ଆସିଗଲା ଭାଇରଲ ବୟ ଙ୍କ କଣ୍ଠରୁ ବଚପନ କା ପ୍ୟାର ର ଭର୍ସନ ୨…..

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସହଦେବ ଝୁମିଲେ ନିଜ ଗୀତ ରେ । ଫେମସ ହେଲେ ଗୀତ ପାଇଁ । ତେବେ କଣ ରହିଛି ଘଟଣା ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜି ର ସମୟ ରେ ସୋସିଆଲ ମିଡିଆ ଏକ ଏମିତି ପ୍ଲାଟଫର୍ମ ହୋଇ ଯାଇଛି ଯାହା ଦ୍ଵାରା କେହି ବି ସାଧାରଣ ମଣିଷ ରତା ରାତି ସୁପର୍ ଷ୍ଟାର୍ ହୋଇ ଯାଉଛନ୍ତି । ତେବେ ବଚପନ୍ କା ପ୍ୟାର ଗୀତ କୁ ଆପଣ ମାନେ ଶୁଣି ଥିବେ । ଏହି ଗୀତ ବର୍ତ୍ତମାନ ସମସ୍ତ ଙ୍କ ମୁଁହ ରେ ରହିଛି । ଛତିଶଗଡ଼ ର  ଛୋଟ ପିଲା ସହଦେବ ଦିରଦେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରିଛି । ସବୁ ଆଡେ ତାର ଗୀତ ବଚ୍ଚପନ୍ କା ପ୍ୟାର ଗୀତ ଚାଲୁଛି । ସହଦେବ ଏତେ ଫେମସ ହୋଇ ଯାଇଛନ୍ତି ଯେ ତାଙ୍କୁ ଲୋକପ୍ରିୟ ସୋ ଇଣ୍ଡିଆନ୍ ଆଇଡଲ୍ ୧୨ ର ମଞ୍ଚ କୁ ଡକା ଯାଇଥିଲା ।

 

ସହଦେବ ଛତିଶଗଡ଼ ର ସିକମା ଜିଲ୍ଲା ର ଛିଦଗଡ ରେ ରୁହନ୍ତି । ସେ ନିଜ ସ୍ୱର୍ ରେ ବଚପନ୍ କା ପ୍ୟାର ଗୀତ ଗାଇଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ପ୍ରଥମେ ବଳିଓଡ ର ଫେମସ ରେପର୍ ବାଦ ସହା ସହଦେବ କୁ ଡାକିଥିଲେ । ସୂଚନା ମିଳିଛି ବାଦ୍ ସାହା ସହଦେବ ସହିତ ଗୀତ ଗାଈବେ । ଏହା ପୂର୍ବରୁ ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ସହିତ ସହଦେବ ଦେଖା ହୋଇଛି । ଏହି ଗୀତ ରେ ସାଧାରଣ ଲୋକ ଠାରୁ ସୁପର୍ ଷ୍ଟାର୍ ମାନେ ମଧ୍ୟ ଝୁମୁଛନ୍ତି । ରିଲ୍ ରେ ଏହି ଗୀତ ଟ୍ରେଡିଂ ଅଛି । ଅନୁଷ୍କା ଶର୍ମା ମଧ୍ୟ ଏହି ଗୀତ ରେ ଭିଡ଼ିଓ କରିଛନ୍ତି ।  ସେ କହିଛନ୍ତି ଯେ ଏହି ଗୀତ ତାଙ୍କ ରାତି ର ନିଦ ହଜାଇ ଦେଇଛି । ମୁଁ ଶୋଇବା ପାଇଁ ଚେଷ୍ଟା କଲେ ବି ଏହି ଗୀତ ମୋ ମାଇଣ୍ଡ ରେ ଚାଲୁଛି । ସହଦେବ ଏହି ଗୀତ ତାଙ୍କ ସ୍କୁଲ୍ ର ଶିକ୍ଷକ ଙ୍କ ସାମ୍ନା ରେ ଗାଇଥିଲେ । ଏହା ଦୁଇ ବର୍ଷ ପୂର୍ବରୁ ହୋଇ ଥିଲା । ମାତ୍ର ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ରେ ଭାଇରାଲ ହେଉଛି । ଏହି ଗୀତ ର ଓରିଯିନାଲ୍ ଗୀତ ଗୁଜରାଟ ର ସଙ୍ଗୀତକାର କମଲେଶ୍ ବାରୋଟ ଗାଈ ଥିଲେ । ଏହି ଗୀତ ୨୦୧୮ ରେ ରିଲିଜ୍ ହୋଇ ଥିଲା । ମାତ୍ର ୨୦୨୧ ରେ ଏହା ସହଦେବ ଜରିଆରେ ଭାଇରାଲ ହେଲା । ସହଦେବ ଏହି ଗୀତ କୁ ନିଜ ଅନଦାଜ୍ ରେ ଗାଇଲେ ଯାହା ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି । ମିଡ଼ିଆ ସାମ୍ନା ରେ ତାଙ୍କୁ ପ୍ରଶ୍ନ କରା ଯାଇ ଥିଲା ବଡ଼ ହୋଇ ପାଠ ପଢିବାକୁ ଚାହିବେ ନା ଗୀତ ଗାଇବାକୁ । ସେ ପାଠ ପଢିବାକୁ ଚହିବେ ବୋଲି କହିଛନ୍ତି । ସେ ବର୍ତ୍ତମାନ ସପ୍ତମ ଶ୍ରେଣୀ ରେ ପଢୁଛନ୍ତି । ମିଡ଼ିଆ ରେ ସେ ଦୁଇଟି ଗୀତ ଗାଇଥିଲେ । ରାତ୍ ଭର୍ କରନେ ଲଗା ତେରା ଇନ୍ତେଜାର ଓ ବଚପନ୍ କା ପ୍ୟାର ଭୁଲ୍ ନେହିଁ ଜାନା ରେ ଗୀତ ଗାଈ ଝୂମିଥିଲେ । ଏହି ଗୀତ ସୋସିଆଲ ମିଡ଼ିଆରେ ଅଧିକ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *