୬ ମାସ ପର୍ଯନ୍ତ ପ୍ରତିଦିନ ଅନଲିମିଟେଡ଼ କଲ ଓ ପ୍ରତିଦିନ ୩ ଯିବି ଡାଟା ସମ୍ପୂର୍ଣ ମାଗଣାରେ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, BSNL କମ୍ପାନୀ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଯାହା ଆପଣ ଙ୍କ ପାଈ ଫାଇଦା ହିଁ ଫାଇଦା ଜଗାଇ ଦେବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆଜି ଆମେ ଜାଣିବାକୁ ଯାଉଛୁ ଆମ ଭାରତ ରେ ସରକାରୀ ଙ୍କ ଅଣ୍ଡର ରେ ଥିବା ଟେଲିକମ୍ କମ୍ପାନୀ ଯାହା ହେଉଛି ଭାରତ ନିଗମ ଲିମିଟେଡ୍ (BSNL) । ଏହି BSNL କମ୍ପାନୀ ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ପ୍ରାୟ ସବୁ ସମୟ ରେ ନୂଆ ନୂଆ ପ୍ଲାନ୍ ଆଣିଥାଏ । ତେବେ ଏହି BSNL କମ୍ପାନୀ ପାଖରେ ଏବେ କିଛି ଏମିତି ପ୍ଲାନ୍ ରହିଛି । ଯାହା ଏୟାରଟେଲ୍ , ଜିଓ, ଆଇଡିଆ , ଭୋଡାଫୋନ୍ ଭଳି ପ୍ରାଇଭେଟ୍ କମ୍ପାନୀ ପାଖରେ ବି ନଥିବ । ଆମେ ମାନେ ଆଜି ଆପଣମାନ ଙ୍କୁ BSNL କମ୍ପାନୀ ର ଏକ ବହୁତ ମସ୍ତ ପ୍ଲାନ୍ ସମ୍ପର୍କ ରେ କହିବାକୁ ଚାହୁଁଛୁ । ଯାହା ଆପଣଙ୍କ ଖୁବ୍ ଫାଇଦା ରେ ଆସିବ। ଆପଣ ମାନଙ୍କ ପାଈ ପ୍ଲାନ୍ ଟି ରେ ୬ ମାସ ପର୍ଯ୍ୟନ୍ତ ଦୈନିକ ୩ ଜିବି ଡାଟା ଦେବାର ଏବଂ ସବୁନେଟୱର୍କ କୁ ଅନଲିମିଟେଡ୍ କଲ୍ ର ସେବା ଯୋଗାଇ ଦିଆଯିବା ର ସୁବିଧା ରହିଛି।

ଇଣ୍ଡିଆ ରେ ଏହି BSNL କମ୍ପାନୀ ର ଏହି ନୂଆ ପ୍ଲାନ୍ ୯୯୭ ଟଙ୍କା ର ଧର୍ଯ୍ୟ କରାଯାଇଛି । ଏହି ୯୯୭ ଟଙ୍କାର ପ୍ଲାନ୍ ର ଅବଧି ୬ ମାସ ର ସମୟସୀମା ପର୍ଯ୍ୟନ୍ତ ରହିବ । ଏହି ପ୍ଲାନ୍ ରେ ଗ୍ରାହକ ମାନକ ପାଈ ପ୍ରତିଦିନ ୩ ଜିବି ର ଡାଟା ଜଗାଇ ଦିଆ ଯିବା ସହିତ ସବୁ ନେଟୱର୍କ କୁ ପୁରା ଫ୍ରୀ ରେ ଅନ୍ ଲିମିଟେଡ କେଲ ର ସୁବିଧା ମଧ୍ୟ ଦୀୟଯାଇଛି। ଏହିଭଳି ଭାବରେ ଗ୍ରାହକ ମାନଙ୍କ ପାଖରେ ମୋଟି ୫୪୦ ଜିବି ଡାଟା ବ୍ୟବହାର କରିବାର ସୁବିଧା ରଖାଯାଇଛି। ଏହି ପ୍ଲାନ୍ ରେ ଆଉ ଏକ ଭଲ ଅଫେର ମଧ୍ୟ ରହିଛି । ଏହି ପ୍ଲାନ୍ ରେ ୧୦୦ ଫ୍ରୀ ମେସେଜ୍ ର ସୁବିଧା ମଧ୍ୟ ଜଗାଇ ଦିଆ ଯାଇଛି । ଏହି ଅଫେର୍ ମଧ୍ୟ ସବୁ ନେଟୱର୍କ ପାଈ ଆପଣ ମାନଙ୍କ ଉପଲବ୍ଧ କରାଇ ଦିଆଯାଉ ଛି ଏବଂ ଏହି BSNL କମ୍ପାନୀ ର ନେଟୱର୍କ କୁ ସବୁବେଳେ ଲୋକ ଙ୍କ ପାଖରେ କିପରି ଭଲ ରେ ପହଞ୍ଚି ପାରୁ ତାହା ଚେଷ୍ଟା କରିଆସିଛି। ଏହି ପ୍ଲାନ୍ ଛଡା BSNL କମ୍ପାନୀ ରେ ଆହୁରି ଅନେକ ଭଲ ଭଲ ପ୍ଲାନ୍ ର ସୁବିଧା ମଧ୍ୟ ରହିଛି । ଏହା ର ଇଣ୍ଟର୍ନେଟ୍ ସେବା କୁ କିପରି ଭଲ ଭାବରେ ଲୋକ ବ୍ୟବହାର କରିପାରିବେ କିପରି ଲୋକ ଙ୍କ ପାଖରେ ଭଲ ସେବା ପହଞ୍ଚି ପାରିବ ତାହାର ଧ୍ୟାନ ରଖନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *