ଭାଇରଲ ହେଲା ବିଗବସ ସମିତା ସେଟି ଙ୍କ ଅନ୍ତରଙ୍ଗ ଭିଡ଼ିଓ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏବେ ଚର୍ଚ୍ଚା ରେ ଅଛନ୍ତି ଏହି ସୁପର୍ ହିଟ୍ ଯୋଡି ।ବିଗ୍ ବସ୍ ଓଟିଟି ରେ ଧାମଲ୍ କରୁଛନ୍ତି ଏହି ଯୋଡି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ

କିଛି ଦିନ ହେବ କୋଲରସ ଟିଭି ରେ ଆସୁଥିବା ରିଆଲିଟି ଶୋ ବିଗ୍ ବସ୍ ଚର୍ଚ୍ଚାରେ ରହିଆସୁ ଅଛି । ଏହି ଶୋ ଟି ସଲମାନ୍ ଖାନ୍ ଙ୍କ ଦ୍ଵାରା ପରିଚାଳିତ ହେଇ ଆସୁଅଛି । ହେଲେ ଏହି ବର୍ଷ ଏହା ର ଏକ ନୂଆ ଶୋ ବିଗ୍ ବସ୍ ଓଟିଟି କିଛି ଦିନ ହେଲା ଆରମ୍ଭ ଯାଇଛି । ଏଥରେ ଅନେକ ସେଳିବ୍ରେଟି ଆସିବା ସହିତ କିଛି ସାଧାରଣ ଲୋକ ଙ୍କୁ ବିଗ୍ ବସ୍ ଓଟିଟି ଖେଳିବାର ସୁଯୋଗ ଦିଆଯାଇଛି । ଖାଲି ବୀଗ୍ ବସ କୁ ସଲମାନ୍ ଖାନ୍ ପରିଚାଳିତ କରୁଥିବା ବେଳେ ବିଗ୍ ବସ୍ ଓଟିଟି କୁ କରନ୍ ଯୋହର୍ ପରିଚାଳନା କରୁଛନ୍ତି । ଏହି ଶୋ ସବୁବେଳେ ହାୟେଷ୍ଟ୍ ଟି. ଆର୍ .ପି ନେବା ରେ ଲାଗିଛି ।

ସବୁ ବର୍ଷା ଏହି ଶୋ କୁ ଅନେକ କପୁଲ୍ ଆସିଥିବା ବେଳେ ଅନେକ ଇଣ୍ଡିଭୂଜୁ୍ୟାଲ୍ ଲୋକ ମଧ୍ୟ ଆସିଥାନ୍ତି ।ସେହି ପରି ବିଗ୍ ବସ୍ ଓଟିଟି ରେ ମଧ୍ୟ ଏମିତି ଜଣେ କପୂଲ୍ କୁ ଦେଖିବା କୁ ମିଳିଛି । ସବୁଠୁ ଆକର୍ଷଣ ରେ ରହୁଛନ୍ତି ଏହି ଯୋଡି । ଆଉ ଏହି ଯୋଡି ଙ୍କୁ ଦର୍ଶକ ମଧ୍ୟ ଅନେକ ପସନ୍ଦ କରୁଛନ୍ତି। ତେବେ ଏହି ଯୋଡି ଟି ହେଉଛି ସମିତା ସେଠୀ ଏବଂ ରାକେଶ୍ ବାନାର୍ଜୀ ଯୋଡି । ଏହି ଯୋଡି ଟି ବିଗ୍ ବସ୍ ଓଟିଟି ର ଆକର୍ଷଣ ହୋଇ ଲୋକ ଙ୍କ ପାଖରେ ରହୁଛନ୍ତି । ରକେଶ୍ ଙ୍କୁ ସବୁବେଳେ ବିଗ୍ ବସ୍ ଓଟିଟି ରେ ସମୀତା ଙ୍କ ଯତ୍ନ ନେବାର ଦେଖିବାକୁ ମିଳିଛି ଏବଂ ଦୁହେ ଦୁହିଁି କୁ ଅନେକ ସମୟ ରେ ସୋପଟ୍ କରିବାର ମଧ୍ୟ ଦେଖିବାକୁ ମିଳିଛି ।

ଏବେ ଗୋଟେ କଥା ସୋସିଆଲ ମିଡ଼ିଆ ରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏମିତି କଣ ହେଲା ଯେ ସାମିତା ରାକେଶ ଙ୍କୁ ତାଙ୍କ ଗାଲ ରେ kiss କରିବାକୁ କହିଥିଲେ । ସାମିତା ରାକେଶ ଙ୍କୁ ତାଙ୍କ ଗାଲ ରେ kiss କରିବାକୁ କହିବା ପରେ ରାକେଶ ତାଙ୍କ ର ପ୍ରତି କ୍ରିୟା ମଧ୍ୟ ରହିଥିଲେ ଏବଂ ସମିଟା ଙ୍କ ଗାଲ ରେ କିସ୍ ମଧ୍ୟ କରିଥିଲେ । ଆଉ କହିଥିଲେ ଏହା କହିବାକୁ ମୋତେ ଅଧିକ ସମୟ ଲାଗିବନି । ଏହା ମଧ୍ୟ କହିଥିଲେ କି ସେ ଏଥିପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ତେବେ ଏଇ ଭିଡିଓରେ ଦେଖିବାକୁ ମିଳିଛି କି ଶମିତା ବିଗ୍ ବସ୍ ଓଟିଟି ର ରୋଷେଇ ଘରେ ବସି ଖାଉଥିବା ସମୟ ରେ ରାକେଶ ସେଠାରେ ଖାଇବା ଗରମ୍ କରୁଛନ୍ତି ଏବଂ ଏହି ସମୟେ ରେ ଶମିତା ରାକେଶ କୁ କହୁଛନ୍ତି କି ଏହି ଖାଇବାକୁ ତୁମେ ଅଧିକ ଗରମ୍ କର ନାହିଁ ନହେଲେ ଏହା କଠିନ ହାଇଯିବ । ଏହା ପରେ ରାକେଶ ତାଙ୍କୁ କହିଥିଲେ ଆଉ କରିବି ତୁମେ କହି ଦିଅ ।ଏହା ପରେ ଶମିତା ରାକେଶ କୁ କହିଥିଲେ ତୁମେ ଅଥିକି ଆସ ଆଉ ମତେ kiss କର ଏହା ପରେ ରାକେଶ ପଖାକୁ ଆସିଥିଲେ ଏବଂ କିସ୍ କରିଥିଲେ । ବିଗ୍ ବସ୍ ଓଟିଟି ରେ ଶମିତା ଓ ରାକେଶ ଙ୍କ ର ଏମିତି ଅନେକ ନ୍ୟାକ୍ ଝକ୍ ଦେଖିବାକୁ ମିଳିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *