ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପାଣିପାଗ କାର୍ଯ୍ୟାଳୟ ରୁ ଆସିଲା ବଡ଼ ଖବର । ବଙ୍ଗୋପ ସାଗର ର ରେ ସୃଷ୍ଠି ହେଇଛି ବଡ଼ ଧରଣ ର ଲଘୁଚାପ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଓଡ଼ିଶା ରେ ପ୍ରତିବର୍ଷ ଲଭୂଚପ ହେଉଛି । କେବେକେବେ ଫୋନୀ ଓ ହୁଡ଼ୁ ହୁଡୁ ଭଳି ବଡ଼ ବଡ଼ ଲଘୁଚାପ ହୁଏ ତ ଆଉ କେତେବେଳେ କେବଳ ବର୍ଷା ତାର ପ୍ରଭାବ ଦେଖାଇ ପଳାଇ ଯାଏ। ପୁଣି ପାଣିପାଗ କାର୍ଯ୍ୟାଳୟ ରୁ ଆସିଲା ବଡ଼ ଖବର । ସୂଚନା ରୁ ଜଣା ପଢ଼ିଛି କି ବଙ୍ଗୋପ ସାଗର ର ରେ ସୃଷ୍ଠି ହେଇଛି ଲଘୁଚାପ । ପୁଣି ବଦଳିବାକୁ ଲାଗିଲା ପାଣିପାଗ । ସୂଚନା ରୁ ଜଣ ପଢ଼ିଛି କି ଆସନ୍ତା ୩ ଦିନ ମଧ୍ୟ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହିତ ପବନ ହେବା ର ମଧ୍ୟ ସମ୍ଭାବନା ରହିଛି।
ପାଣିପାଗ କାର୍ଯ୍ୟାଳୟ ର ସୂଚନା ଅନୁସାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଦ୍ରପ୍ରଦେଶ୍ ଅଞ୍ଚଳ ରେ ଲଘୁଚାପ ସୃଷ୍ଟି ହୋଇଯାଇଛି । ତେବେ ଲଘୁଚାପ ପ୍ରଭାବ ରେ ରାଜ୍ୟ ର କିଛି କିଛି ଅଞ୍ଚଳ ରେ ଶନିବାର ଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସଙ୍ଗେ ସଙ୍ଗେ ପବନ ମଧ୍ୟ ହେଇଛି। ପାଣିପାଗ କାର୍ଯ୍ୟାଳୟ ରୁ ଜଣା ପଢ଼ିଛି କି ଆଜି ମଧ୍ୟ ରାଜ୍ୟ ରେ ବର୍ଷା ଜାରିରହିବ। ଆଉ ଏହି ଲଘୁଚାପ ର ପ୍ରଭାବରେ ପ୍ରାୟ ୮ ଟି ଜିଲ୍ଲା ର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କୃଷି ପାଣିପାଗ ବିଶେଷଜ୍ଞ ଡ଼ା.ସୁରେନ୍ଦ୍ର ନାଥ ପଶୁପାଳ ଙ୍କ ଆକଳନ ଅନୁସାରେ ବଙ୍ଗୋପ ସାଗର ରେ ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀ ଆଉ ଥରେ ସକିୟ ହେଇଛି । ଯାହାର ପ୍ରଭାବ ରେ ରାଜ୍ୟ ରେ ପ୍ରାୟ ୩୧ ତାରିଖ ରାତି ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ପଟେ ମୌସୁମୀ ଏବେ ଦିଲ୍ଲୀ , ସିଭି ,ଜ୍ଞାଳୀୟର ଏବଂ ଝାରସୁଗୁଡ଼ା ଦେଇ ଗତି କରୁଛି। ଏହା ଫଳ ରେ ରାଜ୍ୟ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଅନ୍ୟ ପଟେ ମାଲକାନଗିରି , ରାଇ ଗଡା , ନୂଆପଡ଼ା , ନବରଙ୍ଗପୁର , କଳାହାଣ୍ଡି ,ଗଜପତି,କନ୍ଧମାଳ ଇତ୍ୟାଦି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଜରିରହିଛି । ଆକଳନ ରୁ ଜଣା ପଢିଛି କି ପୁରୀ , ଗଞ୍ଜାମ , ଖୋର୍ଦ୍ଧା , ନୟାଗଡ଼ , ଗଜପତି ଜିଲ୍ଲାରେ ବର୍ଷା ହେଉଛି । ଏହା ଛଡ଼ା ବାଲେଶ୍ଵର , ଭଦ୍ରକ , ସୋରୋ , ଯାଜପୁର , କଟକ, ଭୁବନେଶ୍ୱର ରେ ବି ମଧ୍ୟ ବର୍ଷା ହେବା ର ସମ୍ଭାବନା ରହିଥିବା ରୁ ସେଠାରେ ମଧ୍ୟ ୟେଲାଟ୍ ଜାରି କରାଯାଇଛି । ବର୍ଷା ସହ ବିଜୁଳି ମାରିବାର ଆଶଙ୍କା ଥିବା ରୁ ଘରୁ ପଦା କୁ ନବହାରିବ ର ସତର୍କ ସୂଚନା ଜାରିକରିଚନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।