ସୁଶାନ୍ତ ସିଂ ରାଜପୁତ ଜୀବତ । ଏବେ ସେ ଅଛନ୍ତି କେଉଁଠି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୁଶାନ୍ତ ସିଂ ରାଜପୁତ ଙ୍କ ପରିବର୍ତ୍ତନ ହେଲା ଫେସବୁକ୍ ଫଟୋ,କିଏ କଲା ଏପରି ଉଠୁଛି ପ୍ରଶ୍ନ ?

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମଣିଷ ଜୀବନରେ ଜନ୍ମ ମୃତ୍ୟୁ ଦୁଇଟି ପର୍ଯ୍ୟାୟ । ତେବେ ଏହା ବିଧିବଦ୍ଧ ଅଟେ । ଜନ୍ମ ହେଉଛି ମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ବେଳେ ବେଳେ ଏହି ମୃତ୍ୟୁ ଏଭଳି ପରିସ୍ଥିତିରେ ଆସିଥାଏ । ଯଦ୍ୱାରା ମଣିଷ ଜୀବନର ସବୁ ଆଶା ଭରଷା ତୁଟି ଯାଇଥାଏ । କାଳର କରାଳ ରୂପରେ ସମସ୍ତେ କବଳିତ । ତେବେ ସେହିଭଳି କିଛି ମର୍ମନ୍ତୁଦ ଘଟଣା ବିଷୟରେ କହିବୁ । ପ୍ରାୟତଃ ଗୋଟିଏ ବର୍ଷ ତଳର କଥା । ସମାଜରେ ଅଧିକତର ହତ୍ୟା , ଆତ୍ମହତ୍ୟା ମାନ ବଢ଼ିଚାଲିଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କୁ ପ୍ରାୟ ଦେଢ଼ ବର୍ଷ ହୋଇଗଲାଣି । ହେଲେ ଏବେ ଏବେ କିଛି ନୂଆ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ରହିଯିବ । ତେବେ ଆସନ୍ତୁ ଜାଣିବା ଘଟଣାଟି କଣ । 

 

ସୁଶାନ୍ତ ସିଂ ରାଜପୁତ ଙ୍କୁ ଆପଣ ମାନେ ପ୍ରାୟତଃ ବେଶ୍ ଭଲ ଭାବରେ ଜାଣିଥିବେ । ଯେ କି ନିଜ ଦମଦାର ଅଭିନୟ ଯାଦୁ ବଳରେ ଲୋକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ବନାଇ ପାରିଥିଲେ । ନିଜର ଅଭିନୟ ଯାଦୁ ରେ ବହୁ ଲୋକପ୍ରିୟତା ହାସଲ କରିପାରିଥିଲେ । ଯାହା ଦ୍ଵାରା କି ତାଙ୍କ ମୃତ୍ୟୁ ପରେ ବି ସମସ୍ତେ ଆଜି ତାଙ୍କୁ ଝୁରି ହେଉଛନ୍ତି । ମୃତ୍ୟୁ ର ଦେଢ଼ ବର୍ଷ ପରେ ବି ଏବେ ନୂଆ ଘଟଣା ଦେଖିବାକୁ ମିଳିଛି । ସୁଶାନ୍ତ ସିଂ ଙ୍କ ଫେସବୁକ୍ ଆକାଉଣ୍ଟ ରେ ଆପେ ଆପେ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ ହୋଇଯାଇଛି । ତ ଏବେ ପ୍ରଶ୍ନ ଉଠୁଛି ଯେ ସୁଶାନ୍ତ ଙ୍କ ଆକାଉଣ୍ଟ କୁ କିଏ ଆକଟିଭ କରିଛି । ୨୦୨୦ ଜୁନ ୧୪ ତାରିଖରେ ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା । ତାପରେ ଫେସ୍ ବୁକ୍ ଟିମ୍ ତରଫରୁ ଆକାଉଣ୍ଟ୍ କୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିବେଚିତ କରାଯାଇଥିଲା । ହେଲେ ଗତ ଅଗଷ୍ଟ ୨୧ ତାରିଖରେ ହଠାତ୍ ତାଙ୍କ ଫେସବୁକ୍ ଆକାଉଣ୍ଟ୍ ରୁ ପ୍ରୋଫାଇଲ୍ ଫଟୋ କିଏ ବଦଳାଇ ଦେଇଛି । ଯାହାକି ସମସ୍ତଙ୍କ ମନରେ ଏକ ଆଶ୍ଚର୍ଯ୍ୟ ଭାବ ପ୍ରକାଶ କରିଛି । ତେବେ ଏହାର ସତ୍ୟତା କଣ ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ । ଏହି ଅଜବ ଘଟଣା କୁ ନେଇ ସୁଶାନ୍ତ ଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଦ୍ୱନ୍ଦ ଦେଖିବାକୁ ମିଳିଛି । 

 

ସୁଶାନ୍ତ ସିଂ ରାଜପୁତ ହିନ୍ଦୀ ଧାରାବାହିକ ଜଗତରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ପବିତ୍ର ରୀସ୍ତା ଧାରାବାହିକ ଦ୍ଵାରା ସେ ଅଧିକ ଲୋକପ୍ରିୟତା ହାସଲ କରିପାରିଥିଲେ । ଏହା ପରେ ସେ ବଲିଉଡ୍ ଚଳଚ୍ଚିତ୍ର ଜଗତରେ ପଦାର୍ପଣ କରିଥିଲେ । ସୁଶାନ୍ତ ଙ୍କ ମୃତ୍ୟୁ ପଛର କାରଣ ଏବେ ବି ଅଡ଼ୁଆ ଘେରରେ ଥିବା ବେଳେ ପୁଣି ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କୁ ନେଇ ବହୁ ପ୍ରଶ୍ନ ଉଠୁଛି । କିଏ କଲା ଏଭଳି କାର୍ଯ୍ୟ । ସୁଶାନ୍ତ ଙ୍କ ଫେସବୁକ୍ ଆକାଉଣ୍ଟ କିଏ ଓ କାହିଁକି ଏକ୍ଟିଭ କଲା । ଏହାର କୌଣସି ସତ୍ୟତା ଏପର୍ଯ୍ୟନ୍ତ ମିଳିନାହିଁ । ଫେସବୁକ୍ ଟିମ୍ ହିଁ ଏହାର ଉତ୍ତର ଦେଇପାରିବେ ବୋଲି ଆଶା କରାଯାଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *