ପୁଣି ଆସି ପହଞ୍ଚିଲା ଆଉ ଏକ ବଡ ଦୁଃଖଦ ଖବର, ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ମୃତ୍ୟୁ ସାରା ସିନେ ଜଗତରେ ଏବେ ଶୋକର ଛାୟା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁଣି ଆସି ପହଞ୍ଚିଲା ଆଉ ଏକ ବଡ ଦୁଃଖଦ ଖବର, ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ମୃତ୍ୟୁ ସାରା ସିନେ ଜଗତରେ ଏବେ ଶୋକର ଛାୟା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗତ ବର୍ଷ 2020 ମସିହା ଏବଂ ଏହି ବର୍ଷ 2021 ତ ଆମ ରାଜ୍ୟ, ଦେଶ ତଥା ସାରା ବିଶ୍ଵ ପାଇଁ ବହୁତ ଖରାପ ରେ ଯାଇଛି ଏବଂ ଯାଉଛି ମଧ୍ୟ। ଏହି ବର୍ଷ ତ ଲୋକ ମାନଙ୍କ ଠାରୁ ସେମାନଙ୍କ ର ଅନେକ କିଛି ଛଡାଇ ନେଇଛି। କରୋନା ଏହି ବର୍ଷ ଲୋକ ମାନଙ୍କ ଠାରୁ ହସ ଖୁସି ସବୁକିଛି ଛଡାଇ ନେଇଛି। ବର୍ଷ ଆରମ୍ଭ ହବାର କିଛି ମାସ ପରେ କରୋନା ଆମ ଦେଶରେ ଦେଖା ଦେଇଥିଲା। ଏହାପରେ ଆମ ଦେଶରେ ଲକ୍ଡାଉନ୍ ହୋଇଯାଇଥିଲା, ହେଲେ ଏହା ସତ୍ତ୍ବେ ବି ଆମ ଦେଶରେ କରୋନା ପଜିଟିଭ୍ ଅନେକ ଲୋକ ବାହାରୁ ଥିଲେ। ଲକ୍ଡାଉନ୍ ସମୟ ରେ ଘରୁ କୁଆଡେ ବାହାରକୁ ଯାଉନଥିଲେ ଏବଂ କରୋନା ର ସଂକ୍ରମଣ କୁ କିଛି ମାତ୍ରାରେ ରୋକାଯାଇ ପାରିଥିଲା। ହେଲେ ବି ଆମ ଦେଶରେ ଅନେକ କରୋନା ପଜିଟିଭ୍ ବାହାରୁ ଥିଲେ ଅନେକ ଲୋକ ଏହା ଯୋଗୁଁ ମୃତ୍ୟୁ ବରଣ ମଧ୍ୟ କରୁଥିଲେ। ଏବେ ମଧ୍ୟ ଆମ ଦେଶରେ କରୋନା ସମ୍ପୂର୍ଣ୍ଣ ଭାବେ ଲୋପ ପାଇ ଯାଇ ନାହିଁ, ଏବେବି ଲୋକ ମାନେ କରୋନା ରେ ପୀଡିତ ଅଛନ୍ତି ଏବଂ ହସ୍ପିଟାଲ୍ ରେ ତାହା ସହ ଲଢେଇ କରୁଛନ୍ତି। ଏହି ଲଢେଇ ରେ କେତେ ଜଣ ଜିତି ଯାଉଛନ୍ତି ଏବଂ ଆଉ କେତେଜଣ ହାରି ଯାଇ ନିଜ ଜୀବନ ମଧ୍ୟ ହରାଉଛନ୍ତି। 

 

ଏହି କରୋନା ବି ଆମ ମାନଙ୍କ ଠାରୁ ଆମ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଆମ ମାନଙ୍କ ଠାରୁ ଛଡାଇ ନେଇଛି। ଏହି ବର୍ଷ ଆମେ ମାନେ ଆମ ଦେଶର ଅନେକ କଳାକାର, ସଙ୍ଗୀତକାର, ବିଧାୟକ ମାନଙ୍କୁ ହରାଉଛୁ। କରୋନା ଦ୍ୱାରା ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏହି ବର୍ଷ ର ଆରମ୍ଭ ରୁ ଆମେ ମାନେ ଅନେକ ଦୁଃଖଦ ଖବର ଶୁଣିବାକୁ ପାଉଛୁ। ଏହି ବର୍ଷ ସୁଶାନ୍ତ ସିଂହ, ପ୍ରଣବ ମୁଖାର୍ଜୀ, ଆଦି ଅନେକ ବଡ ବଡ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି।ତେବେ ଏହି କିଛି ଦିନ ହେବ ଆମେ ମାନେ ସମସ୍ତେ ଓଡିଆ ସିନେ ଜଗତ ତଥା ଯାତ୍ରା ଜଗତ କୁ ନେଇ ଅନେକ ଦୁଃଖଦ ଖବର ଶୁଣିବାକୁ ପାଉଥିବା। ଏହି କିଛି ଦିନ ହେବ ଓଡିଆ ସିନେ ଜଗତରେ ଏବଂ ଯାତ୍ରା ଜଗତରେ ଅନେକ ବଡ ବଡ ପ୍ରତିଷ୍ଠିତ କଳାକାର ମାନେ ମୃତ୍ୟୁବରଣ କରୁଛନ୍ତି। ତେବେ ଏହା ମଧ୍ୟରେ ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚିଛି ଯାହାକି ସମଗ୍ର ବଲିଉଡ୍ ତଥା ଓଲିଉଡ୍ ଏବଂ ସବୁ ଜଗତକୁ ଶୋକାକୁଳ କରି ରଖିଦେଇଛି। 

 

ଏମବି ନୈଶଦଙ୍କ ମୃତ୍ୟୁ ହୋଇଯାଇଛି, ଏଥିଯୋଗୁଁ ସାରା ସିନେଜଗତ ଏବେ ଶୋକାକୁଳ ପରିବେଶ ମଧ୍ୟରେ ରହିଛି। ଏହି ଅଭିନେତାଙ୍କ ମଧ୍ୟରେ ସମସ୍ତ ଦକ୍ଷତା ଥିଲା, ଅଭିନେତା ଜଣକ ଜଣେ ଭଲ ମଣିଷ,ଭଲ ରୋଷେଇଆ, ଜଣେ ଭଲ ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ ବହୁତ ବଡ ବଡ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ବହୁତ ଜଣାଶୁଣା ଥିଲେ। ଏହି କିଛିଦିନ ହେବ ସେ ପେଟ ରୋଗରେ ପୀଡିତ ଥିଲେ, ଆଉ ଏଥିପାଇଁ ସେ ଅନେକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ମଧ୍ୟ ହେଉଥିଲେ। ତାଙ୍କର ଏପରି ମୃତ୍ୟୁ ଦ୍ୱାରା ତାଙ୍କ ପରିବାର ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛି, ଅଭିନେତା ଜଣକ ଜଣେ ଭଲ କଳାକାର ସହ ଏକ ଭଲ ମଣିଷ ମଧ୍ୟ ଥିଲେ ନିଜର ଅଭିନୟ ପାଇଁ ସେ ଲୋକଙ୍କ ପାଖରେ ଯେତିକି ପରିଚିତ ନଥିଲେ ନିଜର ରୋଷେଇ ପାଇଁ ସମସ୍ତଙ୍କ ପାଖରେ ତାଠାରୁ ବେଶୀ ପରିଚିତ ଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *