ଚୋରାପୀରତି ପଡ଼ିଲା ମହଙ୍ଗା,ପୋଲିସ ଅଧିକାରୀ ଜଣକ ପ୍ରେମିକାଙ୍କ ସହ କରୁଥିଲେ ରାସଲୀଳା । ସ୍ତ୍ରୀ ଆଖିରେ ପଡିଲେ ଧରା ….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଚୋରାପୀରତି ପଡ଼ିଲା ମହଙ୍ଗା,ପୋଲିସ ଅଧିକାରୀ ଜଣକ ପ୍ରେମିକାଙ୍କ ସହ କରୁଥିଲେ ରାସଲୀଳା । ସ୍ତ୍ରୀ ଆଖିରେ ପଡିଲେ ଧରା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ଯୁଗରେ ମଣିଷ ଅଶ୍ଳୀଳ କାର୍ଯ୍ୟକଳାପ ରେ ଲିପ୍ତ ରହୁଛି । ଆଉ ଏହି ସବୁ ଘଟଣା ନିତିଦିନିଆ ଘଟଣା ହୋଇଗଲାଣି ।  ଏଭଳି ଅନୈତିକ କାର୍ଯ୍ୟକଳାପ ଦ୍ଵାରା ସଭ୍ୟ ସମାଜରେ କୁପ୍ରଭାବ ପଡୁଛି । ଯାହା ଦ୍ଵାରା ଭବିଷ୍ୟତ ଯୁବପିଢି ଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଉଛି । ଆଜିର ଶିଶୁ କାଲିର ଭବିଷ୍ୟତ । ହେଲେ ଏଭଳି ଅଶ୍ଳୀଳ ଅପକାର୍ଯ୍ୟ ଶିକ୍ଷା କରି ମନୁଷ୍ୟ ଚରିତ୍ର ନଷ୍ଟ ହେବାରେ ଲାଗିଲାଣି ।  ତେବେ ନିକଟରେ ଏଭଳି କିଛି ଲଜ୍ୟା ଜଣକ ଘଟଣା ଦେଖିବାକୁ ମିଳିଛି । ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହିଭଳି ଘଟଣା ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଅଟେ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । 

 

ଚୋରାପିରତି ପଡ଼ିଲା ମହଙ୍ଗା । ସ୍ଵାମୀ ସ୍ତ୍ରୀ ସମ୍ପର୍କ ଏକ ମଧୁମୟ ସମ୍ପର୍କ । କିନ୍ତୁ ବର୍ତ୍ତମାନ ର କଳିଯୁଗ ରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଆଉ ସେ ମଧୁପ୍ରୀତି ଦେଖିବାକୁ ମିଳୁନାହିଁ । ଉଭୟ ପୁରୁଷ ନାରୀ ବିବାହିତ ସତ୍ତ୍ଵେ ବି ଚୋରପିରତୀ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି । ତେବେ ସେହିଭଳି କିଛି ଚୋରା ପ୍ରେମ ଧରାପଡିଲା ସ୍ତ୍ରୀ ଆଗରେ । ପୋଲିସ ଅଧିକାରୀ ଜଣକ ସ୍ତ୍ରୀ ଥିବା ସତ୍ତ୍ଵେ ବି ନିଜର ପ୍ରେମିକ ସହ କରୁଥିଲେ ଗୋପନୀୟ ପ୍ରେମ । ଘର ସଂସାର ଥାଇ ମଧ୍ୟ ରଙ୍ଗୀନ ମିଜାଜ ର ଏହି ପୋଲିସ ବାବୁ ବାହାରେ କରୁଥିଲେ ରାସଲୀଳା । ଦୁର୍ଭାଗ୍ୟ ବଶତଃ ସ୍ତ୍ରୀ ଆଖିରେ ଘଟିଲା ପର୍ଦାଫାସ । ଏହି ଘଟଣାଟି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନା ବ୍ଲକର ବଜିରାଉତ୍ ପୁର ଗାଆଁ ଛକରେ ଦେଖିବାକୁ ମିଳିଥିଲା । ପତ୍ନୀ ତାଙ୍କ ସ୍ବାମୀ ଓ ପ୍ରେମିକା କୁ ସଙ୍ଗୀନ ଅବସ୍ଥାରେ ଦେଖି ସେହି ସ୍ଥାନରେ ପାଟି ତୁଣ୍ଡ କରିବା ସହ ଉଭୟ ମହିଳାଙ୍କ ମଧ୍ୟରେ ବାଡ଼ିଆ ପିଟା ହୋଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ପରେ ଉକ୍ତ ସ୍ଥାନରେ ପୋଲିସ ଘଟଣା ଖବର ପାଇ ଉପସ୍ଥିତ ହୋଇଥିଲ ଏବଂ ସମାଧାନ ପାଇଁ ବ୍ୟବସ୍ଥା କରୁଥିଲା । 

 

ସୂଚନା ଅନୁଯାୟୀ ନିହାଲ ପ୍ରସାଦ ଥାନାର ଅଧିକାରୀ ଭୁବନା ରୁ ମାର୍କେଟିଂ ସାରି ନିଜ ବାନ୍ଧବୀ ଙ୍କ ସହ ଫେରୁଥିଲେ । ଏହି ପରିସ୍ଥିତିରେ ପୋଲିସ ବାବୁ ଙ୍କ ସମ୍ମୁଖରେ ନିଜ ସ୍ତ୍ରୀ ପୁଅ ଆସି ଉପସ୍ଥିତ ହୋଇଗଲେ । ପରେ ପ୍ରେମିକା ଙ୍କୁ ଦେଖି ସ୍ତ୍ରୀ ଜଣକ ଆକ୍ରମଣ କରିବାକୁ ଲାଗିଥିଲେ । ଭୁବନା ଥାନା ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚି ଘଟଣା ସମାଧାନ ପାଇଁ ସମସ୍ତଙ୍କୁ ଥାନାକୁ ନେଇଥିଲା । ଜଣେ ପୋଲିସ ଅଧିକାରୀ ହୋଇ ମଧ୍ୟ ଏପରି କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ୟାଜନକ ଅଟେ । ଏତାତବ୍ୟତୀତ ପୋଲିସ ଅଧିକାରୀ ଙ୍କ ସହ ସଂପୃକ୍ତ ମହିଳା ଙ୍କ ଏକ ରଙ୍ଗୀନ ଡାନ୍ସ ଦେଖିବାକୁ ମିଳିଥିଲା । ଯାହାକି ସୋସିଆଲ ମିଡିଆରେ ବହୁ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । ଏଭଳି ଘଟଣା ସମାଜ ଉପରେ କୁପ୍ରଭାବ ପକାଇବା ସହ ନିନ୍ଦନୀୟ ମଧ୍ୟ ଅଟେ ।  ପୋଲିସ ଅଧିକାରୀ ଙ୍କ ଏପରି କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ଜ୍ୟା ଜନକ ଅଟେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *