ଅନୁଭବ ଙ୍କ ଫିଲ୍ମ କୁ ରିଜେକ୍ଟ କରି ବର୍ଷା କରିଲେ ଏହି ହିରୋଙ୍କ ଫିଲ୍ମ ସାଇନ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ବର୍ଷାଙ୍କ ଆଗାମୀ ଫିଲ୍ମ କୁ ନେଇ କିଛି ଏପରି କଥା ଯାହାକୁ ଲୋକ ମାନେ ବିଶ୍ୱାସ କରି ପାରୁନାହାନ୍ତି, ଦେଖନ୍ତୁ ସେହି କଥା କଣ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ  ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। 

 

ତେବେ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହଁନ୍ତି ଆମ ଓଲିଉଡ୍ ଜଗତର ଜଣେ ଅତି ଫେମସ୍ ଅଭିନେତ୍ରୀ ତଥା ଆମ ଓଡିଶାରେ ଘରେ ଘରେ ପରିଚିତ ଏକ ଲୋକପ୍ରିୟ ଚେହେରା ବର୍ଷା ପ୍ରିୟଦର୍ଶିନୀ। ଏହି ଅଭିନେତ୍ରୀ ଜଣକ ଓଡିଶା ରେ ଗଳି କନ୍ଧି ଠାରୁ ଆରମ୍ଭ କରି ଗାଁ ରୁ ସହର ସବୁଆଡେ ପରିଚିତ। ବର୍ଷା ନିଜ ଅଭିନୟ କୁ ନେଇ ଯେତିକି ପରିଚିତ ନିଜ ସୁନ୍ଦରତା କୁ ନେଇ ଠିକ୍ ସେତିକି ପରିଚିତ ଅଟନ୍ତି। ତାଙ୍କର ନିଜର ବ୍ୟକ୍ତିତ୍ୱ ମଧ୍ୟ ଲୋକ ମାନଙ୍କୁ ଖୁବ୍ ଆକର୍ଷିତ କରିଥାଏ। ହିନ୍ଦୁ ଧର୍ମ ରେ ସେ ସର୍ବଦା ଯୋଡି ହୋଇ ରହିଥାଆନ୍ତି କରିବାକୁ ହିନ୍ଦୁ ଧର୍ମ ର ସଂସ୍କୃତି ରେ ସେ ସର୍ବଦା ବାନ୍ଧି ହୋଇ ରହିଛନ୍ତି। ଜଣେ ପାରମ୍ପରିକ ବୋହୂ ହିସାବରେ ତାଙ୍କ ର ବ୍ୟକ୍ତିଗତ ଜୀବନ ର ମୂଲ୍ୟବୋଧ ରହିଛି, ତାଙ୍କ ନାମ ସହିତ ଅନେକ ସ୍ନେହ,ଭଲପାଇବା,ସମ୍ମାନ ଆଦି ଜୋଡି ହୋଇ ରହିଛି। ଅନେକ ଲକ୍ଷ ଲକ୍ଷ ଦର୍ଶକଙ୍କ ପ୍ରଥମ ପସନ୍ଦ ଭାବରେ ସେ ଜଣା ଯାଆନ୍ତି। 

 

 

ଏହି କିଛିବର୍ଷ ହେବ ବର୍ଷାଙ୍କୁ ଫିଲ୍ମ ଲାଇନ୍ ରେ ଆଉ ଦେଖିବାକୁ ମିଳୁନି, ଅର୍ଥାତ୍ ଚଳଚ୍ଚିତ୍ରରେ ଅଭିନୟ କରୁଥିବାର କାହିଁ ଦେଖିବାକୁ ମିଳୁନାହାଁନ୍ତି। ଏମିତିରେ ବି ତାଙ୍କର ଆଉ ଅନୁଭବଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁଁ ସେମାନଙ୍କ ସମ୍ପର୍କ ଏବେ କୋର୍ଟର କାଗଜପତ୍ରରେ, ଆଉ ଏହାପରଠାରୁ ଅନୁଭବ ମଧ୍ୟ ସିନେମା ମାନଙ୍କଠାରୁ ଦୂରେଇ ରହିଛନ୍ତି। ତେବେ ବର୍ଷା ଆଗକୁ ଏକ ଫିଲ୍ମ କରିବାକୁ ଯାଉଛନ୍ତି ଯାହାର ଟାଇଟଲ୍ ରଖାଯାଇଛି ବିଜୟିନୀ। ତେବେ ଏବେ ସୋସିଆଲ୍ ମିଡ଼ିଆରେ ଏକ ଖବର ଭାଇରାଲ୍ ହେଉଛି କି ଏହି ଫିଲ୍ମରେ ବର୍ଷାଙ୍କ ବିପକ୍ଷରେ ଅନୁଭବ କାମ କରିଥାଆନ୍ତେ ହେଲେ ବର୍ଷା ତାଙ୍କୁ ନିଜେ ରିଜେକ୍ଟ କରି ଆଉ ଜଣଙ୍କୁ ବାଛିଛନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭାବେ ମିଛ କଥା, କାରଣ ଏହି ଫିଲ୍ମ ପାଇଁ ଷ୍ଟାରକାଷ୍ଟ ପ୍ରଥମ ରୁ ହିଁ ଫାଇନାଲ୍ ହୋଇ ସାରିଥିଲା, ଆଉ ପରେ କିଛି ବି ପରିବର୍ତ୍ତନ ହୋଇନି କି ବର୍ଷା କାହାକୁ ବି ରିଜେକ୍ଟ କରି ନାହାଁନ୍ତି। ପ୍ରଥମ ଥର ଦେବାଶିଷ ବର୍ଷାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ ବର୍ଷାଙ୍କ ବିପକ୍ଷରେ ତାଙ୍କ ହିରୋ ଭାବେ। ଏହି ଚଳଚିତ୍ରରେ ସୁଧାକାର ବସନ୍ତ ନିର୍ଦ୍ଧେଶନା ଦେବେ, ସଙ୍ଗୀତ ନିର୍ଦ୍ଦେଶନା ଦେବେ ମ୍ୟୁଜିକ୍ ସାଇଣ୍ଟିଷ୍ଟ ପ୍ରେମାନନ୍ଦ। ଏହି ଫିଲ୍ମର ନିର୍ମାଣ କରିବେ ବିଜୟ କନ୍ଦୋଇ ଓ ସଙ୍ଗୀତା କନ୍ଦୋଇ, ଏବଂ ଏହା ବିଦିସା କ୍ରାଫ୍ଟ ପ୍ରଡକ୍ସନ ମାଧ୍ୟମରେ ଆସିବାକୁ ଯାଉଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *