ହେଲା ଗଣନା ନବୀନ ଆଉ ଏତିକି ଦିନ କରିବେ ଓଡ଼ିଶାରେ ଶାସନ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସାମ୍ନାକୁ ଆସିଲା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ର ଭବିଷ୍ୟବାଣୀ । ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି ଜ୍ୟୋତିଷ୍କ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜରେ ଲୋକ ଆଗ କାଳ ରୁ ଆଉ ଆବେ ମଧ୍ୟ ଭବିଷ୍ୟବାଣୀ ଉପରେ ବହୁତ ଭରସା କରିଆସିଛନ୍ତି। ଲୋକ ମାନକ ର ବିଶ୍ଵାସ ଯେ ଭବିଷ୍ୟବାଣୀ ସବୁବେଳେ ସତ ହେଇଥାଏ ଓ ଏହା କୁ ଶୁଣିବାକୁ ସବୁବେଳେ ମନ ରେ ଆଗ୍ରହ ଜାତ ହେଇଥାଏ। ସେମିତି ଏକ ଭବିଷ୍ୟ ବାଣୀ ଆମେ ଆଜି ନେଇ ଆସିଛୁ ଆପଣ ଙ୍କ ନିକଟ କୁ ଯାହା ଆପଣ ବି ଶୁଣିବାକୁ ଇଛା କରିବେ। ତେବେ ଜଣେ ସୁନାମ ଧନ୍ୟ ଜ୍ୟୋତିଷିକ ଆମ ପ୍ରଧାନମନ୍ତ୍ରୀ  ଙ୍କ ଭବିଷ୍ୟ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ଆମ ଓଡ଼ିଶାର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଷୟରେ ଭବିଷ୍ୟ ବାଣୀ କରିଛନ୍ତି। ଦୀର୍ଘ କିଛିଦିନ ହେବ ବିଜେଡି ଦଳରେ ମୁଖ୍ୟ ନେତା ଭାବେ ସେ କାର୍ଯ୍ୟ କରିଆସୁଛନ୍ତି । ତେବେ ଏହି ଭବିଷ୍ୟବାଣୀ ରେ ଜ୍ୟୋତିଷ୍କ ଜଣାଇଛନ୍ତି କି ଆମ ଓଡ଼ିଶା ର ପ୍ରଧାନ ମନ୍ତ୍ରୀ ଆଉ କେତେଦିନ ଓଡ଼ିଶା ର ଶାସନ ଭାର ବହନ କରିବେ। ତେବେ ଆସନ୍ତୁ ଜାଣିବା ଆଉ କେତେଦିନ ଏହି ଭରକୁ ବ ହନ କରିବେ ପ୍ରଧାନମନ୍ତ୍ରୀ।

      

 

୧୯୯୯ ମସିହା ରେ ଆମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକ ଲଣ୍ଡନ ରୁ ଓଡ଼ିଶା ଅଭିମୁଖେ ଯାତ୍ରା କରିଥିଲେ   ଏବଂ ଓଡ଼ିଶା ଲୋକ ଙ୍କ ର ସମତିକ୍ରମେ ଓ ଭୋଟ ଦ୍ବାରା ସେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆସନ ପାଈ ଯୋଗ୍ୟପାତ୍ର ହୋଇ ପାରିଥିଲେ। ତେବେ ଏବେ ଆମେ ଜାଣିବା  ଆମ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ର ଭବିଷ୍ୟ ବିଷୟ ରେ ସେ ଆଉ କେତେଦିନ ଶାସନଭାର ଗ୍ରହଣ କରିବେ ଏବଂ ସେ ଆଉ କେମିତି ଭାବରେ କାର୍ଯ୍ୟ କରିବେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। 

 ତେବେ  ସୁପରିଚିତ ଜ୍ୟୋତିଷ୍କ ସୁରେନ୍ଦ୍ର ସର୍ମା ଙ୍କ ସୂତ୍ର ରୁ ଜଣାପଡିଛି କି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପାଈ ଏହି ବର୍ଷ ଟି ଅତ୍ୟଧିକ ଶୁଭ ଫଳ ପ୍ରାପ୍ତି ହେବ । ଜ୍ୟୋତିଷ୍କ ଙ୍କ କହିବା ଅନୁସାରେ ତାଙ୍କ ରାଶି ମିଧୁନ ଯାଇଥିବା ରୁ ତାଙ୍କ ପାଈ ଏହି ବର୍ଷ ଟି ତାଙ୍କ ପାଈ ବହୁତ ଭଲ ହେବ । ଜ୍ୟୋତିଷ୍କ ଗଣନା ଅନୁସାରେ ଆହୁରି ପ୍ରାୟ ୬ ରୁ ୭ ବର୍ଷ ପର୍ଯ୍ୟନ୍ତ ନବୀନବାବୁ ଶାସନ ଗାଦିରେ ବସି ଶାସନ କରିବେ। ନବୀନବାବୁ ଙ୍କ ର ବିପକ୍ଷରେ ଲୋଢୁଥିବା ନେତା ମାନେ ତାଙ୍କୁ ହରାଇବାକୁ ଅନେକ ଚେଷ୍ଟା କଲେ ମଧ୍ୟ ସେମାନେ ଏଥିରେ ଅସଫଳ ହେବେ। ଆହୁରି ଅନେକ କିଛି ଭଲ ସୂଚନା ମଧ୍ୟ ମିଳିବ । ତେବେ ଆଗକୁ ମଧ୍ୟ ବିଧାନସଭା ର ଆସନ ପାଇ ନିର୍ବାଚନ ରେ ଛିଡ଼ା ହେବେ ନବୀନବାବୁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *