ଏସିଫ ସୌମ୍ୟ ଙ୍କ ବାପା ଦେଲେ ଏହି ଅଭିଶାପ ନବୀନ ପଟନାୟକ ଙ୍କୁ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମୃତ ସୌମ୍ୟ ରଞ୍ଜନଙ୍କ ପିତା ଦେଲେ ଅଭିଶାପ,୨୦୨୪ ରେ ନବୀନ ସରକାରଙ୍କୁ ଗାଦିଚ୍ୟୁତ । ଜାଣନ୍ତୁ କଣ ରହିଛି କାରଣ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆମ ସମାଜ ରେ ଅନେଇ ପ୍ରକାର ଘଟଣା ସବୁ ଦେଖିବା କୁ ମିଳେ ।ଅନେକ ହତ୍ୟା , ଆତ୍ମ ହତ୍ୟା ଖବର ଆପଣ ମାନେ ପ୍ରତିଦିନ୍ ଶୁଣିବା କୁ ପାଉ ଥିବା ବା ଜାଣି ବାକୁ ପାଉ ଥିବେ। ତେବେ ଦେଖିବା କୁ ଗଲେ ପ୍ରତିଦିନ ଆମେ ଦେଶ ରେ କିମ୍ବା ରାଜ୍ୟ ରେ କିଛି ନା କିଛି ଘଟଣା ଘଟୁଛି। ତେବେ ଏହା କୁ ରୋକିବା ପାଈଁ ସରକାର ଅନେକ୍ ଚେଷ୍ଟା କରୁଛନ୍ତି । କିନ୍ତୁ ଆମ ସମାଜ୍ ରେ ମଣିଷ ମାନେ ହିସ୍ର ଭାବେ ହତ୍ୟା କରି ଚାଲି ଛନ୍ତି। ତେବେ ଏଇ କିଛି ମାସ ତଳେ ଏକ ଘଟଣା ସାରା ରାଜ୍ୟ ରେ ନିଆଁ ଭଳି ବ୍ୟାପି ଯାଇଥିଲା । ଆଉ ସେହି ଘଟଣା ଟି ହେଉଛି ଏସିଏଫ ସୌମ୍ୟରଂଜନ ଙ୍କ ହତ୍ୟା ଘଟଣା ।

ତେବେ ଏହି ଘଟଣା ଟି ଏବେ ସାରା ରାଜ୍ୟ ରେ ହେଡ଼ ଲାଇନ ହୋଇ ରହିଛି। ତେବେ ଘଟଣା ଟି କଣ ଆଜି ଯାଏ ପୋଲିସ ଏହାର ତଦନ୍ତ କରି ମଧ୍ୟ କୌଣସି ସନ୍ଧାନ ପାଇ ପାରିଲା ନାହିଁ।ତେବେ ଏବେ ଯାଏ ଯାହା ଜଣା ପଡିଛି ସୌମ୍ୟରଂଜନ ନିଆଁ ରେ ଜଳି ଯାଇ ମୁର୍ତ୍ୟୁବରଣ କରିଛନ୍ତି। ତାଙ୍କ ଦେହ ର ୯୫ ଭାଗ ନିଆଁ ରେ ଜାଳି ଯାଇଛି। ତେବେ ଏହି ଘଟଣା ପାଇଁ ସୌମ୍ୟ ଙ୍କ ଘର ଲୋକ ସୌମ୍ୟ ଙ୍କ ସ୍ତ୍ରୀ ଙ୍କ ଉପରେ ଆରୋପ ଲଗାଉଛନ୍ତି। କିନ୍ତୁ ପୋଲିସ ଆଜି ଯାଏ ଏହାର ସତ୍ୟାତା ପାଇ ପାରିଲା ନାହିଁ । ତେବେ କିଛି ଦିନ ଆଗରୁ ମଧ୍ୟ ସୌମ୍ୟ ଙ୍କ ଘର ଲୋକ ଆତ୍ମ ଆହୁତି ର ଧମକ ଦେଇ ପୋଲିସ ଙ୍କୁ ଏହି ଘଟଣା ର ସମାଧାନ କରିବା କୁ କହି ଥିଲେ। ଆଉ ପୁଣି ଏଇ ଦୁଇ ଦିନ ତଳେ ସେମାନେ ଆତ୍ମ ଆହୁତି ର ଧମକ ଦେଇଛନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଦେଖିବା ମିଳିଛି । ତେବେ ସେହି ଭିଡିଓ ଟି ହେଉଛି ସୌମ୍ୟ ଙ୍କ ବାପା ଙ୍କର୍ । ସେ ସରକାର ଙ୍କୁ କହୁଛନ୍ତି କି ତାଙ୍କ ପୁଅ ହତ୍ୟା କରା ଯାଇଛି। ଆଉ ଏହା ପାଇଁ ଦାୟୀ ଆମ ରାଜ୍ୟ ସରକାର । ତେବେ ତାଙ୍କର ଦାବି ସୌମ୍ୟ ଙ୍କ ସ୍ତ୍ରୀ ଙ୍କୁ କାହିଁକି ଏଯାଏ ଧାରା ଯାଇ ନାହିଁ। ଆଉ ସେ ସରକାର ଙ୍କୁ ଧୁର୍ତ୍ରରାଷ୍ଟ୍ର ବୋଲି କୋହିଛନ୍ତି। ଆମ ସରକାର ନବୀନ ବାବୁ ୧୦୦ ପୁଅ ଙ୍କୁ ମାରିଛନ୍ତି । ଆଉ ତାଙ୍କ ପୁଅ ଙ୍କୁ ମଧ୍ୟ ମାରିଛନ୍ତି। ତେବେ ଆଗକୁ ଥିବା ୨୦୨୪ ଇଲେକ୍ସନ ରେ ନବୀନ ବାବୁ ଗାଦିଚ୍ଯୁତ ହେବେ ବୋଲି ସେ କୋହିଛନ୍ତି। ରାଜ୍ୟ ରେ ହେଉ ଥିବା ସମସ୍ତ ଦୁର୍ନୀତି ସରକାର ଙ୍କ ପାଇଁ ହେଉଛି ବୋଲି କୋହିଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *