁଟି ପାରିଥିଲେ । ସେ ମୁମ୍ବାଇ ରେ ଥିବା ଉପର ହସ୍ପିଟାଲ୍ ରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । 

 

ହନ୍ତିସଶର୍ମା କି ଦୁଲହନିଆ ଚଳଚ୍ଚିତ୍ର ରେ ସେ ଅଭିନୟ କରିଥିଲେ । ତାଙ୍କ ର ସେହି ସୁନ୍ଦର୍ ଅଭିନୟ ଲୋକ ଙ୍କ ମନ କୁ ଏତେ ପରିମାଣ ରେ କିଣି ପାରିଛି ଯାହା ପାଇଁ  ତାଙ୍କର ମୃତ୍ୟୁ ହେବା ପରେ ପରେ ତାଙ୍କ ପ୍ରଶଂସକ ଙ୍କ ଠାରେ ଖୁବ୍ ଦୁଃଖ ର ଛାୟା ଖେଳି ଯାଇଛି । ଅଗସ୍ତ୍ୟ ଭୂମିକା ରେ ଅଭିନୟ କରିବାରେ ମଧ୍ୟ ସେ ଦେଖା ହୋଇଛନ୍ତି । ସେ ଅଶୋକ ଶୁକ୍ଳା ଓ ରିତା ଶୁକ୍ଳା ଙ୍କ ଠୁ ୧୯୮୦ ଡିସେମ୍ବର ୧୨ ରେ ଜନ୍ମ ଗ୍ରହଣ କରିଥିଲେ । ଏବେ ଏବେ ତାଙ୍କ ସହିତ ତାଙ୍କ ମାଆ ଓ ଦୁଇ ଭଉଣୀ ରହୁଥିଲେ ।  ତାଙ୍କ ପାଇଁ ତାଙ୍କ ଫ୍ୟାନ ମାନେ ସମସ୍ତ ଆକାଉଣ୍ଟ ରେ ସୁଖ ପ୍ରକାଶ କରୁଥିବାର ନଜର କୁ ଆସିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *