ଏସିଫ ସୌମ୍ୟଙ୍କ ଭାଇ ଏମିତି କହିଲେ ସାରା ଓଡିଶା ବାସୀ ଙ୍କୁ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଭାଇରଲ ଖବର କୁ ଆସନ୍ତୁ ଜାଣିବା ସୌମ୍ୟରଂଜନ ଙ୍କ ଭାଇ କଣ କହିଲେ ସାରା ଓଡିଶା ବାସୀଙ୍କୁ ।

ସୌମ୍ୟଙ୍କ ଙ୍କୁ ନ୍ୟାୟ ଦେବାରେ ଅସମର୍ଥ ପୋଲିସ ପ୍ରଶାସନ । ସୌମ୍ୟଙ୍କ ପରିବାର ନ୍ୟାୟ ମାଗି ମାଗି ଥକି ଗଲେଣି ହେଲେ ସୌମ୍ୟରଂଜନ ଙ୍କ ନ୍ୟାୟ ର ସ୍ୱର ଶବ୍ଦ ନାହିଁ । ସାରା ଓଡିଶା ର ଚର୍ଚ୍ଚା ର ଵିଷୟ ପାଲଟିଛି ହେଲେ କଣ ହେବେ ଯେମିତି ପୋଲିସ ଓ ଗମେଣ୍ଟ ସବୁ ଏହି କେସ ରେ ସମ୍ପୃକ୍ତ । ବିଦ୍ୟାଭାରତୀ ଙ୍କୁ କାହିଁକି ଜେରା କରାଯାଉନି ଏହା ମଧ୍ୟ ପ୍ରଶ୍ନ ।

ସେପଟେ ସୌମ୍ୟରଂଜନ ଙ୍କ ବାପା ଭାଇ କହିଛନ୍ତି ଯଦି ଓଡିଶା ବାସୀ ଚାହିଁବେ ତାହେଲେ ଆମେ ନ୍ୟାୟ ପାଇବୁ । ସୌମ୍ୟରଂଜନ ଙ୍କ ପରିବାର ଏବେ ଆପଣମାନଙ୍କ ନ୍ୟାୟ ଲୋଡିଛନ୍ତି । ତେବେ ଆପଣଙ୍କ ବିନା ସୌମ୍ୟରଂଜନ ନ୍ୟାୟ ପାଇବେ ନାହିଁ ।

ଯଦି ଆମର ଏହି ଖବର ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଗୋଟିଏ ସେୟାର ନିଶ୍ଚିତ କରିବେ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *